Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୌଦ୍ଧ ମେଡିକାଲରେ ଅକ୍ସିଜେନ ସଂରକ୍ଷଣ ବ୍ୟବସ୍ଥାର ଭିତିପ୍ରସ୍ତର ସ୍ଥାପନ

251 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଁ )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୌଦ୍ଧ ଠାରେ ହେବାକୁ ଥିବା ୬ କିଲୋ ଲିଟର ବିଶିଷ୍ଟ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ବ୍ୟବସ୍ଥାର ଭିତିପ୍ରସ୍ତର ସ୍ଥାପନ ଆଜି ଅନୁଷ୍ଠିତ ହୋଇ ଯାଇଛି l ଭିଡ଼ିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଥିବା ବେଳେ ଏ ଅବସରରେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସମେତ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ୍ ଓ କଣ୍ଟାମାଳ ବିଧାୟକ ମହିଧର ରଣା ମଧ୍ୟ ଉପସ୍ଥିତ ଥିଲେ l

ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅକ୍ସିଜେନ ପାଇଁ ରୋଗୀ ମାନଙ୍କ ଅସୁବିଧା ଦୁର ହେବ ବୋଲି ସୂଚନା ମିଳିଛି l ସେହିପରି ଉଭୟ ବିଧାୟକଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ କିଣା ଯାଇଥିବା ଦୁଇଟି ମହା ପ୍ରୟାଣ ଗାଡିର ମଧ୍ୟ ଉଦଘାଟନ କରିଥିଲେ |

Related Post

ଉପନିର୍ବାଚନ ପାଇଁ ପୁଲିସ ମହାନିର୍ଦେଶକ ଅଭୟଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

Posted by - November 1, 2020 0
ଭୁବନେଶ୍ଵର :- ନଭେମ୍ବର ୩ରେ ବାଲେଶ୍ବର ସଦର ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । କୋଭିଡ୍‌ କଟକଣା ମଧ୍ୟରେ ଉପନିର୍ବାଚନ କରାଯିବାକୁ ନିଷ୍ପ୍ତି ନିଆଯାଇଛି । ଆଜି…

ରୀଲ ହୀରୋ “ସବ୍ୟସାଚୀ” ହେଲେ ରିୟଲ ହିରୋ,ଜାଣିଲେ ଆପଣ ଭି କହିବେ “ସାବାସ ସବ୍ୟ “

Posted by - May 22, 2020 0
ଭୁବନେଶ୍ବର :(ଏଇ ଓଡିଶା)ଅଭିନେତା ସବ୍ୟସାଚୀ ମିଶ୍ର ଫିଲ୍ମରେ ତ ହିରୋ ଥିଲେ ଏବେ ବାସ୍ତବ ଜୀବନରେ ବି ହିରୋ ପାଲଟିଛନ୍ତି । ଲକଡାଉନ ସମୟରେ ଲୋକମାନଙ୍କୁ ମେଡିକାଲ…

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧

Posted by - October 1, 2021 0
ସୋନପୁର :(ଅଜିତ୍ କୁମାର ପୁଝାରୀ)ଜିଲ୍ଲା ସଂସ୍କୃତି ଭବନ ଠାରେ ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ସଂଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ…

ବାହାର ରାଜ୍ୟକୁ ଗୋରୁ ଚୋରା ଚାଲାଣ ଅଭିଯୋଗ, ପ୍ରଶାସନ ନିରବ

Posted by - December 24, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ଦେଇ ଗୋରୁଗାଈ ନିକଟସ୍ଥ ଆନ୍ଧ୍ର ଏବଂ ତେଲେଙ୍ଗାନା ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହେଉଛି । ନବରଙ୍ଗପୁର ଜିଲ୍ଲାର ପାମଲା ହାଟ,…