ଚାଷୀଙ୍କ ଅଭିନବ ପ୍ରତିବାଦ

733 0

ସୋନପୁର:( ଅଜିତ କୁମାର ପୁଝାରୀ)ଚାଷୀ ନିଜର ରବି ରୁତୁରେ ଅମଳ କରିଥିବା ଧାନକୁ ବିକ୍ରି କରି ନ ପାରିବାରୁ ତାହାର ପ୍ରତିବାଦ କରିଥିଲେ l ହେଲେ ପ୍ରଶାସନ ପକ୍ଷରୁ ଚାଷିଙ୍କ ସମସ୍ୟା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା l ତେଣୁ ଚାଷୀମାନେ ଏକ ଅଭିନବ ଉପାୟରେ କାର୍ଯ୍ୟାଳୟ ଭିତରେ ନିଜର ଅମଳ କରିଥିବା ଧାନ ବସ୍ତା ରଖି ନିଜର ଦାବିକୁ ଉପସ୍ଥାପନ କରିଛନ୍ତି l

ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ରେ l କଂଗ୍ରେସ ଦଳ ପକ୍ଷରୁ ପ୍ରଥମେ ବିଭିନ୍ନ ଉପାୟରେ ପ୍ରତିବାଦ କରିବା ପରେ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଫଳରେ ବାଧ୍ୟହୋଇ ବ୍ଲକ କାର୍ଯ୍ୟାଳୟ ଭିତରେ ଧାନ ବସ୍ତା ରଖି ପ୍ରତିବାଦ କରାଯାଇଛି ବୋଲି କଂଗ୍ରେସ ନେତା ଚିତ୍ତରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି l

 

Related Post

ଗ୍ରାନାଇଟ ଫେକ୍ଟ୍ରି ଭିତରେ ଡ୍ରାଇଭର ଶବ ଉଦ୍ଧାର,ହତ୍ୟା ନା ଆତ୍ମହତ୍ୟା ତଦ ନ୍ତ ଜାରି

Posted by - March 7, 2023 0
କେସିଙ୍ଗା:(ପ୍ରିତେସ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ମିନି ଷ୍ଟାଡିୟମ ପାଖରେ ଥିବା ଆର୍ ଏମ୍ ଏନ୍ ଗ୍ରାନାଇଟ ଫ୍ୟାକ୍ଟ୍ରି ଷ୍ଟାଫ କ୍ୱାଟର ଭିତରେ ଫ୍ୟାକ୍ଟ୍ରି ର ଟ୍ରଲର…

ବରଗଡ଼ ଠାରେ ଅନୁଷ୍ଠିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା ଯୋଗଦେଲେ ସହସ୍ରାଧିକ ବ୍ୟକ୍ତି

Posted by - August 8, 2022 0
ବରଗଡ଼:(ରାମାକାନ୍ତ ବିଶ୍ଵାଳ) ୭ ଅଗଷ୍ଟ ୨୦୨୨ ରବିବାର ଗତକାଲି ବରଗଡ଼ ସହରରେ ଅନୁଷ୍ଠିତ ହୋଇଥିଲା ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା । ସହସ୍ରାଧିକ ବ୍ୟକ୍ତି ସ୍ବେଛାକୃତ ଭାବେ…

ରକ୍ଷକ ସାଜୁଛି ଭକ୍ଷକ,ଲାଞ୍ଚ ନେଇ ଧରାପଡ଼ିଲେ କିଆକଟା ଥାନା ASI

Posted by - July 26, 2023 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନାର ASI ନବୀନ କୁମାର ଶତପଥୀ ଜଣେ ଲୋକ ଠାରୁ 8ହଜାର ଟଙ୍କା ଲାଞ୍ଚନେଉଥିବା…

୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ମାଟ୍ରିକ ଦେଇପାରିବେ,ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ

Posted by - February 9, 2021 0
ଭୁବନେଶ୍ବର :  ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା…

କାଶୀପୁର ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା ଖଟିଆରେ ୩ କିମି ବୁହାହେଲେ ଗର୍ଭବତୀ

Posted by - August 11, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ଗାଁକୁ ପକ୍କା ରାସ୍ତା ନଥିବା ପରିସ୍ଥିତି ଯୋଗୁଁ ଦେବଦୂତ ସାଜିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଅନୀଲ ନାଏକ । ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ…