Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଗୋ ମାଂସକୁ ଛେଳି ମାଂସ କହି ବିକ୍ରି କରୁଥିବା ବେଳେ ତିନି ଗିରଫ

270 0

ଜଗନ୍ନାଥ ପ୍ରସାଦ:((ସୁଶାନ୍ତ କୁମାର ବେହେରା) ଗୋ ହତ୍ୟା କରି ମାଂସ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଜଗନ୍ନାଥପ୍ରସାଦ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି I ହତ୍ୟାକାରୀ ମାନେ ହେଲେ ଜଗନ୍ନାଥପ୍ରାସାଦ ବଜାର ନିକଟ ଦଳିତ ସାହିର ବାବୁଲା ନାଇକ, ହରି ନାଇକ ଓ ମୁନା ନାଇକ l ସୂଚନା ଯେ ଗତକାଲି ରାତି ରେ ଗ୍ରାମର ବଜଣେ ଚାଷୀ ଙ୍କ ଗୁହାଳ ରୁ ଗୋଟିଏ ଦେଢ଼ ବର୍ଷ ର ପାଳିତ ଅଣ୍ଡିରା ବାଛୁରୀ ଚୋରି ହୋଇଯାଥିଲା ଅନେକ ଖୋଜା ଖୋଜି ପରେ ମଧ୍ୟ ବଛୁରୀ ମିଳିନଥିଲା ଏ ମାନଙ୍କ ଉପରେ ସନ୍ଦେହ ହୋଇଥିଲା।

ଏମାନେ ଗୋଟିଏ ଅଖାରେ ମାଂସ ରଖି ବିକ୍ରି ପାଇଁ ବୁଝାବୁଝି କରୁଥିବା ବେଳେ କିଛି ଲୋକ ପୁଲିସ ରେ ଖବର ଦେଇଥିଲେ । ପୁଲିସ ଚଢ଼ାଉ କରି ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି I ସେମାନଙ୍କ ଠାରୁ ମାଂସ, ଚମଡା , ଓ ବ୍ୟବହୃତ ଛୁରୀ ଉଦ୍ଧାର ହୋଇଛି । ଯାହାକୁ ନେଇ ସ୍ଥାନୀୟ ରେ ବିକ୍ରି ହେଉଥିବା ଛେଳି ମାଂସ କୁ ନେଇ ଏବେ ସନ୍ଦେହ ବୃଦ୍ଧି ପାଇଛି ।

Related Post

ପାତାଳୀ ଶ୍ରକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା

Posted by - June 24, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ଠାରେ ଆଜି ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି l ପାତାଳୀ ଶ୍ରୀକ୍ଷେତ୍ର ସ୍ଥିତ ଜଗତର ନାଥ…

ଯାଜପୁର ଜିଲାସ୍କୁଲ ପଡିଆରେ ଜିଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ

Posted by - August 15, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାସ୍କୁଲ ପଡିଆରେ ଜିଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ…

ନାବାଳିକା କୁ ଦୁଷ୍କର୍ମ ଘଟଣା,ଅଭିଯୁକ୍ତ କୁ ୧୦ ବର୍ଷ ଜେଲ ସହିତ ୧ ଲକ୍ଷ ଜରିମାନା

Posted by - December 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ନାବାଳିକା କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ 1 ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ…

ମହାମହିମ ରାଜ୍ୟପାଳ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

Posted by - December 30, 2022 0
“ଚାଲ୍ ଦେଖମା ଆମର କଳାହାଣ୍ଡି “ଶୀର୍ଷକ କଳାହାଣ୍ଡି କନ୍କ୍ଲେଭ -୨୦୨୨ ର ଉଦ୍ଘାଟନ ଭବାନୀପାଟଣା :୨୯:/୧୨(କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ନୂତନ ଭାବେ ନିର୍ମିତ କଳାହାଣ୍ଡି ଗ୍ରନ୍ଥାଗାର…

ସମ୍ବଲପୁର କୋଭିଡ କଟକଣା ରେ ଛଟପର୍ବ ପାଳିତ

Posted by - November 11, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କୋଭିଡ କଟକଣା ମଧ୍ୟରେ ବିହାରୀ ସଂପ୍ରଦାୟଙ୍କ ମହାନ୍‌ ପର୍ବ ଛଟ ସମ୍ବଲପୁର ଠାରେ ପାଲିତ ହୋଇଛି। ଏହି ପର୍ବର ନିୟମ ଅନୁଯାୟୀ ବିଭିନ୍ନ ଜଳାଶୟ ଏବଂ…