ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନ ହୋଇଛି। ୪ ବର୍ଷର ପ୍ରଦର୍ଶନକୁ ନେଇ ବିଚାର କରି ମୂଲ୍ୟାୟନ ହୋଇଛି // ମୂଲ୍ୟାୟନ ନେଇ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ହୋଇଛି // ଦ୍ୱନ୍ଦ ଦୂର ପାଇଁ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି , ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ବୋର୍ଡ ୱେବସାଇଟରେ ଥିଲା

917 0

Related Post