ସାମ୍ବାଦିକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ

897 0

ବୌଦ୍ଧ:(ଚିତରଂଜନ ସିଂ) ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ୍ ପକ୍ଷରୁ ଆଜି ସାମ୍ବାଦିକ ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ତେବେ ସ୍ବର୍ଗତ ବସ୍ତିଆଙ୍କ ୨ ଝିଅ ରହିଥିବା ବେଳେ ତାଙ୍କ ପାଠପଢା ପାଇଁ ଉପରେ ଧ୍ୟାନ ଦେବା ସହ ଆଗକୁ ଯଦି ସଂଘର କୌଣସି ସହଯୋଗ ଆବଶ୍ୟକତା ପଡେ ତେବେ ସଂଘ ଆପଣଙ୍କ ସହିତ ଅଛି ।ସରକାରୀ ସହାୟତା ପରିବାରଙ୍କୁ କିଭଳି ମିଳି ପାରିବ ସେଥି ପ୍ରତି ପ୍ରେସ କ୍ଲବ ପ୍ରୟାସ କରିବ ବୋଲି କହିଥିଲେ ସଂପାଦକ ରଘୁନାଥ ଷଢଙ୍ଗୀ । ଏଥିରେ ସଂଘର ସଦସ୍ୟ ସମରେଶ ମିଶ୍ର, ଦୁର୍ୟ୍ଯୋଧନ ବିଶି ଓ ରଂଜନ କୁମାର ଦାଶ ପ୍ରମୁଖ ସାମିଲ ଥିଲେ ।

Related Post

ସିଗମା ଷ୍ଟାର କଂପିଟିସନ ଅନୁଷ୍ଠିତ 

Posted by - September 3, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଉତ୍ତଙ୍ଗରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସିଗମା ଷ୍ଟାର କଂପିଟିସନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୬ଟି…

ସମ୍ବଲପୁର ଜିଲ୍ଲା ପରିଷଦ ର ବୈଠକ

Posted by - May 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ସମ୍ବଲପୁର ଜିଲ୍ଲା ପରିଷଦର ବୈଠକ ଆଜି ଡିଆରଡିଏ ସମ୍ବିଳନି କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଵୈଠକରେ ଜିଲ୍ଲା ପରିଷଦର ସଭାପତି କୁମୁଦିନି ନାଏକ, ଜିଲ୍ଲାପାଳ…

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 3, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଆଜି ୭୩ ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରଭଟ…

କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଲକି ଡ୍ର ର କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - September 24, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଜୁନାଗଡ଼ ହୋଟେଲ ଓରିଆନ ଠାରେ ଗ୍ରୋମୋର ଖରିଫ ଧମାକା ୨୦୨୧-୨୨ ଆଜି ଅନୁଷ୍ଟିତ ହୋଇଯାଇଛି।…