ବିଶେଷଜ୍ଞ କମିଟି ଉପ କାରାଗାର ପରିଦର୍ଶନ

596 0

ସୋନପୁର:(ଅଜିତ କୁମାର ପୁଝାରୀ)ଙ୍କ ରିପୋର୍ଟ୍ଜିଲ୍ଳା ଆଇନ୍ ସେବା ପ୍ରାଧୀକରଣ ବିଶେଷଜ୍ଞ କମିଟି ସଦସ୍ୟ ଶିଶୁ ସୁରକ୍ଷା କମିଟି ପକ୍ଷରୁ ଆଜି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି l ପରିଦର୍ଶନ ସମୟରେ କୋଭିଡ଼ ଅନୁସାରେ ଆଇନ୍ ସଚେତନତା କରି ବିଭିନ୍ନ ଦିଗରେ ମାର୍ଗ ଦର୍ଶନ କରିଥିଲେ l ଏହା ସହିତ ଅନ୍ତେବାସୀଙ୍କ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ତାହାର କିପରି ସମାଧାନ କରାଯାଇପାରିବ ସେନେଇ ପରାମର୍ଶ ଦେଇଥିଲେ ଓ କୌଣସି ଅନ୍ତେବାସୀ ଆଇନ୍ ସହିତ ଜଡିତ ଥିବା ଜଣା ପଡିନଥିଲେ l

ଜିଲ୍ଳା ଆଇନ୍ ସେବା ପ୍ରାଧୀକରଣ ସମ୍ପାଦିକା ଶ୍ରୀମତୀ ସସ୍ମିତା ମିଶ୍ର ଙ୍କ ଅଧ୍ୟକ୍ଷତାରେ ନୀଳାମ୍ବର ଶତପଥୀ, ଅବକାଶ ମିଶ୍ର, ହେମନ୍ତ କୁମାର ସା ଓ ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଆଇନ୍ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ l

 

Related Post

ମଙ୍ଗଳବାରଠାରୁ ୧୪ ଜିଲା ଲକ୍‌ଡାଉନ୍‌:ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Posted by - March 23, 2020 0
ଭୁବନେଶ୍ୱର:୨୩।୦୩ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ସମ୍ପ୍ରସାରଣ କଲେ ରାଜ୍ୟସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ସରକାର ଲକଡାଉନ ସମ୍ପ୍ରସାରଣ କରିଛନ୍ତି। ସଂପ୍ରସାରଣ ହୋଇଥିବା ଲକଡାଉନ୍…

ବିଂଝାରପୁର ବ୍ଲକ ସିଂହପୁର ପଂଚାୟତ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ପଞ୍ଚମ ଦିନରେ

Posted by - August 21, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ସିଂହପୁର ପଂଚାୟତ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ପଞ୍ଚମ ଦିନରେ ପହଂଚିଛି ।ପୂର୍ବତନ ସରପଂଚ ନିରଂଜନ ବେହୁରିଆଙ୍କ ନେତୃତ୍ୱରେ ଅନଶନକୁ ପ୍ରତିଦିନ…

ଉପାନ୍ତରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା,୪ ଜଣ ଶିକ୍ଷକ କୁ ନେଇ ଚାଲିଛି ପାଠ ପଢା

Posted by - December 1, 2021 0
ନୂଆପଡା :(ମେଘନାଦ ନାଏକ)ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷା କୁ ସୁଦୃଢ଼ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି ।କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି…

ଆସିଲାନି ଜୱାଦ୍ ; ତଥାପି ଉଜୁଡ଼ିଗଲା ଚାଷୀର ଫସଲ; ବର୍ଷକର ଖାଦ୍ୟ ଯୋଗାଡ଼ ବି ହେଲା ଅସମ୍ଭବ

Posted by - December 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବାତ୍ୟା ଜୱାଦ୍ ଦୂର୍ବଳ ହୋଇଯିବା ଯୋଗୁଁ ଲୋକେ କିଛି ପରିମାଣରେ ଆଶ୍ଵସ୍ତି ଲାଭ କରିଥିଲେ ମଧ୍ୟ ତିନିଦିନର ଲଘୁଚାପ ଜନିତ ଲଗାଣ ବର୍ଷା…

ଅଭାବିକୁ କରାଗଲା ଉପହାସ,ସରକାରି ସହାୟତା ଦାବି

Posted by - August 26, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ) ୨୪/୦୮ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଞ୍ଚାୟତ ପିଣ୍ଡା ପଦର ଗ୍ରାମର ଜଣେ ୧୨ ବର୍ଷୀୟା ବାଳିକା ଜୀବନ ମୃତ୍ୟୁ…