ପ୍ରକାଶ ପାଇଲାନି ଘରୋଇ ବିଦ୍ୟାଳୟର ମାଟ୍ରିକ ଫଳାଫଳ।ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ହୋ ହାଲ୍ଲା।

458 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଅସନ୍ତୋଷ।ମାଟ୍ରିକ ଫଳ ପ୍ରକାଶ ପାଇନଥିବାରୁ ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର।ସାରା ରାଜ୍ୟରେ ପାସ ହାର ୯୮ ପ୍ରତିଶତ ରହିଥିବାବେଳେ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟର ଫଳା ଫଳ ପ୍ରକାଶ ହୋଇନି।ଚଳିତ ବର୍ଷ ୭୨ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ରେ ଅଧ୍ୟୟନ କରୁଥିଲେ।

କିନ୍ତୁ ପରୀକ୍ଷା ଫଳ ପ୍ରକାଶ ନ ହେବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ।ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି।ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଅବିଭାଵକ ଓ ଛାତ୍ର ଛାତ୍ରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଭଞ୍ଜନଗର ପ୍ରତିନିଧି ଧନଞ୍ଜୟ ପଟ୍ଟନାୟକ ।

Related Post

ହଇଜା ମହାମାରୀର ସମୀକ୍ଷାରେ RDC ଏବଂ ରାୟଗଡା ଜିଲ୍ଲାପାଳଙ୍କ କାଶୀପୁର ଗସ୍ତ

Posted by - July 20, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ହଇଜା ମହାମାରୀ ତାର କାୟା ବିସ୍ତାର କରୁଥିବା କ୍ଷେତ୍ରରେ ଆଜି ଦକ୍ଷିଣାଞ୍ଚଳ କମିଶନର ତଥା…

ନୀଳଗିରି ତହସିଲଦାର ଓ ବିଧାୟକ ମୁହାଁମୁହିଁ

Posted by - October 5, 2019 0
ବାଲେଶ୍ୱର, ଅକ୍ଟୋବର ୦୪: ବାଲେଶ୍ୱର ଜିଲ୍ଲା ତହସିଲ କାର୍ଯ୍ୟାଳୟ ପରିସରରେ ମୋହରିର ଚାଳିଆ ଉଚ୍ଛେଦ କାର୍ଯ୍ୟରୁ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମୋହରିର…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କାଳବୈଶାଖୀ ଜନିତ ବଜ୍ରପାତ ଓ ଝଡାବର୍ଷା ନେଇ ସତର୍କତା ଜାରି

Posted by - April 16, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାରେ କ୍ରମାଗତ। ଭାବେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ କେତେକ ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ଓ…

ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳର ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ କୁ ଧନ୍ୟବାଦ

Posted by - June 22, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଧର୍ମର ହେଲା ଜୟ । ବଡ ଦାଣ୍ଡରେ ଗଡିବ ତିନି ରଥ । ଆଜି ରଥଯାତ୍ରା ଚାଲିବା ସପକ୍ଷରେ ରାୟ ଶୁଣାଇଛନ୍ତି ମାନ୍ୟବର…

ପୁଣି ପ୍ରଚାର କୁ ଫେରିଲେ ବିଂଝାରୁର ବିଧାୟିକା ପ୍ରମିଳା ମଲ୍ଲିକ

Posted by - February 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପୁଣି ପ୍ରଚାର କୁ ଫେରିଲେ ବିଂଝାରୁର ବିଧାୟିକା ପ୍ରମିଳା ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିୋଗ ରେ ପ୍ରମିଳା…