Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବିଜେଡ଼ି ର ୬୩ଟି ବିଧାନସଭା ଆସନ : ବ୍ରହ୍ମପୁର- ବିକ୍ରମ କୁମାର ପଣ୍ଡା ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା ଗୋପାଳପୁର- ପ୍ରଦୀପ କୁମାର ପାଣିଗ୍ରାହୀ ଦିଗପହଣ୍ଡି- ସୂର୍ଯ୍ୟନାରାୟଣ ପାତ୍ର ମୋହନା- ପୂର୍ଣ୍ଣବାସୀ ନାୟକ ଚିକିଟି- ଉଷା ଦେବୀ ପାରଳାଖେମୁଣ୍ଡି- କଲ୍ୟାଣୀ ଗଜପତି ନବରଙ୍ଗପୁର- ସର୍ବେଶ୍ବର ଦାନି ଉମରକୋଟ- ସୁବାସ ଗଣ୍ଡ ଝରିଗାଁ- ଡାବୁଗାଁ- ମନୋହର ରନ୍ଧାରି କୋଟପାଡ- ପଦ୍ମିନୀ ଦିଓ୍ବାନ ମାଲକାନଗିରି- ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା ନୂଆପଡା- ରାଜେନ୍ଦ୍ର ଢୋଲକିଆ ଖରିଆର- ଲାଞ୍ଜିଗଡ- ଜୁନାଗଡ- ଦିବ୍ୟଶଙ୍କର ମିଶ୍ର ଧର୍ମଗଡ- ଭବାନୀପାଟଣା- ଦୁଷ୍ମନ୍ତ ନାୟକ ନର୍ଲା- ଭୁପେସ ସିଂ କୋରାପୁଟ- ରଘୁରାମ ପାଡଲ ଗୁଣୁପୁର- ରଘୁନାଥ ଗମାଙ୍ଗ ବିଷମକଟକ- ଜଗନ୍ନାଥ ସାରକା ରାୟଗଡା- ଲାଲବିହାରୀ ହିମିରିକା ଲକ୍ଷ୍ମୀପୁର- ପ୍ରଭୁ ଜାନି ଜୟପୁର- ରବି ନାରାୟଣ ନନ୍ଦ ପଟାଙ୍ଗି- କଣ୍ଟାବାଞ୍ଝି- ଅଜୟ ଦାସ ବ୍ରଜରାଜନଗର- ପଦ୍ମନାଭ ବେହେରା ଝାରସୁଗୁଡା- ନବକିଶୋର ଦାସ

874 0

Related Post

Leave a comment

Your email address will not be published.