Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଗୋ ମାଂସକୁ ଛେଳି ମାଂସ କହି ବିକ୍ରି କରୁଥିବା ବେଳେ ତିନି ଗିରଫ

219 0

ଜଗନ୍ନାଥ ପ୍ରସାଦ:((ସୁଶାନ୍ତ କୁମାର ବେହେରା) ଗୋ ହତ୍ୟା କରି ମାଂସ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଜଗନ୍ନାଥପ୍ରସାଦ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି I ହତ୍ୟାକାରୀ ମାନେ ହେଲେ ଜଗନ୍ନାଥପ୍ରାସାଦ ବଜାର ନିକଟ ଦଳିତ ସାହିର ବାବୁଲା ନାଇକ, ହରି ନାଇକ ଓ ମୁନା ନାଇକ l ସୂଚନା ଯେ ଗତକାଲି ରାତି ରେ ଗ୍ରାମର ବଜଣେ ଚାଷୀ ଙ୍କ ଗୁହାଳ ରୁ ଗୋଟିଏ ଦେଢ଼ ବର୍ଷ ର ପାଳିତ ଅଣ୍ଡିରା ବାଛୁରୀ ଚୋରି ହୋଇଯାଥିଲା ଅନେକ ଖୋଜା ଖୋଜି ପରେ ମଧ୍ୟ ବଛୁରୀ ମିଳିନଥିଲା ଏ ମାନଙ୍କ ଉପରେ ସନ୍ଦେହ ହୋଇଥିଲା।

ଏମାନେ ଗୋଟିଏ ଅଖାରେ ମାଂସ ରଖି ବିକ୍ରି ପାଇଁ ବୁଝାବୁଝି କରୁଥିବା ବେଳେ କିଛି ଲୋକ ପୁଲିସ ରେ ଖବର ଦେଇଥିଲେ । ପୁଲିସ ଚଢ଼ାଉ କରି ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି I ସେମାନଙ୍କ ଠାରୁ ମାଂସ, ଚମଡା , ଓ ବ୍ୟବହୃତ ଛୁରୀ ଉଦ୍ଧାର ହୋଇଛି । ଯାହାକୁ ନେଇ ସ୍ଥାନୀୟ ରେ ବିକ୍ରି ହେଉଥିବା ଛେଳି ମାଂସ କୁ ନେଇ ଏବେ ସନ୍ଦେହ ବୃଦ୍ଧି ପାଇଛି ।

Related Post

ପାଟକୁରା ବିଧାନସଭା ନିର୍ବାଚନ ଲାଗି ବେଦପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲ୍‌ଙ୍କୁ ଟିକେଟ ଦେଲା ବିଜେଡି

Posted by - April 29, 2019 365
ଭୁବନେଶ୍ବର:ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଦପ୍ରକାଶ ଅଗ୍ରଓ୍ବାଲ ଗତ ୨୦ ତାରିଖ ଦିନ ଇହଲିଳା ସମ୍ବରଣ କରିଥିଲେ। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ…

କଳାହାଣ୍ଡି ର ଅଧିଷ୍ଠାତ୍ରୀ ଆରାଧ୍ୟା ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଲାଖମରା ପର୍ବ ଅନୁଷ୍ଠିତ

Posted by - October 5, 2022 0
ଭବାନୀପାଟଣା:- (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସୋମବାର ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଜାତ୍ରା ଜାକଜମକରେ ସମାପନ ହୋଇଜାଇଥିବା ବେଳେ ମଙ୍ଗଳବାର ମାଆଙ୍କ ପ୍ରସିଦ୍ଧ…

ଜେ.ଏସପିଏଲ ଲିମିଟେଡ଼ରେ କେମିକାଲ କଣ୍ଟେନରରେ ବିସ୍ଫୋରଣ.,ଦେଖନ୍ତୁ ଭିଡିଓ

Posted by - August 29, 2020 0
ଅନୁଗୁଳ:ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ରେ କେମିକାଲ କଣ୍ଟେନରରେ ବିସ୍ଫୋରଣ ଘଟିଥିବାବେଳେ ଅଳ୍ପକେ ବର୍ତିଲେ ଶ୍ରମିକ ଓ କର୍ମଚାରୀଗଣ ।ସୂଚନା ଅନୁଯାୟୀ ଗତକାଲି ଏହି…

କନକ ମୃତ୍ୟୁ ରହସ୍ୟ, ସି ବି ଆଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ

Posted by - September 16, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗ୍ରାମର ବହୁ ଚର୍ଚ୍ଚିତ କନକ ନିଆଲ ମୃତ୍ୟୁ ଘଟଣାର ସି ବି ଆଇ…

କରୋନା ସଚେତନତା,ଗାଁ ଭିତରକୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

Posted by - March 29, 2020 0
ବରୀ ୨୮/୩ : (ସ୍ନେହାଂଶୁ ଶେଖର ମହାନ୍ତି )ମହାମାରି କରୋନା ପ୍ରତିରୋଧ ନିମନ୍ତେ ବରୀ ବ୍ଲକ୍ ବିଭିନ୍ନ ଗ୍ରାମପଂଚାୟତର ଗାଁ ମାନଙ୍କରେ ଗ୍ରାମବାସୀମାନଙ୍କ ଦ୍ୱାରା ରାସ୍ତା ଅବରୋଧ…