ଟୀକା ନେବା ପାଇଁ ନୁହେଁ କରୋନା ନେବା ପାଇଁ ଆସୁଛନ୍ତି ଲୋକେ

347 0

ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ଟୀକା କେନ୍ଦ୍ରରେ ନାହିଁ ନଥିବା ଭିଡ । ସତେ ଯେମିତି ଏଠାକୁ ଟୀକା ନେବା ପାଇଁ ନୁହେଁ କରୋନା ନେବା ପାଇଁ ଆସିଛନ୍ତି ଲୋକେ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବେହରାମାଲ ଟୀକା କେନ୍ଦ୍ରର । ଟୀକା ନେବା ପାଇଁ ଟୀକା କେନ୍ଦ୍ର ବାହାରେ ଶତାଧିକ ଲୋକ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଟୀକା କେନ୍ଦ୍ର ଖୋଲିବା ପୁର୍ବରୁ ଲୋକେ ଏଠାରେ ଆସି ଭିଡ ଜମାଇବା ସହ ଠେଲା ପେଲା ହେବାର ଦେଖିବାକୁ ମିଳିଛି ।

ଏପରିକି ଟୀକା ନେବା ପାଇଁ ସାମାଜିକ ଦୁରତାକୁ ମଧ୍ଯ ଭୁଲି ଯାଇଛନ୍ତି ଲୋକେ । ତେବେ ଏଠାରେ କରୋନା ବ୍ୟାପିବାର ମଧ୍ୟ ଆଶଙ୍କା କରାଯାଉଛି । ଏହି କେନ୍ଦ୍ରରେ ୧୮ ରୁ ୪୪ ବର୍ଷ ସହ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ଟିକା କରଣ ବ୍ୟବସ୍ଥା ହୋଇଛି । କିଛି ଲୋକ ସ୍ଲଟ ବୁକିଂ କରି ଆସିଥିବା ବେଳେ କିଛି ଲୋକ ବିନା ବୁକିଂରେ ମଧ୍ୟ ଭିଡ ଜମାଇଥିବା ଜଣା ପଡିଛି ।

 

Related Post

ସରକାରୀ ନିୟମକୁ ବେଖାତିର ଜେସିବିରେ ଚାଲିଛି ମୋରମ ଚାଲାଣ

Posted by - December 10, 2019 0
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର।…

ମୁଖ୍ୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ନୀଳଗିରି ବିଜୁ ଜନତା ଦଳ

Posted by - August 13, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ନୀଳଗିରି ଏନ୍ ଏ ସି କଲ୍ୟାଣ ମଣ୍ଡପ ପରିସର ରେ , ବିଜୁ ପଟ୍ଟନାୟକ ମଲ୍ଟି ପର୍ପୋସ୍ ଇନ ଡୋର ଷ୍ଟାଡିୟମ୍ ପାଇଁ ମାନ୍ୟବର…

ସମ୍ବଲପୁର ପୋଲିସ ପକ୍ଷରୁ ୬୨ ତମ ସହିଦ ଦିବସ ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - October 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ 62 ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ଲାଇନ ପଡିଆ ରେ ଅନୁଷ୍ଠିତ ସହିଦ ଦିବସ ସମାରୋହ…

ସବୁଦିନ ପାଇଁ ନିଜ ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ ଲତା ମଙ୍ଗେସକର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - February 6, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ )ଆର ପାରି ରେ କୋକିଳ କଣ୍ଠି ସ୍ୱର ସାମ୍ରା ଜ୍ଞୀ ଲତା ମଙ୍ଗେସକର।ନୀରବି ଯାଇଛି ତାଙ୍କ ସ୍ୱର।ଫେବୃୟାରୀ…