Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛନ୍ତି ଅମାନିଆ

604 0

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ଧିରେ ଧିରେ କମିବାରେ ଲାଗିଛି। ଅନେକ କଷ୍ଟ ପରେ ଏବେ ଧିରେ ଧିରେ ସୁଧୁରୁଛି ପରିସ୍ଥିତି। ହେଲେ ଏବେ ବି ବିପଦ ଟଳିନାହିଁ। କରୋନା ବିପଦ କେତେବେ ବି ତାର ରୂପ ବଦଳାଇ ପୁଣି ଅଧିକ ସକ୍ରିୟ ହୋଇପାରେ। ସେଥିପାଇଁ ରାଜ୍ୟ ସରକାର ସବୁ ସମୟରେ ଲୋକଙ୍କୁ ସଚେତନ ରହିବାକୁ କହୁଛନ୍ତି। ହେଲେ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଅମାନିଆ। କୌଣସି ନା କୌଣସି ଉପାୟରେ ଭାଙ୍ଗିବାକୁ ଲାଗିଛନ୍ତି କଟକଣା।

ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛନ୍ତି ଅମାନିଆ। ପୁଣି ଥରେ ସିଲ ହେଲା ତାରିଣୀ ବସ୍ତ୍ରାଳୟ। କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ପୁଣିଥରେ ସିଲ କରିଛି ବିଏମସି। ପଛ ଗେଟ ଦେଇ ବିକ୍ରି ହେଉଥିବା ଖବର ପାଇଥିଲା ବିଏମସି। ଯାହାଫଳରେ ଚଢାଉ କରାଯାଇଥିଲା। ଦୋକାନ ଭିତରେ ଅନେକ ଲୋକ ଥିବା ଜଣାପଡିଥିବାବେଳେ ସେମାନଙ୍କ ଠାରୁ ଫାଇନ କାଟିଛି ବିଏମସି। ତେବେ ଏହା ପୂର୍ବରୁ ମଧ୍ୟ ରଜ ସାବିତ୍ରୀ ସମୟରେ ତାରିଣୀ ବସ୍ତ୍ରାଳୟକୁ ସିଲ୍‌ କରାଯାଇଥିଲା।

Related Post

ଦୁର୍ନତୀଗ୍ରସ୍ତ କର୍ମଚାରୀଙ୍କ ଭୂସ୍ୱର୍ଗ ପଲଟିଛି କଳାହାଣ୍ଡି ବନ ବିଭାଗ,୧୩ କୋଟି ଟଙ୍କାର କେଳେଙ୍କାରୀ ନେଇ ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ।

Posted by - January 11, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ବ୍ୟାପକ ଯୋଜନା ଓ ଅନୁଦାନ ପ୍ରଦାନ କରାଯାଉଥିବା ବେଳେ କିଛି ଅସାଧୁ କର୍ମଚାରୀ ମାନଙ୍କ…

ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

Posted by - July 20, 2020 201
ଭୁବନେଶ୍ବର :ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବିଜୟ ମହାନ୍ତି ଅଭିନେତା ତଥା ନିର୍ଦ୍ଦେଶକ ଆଉ  ନାହାନ୍ତି । ଗତ କିଛି ମାସ ଧରି ଅସୁସ୍ଥ…

ଓଡିଶା ଫେରିବ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା

Posted by - July 9, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶା ର ପୁର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରିୟ ବିମାନ ଡାକୋଟା କୁ ଓଡିଶା ଫେରାଇ…

ଦୀର୍ଘଦିନ ପରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ: ଜାନୁଆରୀ ୩ତାରିଖରୁ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଙ୍କ ସୂଚନା

Posted by - December 30, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କରୋନା ମହାମାରୀ ଯୋଗୁଁ ଓଡିଶା ର ପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ଦୀର୍ଘଦିନ ପରେ ପ୍ରାଥମିକ…