Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜୀବିକାର୍ଜନର ପନ୍ଥାକୁ ବ୍ୟାପକ ଓ ପରିସର ବୃଦ୍ଧି ପାଇଁ ଚୁକ୍ତି ପତ୍ର ସ୍ଵାକ୍ଷର

193 0

ଯାଜପୁର : ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ଯାଜପୁର ଓ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଳଷ୍ଟର ବି.ସି.କେ.ଆଇ.ସି. ମଧ୍ୟରେ ଏକ ଏମ୍.ଓ.ୟୁ. ବା ବୁଝାମଣା ପତ୍ର ସ୍ୱାକ୍ଷର ହୋଇଚ୍ଥି । ଏହି ଚୁକ୍ତି ଅନୁସାରେ ଜୀବିକାର୍ଜନର ପନ୍ଥାକୁ ବ୍ୟାପକ ଓ ପରିସର ବୃଦ୍ଧି ସହ ଜୀବିକା ବୃଦ୍ଧି ପାଇଁ ଏକ ବିକଶିତ ଯୋଜନାର ରୂପରେଖକୁ କାର୍ୟ୍ୟକାରୀ କରାଯିବ ।

ଏହି ଚୁକ୍ତି ପତ୍ରରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଚକ୍ର ବର୍ତ୍ତୀ ସିଂହ ରାଠୋର ଓ ବି.ସି.କେ.ଆଇ.ସି. ପକ୍ଷରୁ ଏହାର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର ସ୍ୱାକ୍ଷର କରିଥିଲେ । ବି.ସି.କେ.ଆଇ.ସି. ଯାଜପୁର ଉନ୍ନୟନ କର୍ତ୍ତୃପକ୍ଷ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏବଂ ଯୁବ ବର୍ଗଙ୍କୁ ସହଜସାଧ୍ୟ ବୈଷୟିକ କୈାଶଳ ମାଧ୍ୟମରେ ଜୀବିକା ଯୋଗାଯାଇ ପାରିବ ।

Related Post

ଗାଁ କୁ ରାସ୍ତା ଓ ମାଁ କୁ ସମ୍ମାନ” ଶୁଣିବାକୁ ସୁନ୍ଦର ,କିନ୍ତୁ ବାସ୍ତବିକରେ ବିଫଳ

Posted by - July 7, 2022 0
ରାୟଗଡା:(ଅଞ୍ଜନ କୁମାର ନାଏକ) ପ୍ରତି ପାଞ୍ଚ ବର୍ଷରେ ସରକାର ବଦଳିଯାଏ, ବିଧାୟକ ବଦଳିଯାଏ, ସରପଞ୍ଚ ବଦଳିଯାଏ ଓ ସରକାରୀ ବାବୁ ମାନେ ମଧ୍ୟ ବଦଳି ଯାଆନ୍ତି |କିନ୍ତୁ…

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜମନକିରା ସିଡିପିଓ ଓ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ର ଶତାଧିକ କର୍ମୀ…

ରୋଗୀଙ୍କୁ ଡାକ୍ତରଙ୍କ ଆକ୍ରମଣ ଭିଡିଓ ଭାଇରାଲ

Posted by - March 14, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର ଙ୍କ ନିସ୍ତୁକ ମାଡ ମାରିବା ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା…

କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ

Posted by - September 10, 2022 0
ଭୁବନେଶ୍ୱର: (ପାୟଲ ରାଉତ)କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ ।ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡୟମରେ ସକାଳ ୧୧.୫୫ ମିନିଟ୍ ସମୟ ରେ Federation…

ମମିତା ହତ୍ୟାକାଣ୍ଡ ଘଟଣା ର ଅନୁଧ୍ଯାନ ପାଇଁ କଳାହାଣ୍ଡି ରେ ମହିଳା କମିଶନ

Posted by - October 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ର ତଦନ୍ତ ପାଇଁ ରାଜ୍ଯ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ଙ୍କ ସହ…