ବକେୟା ଟଙ୍କା ମାଗିବାରୁ ଶ୍ରମିକଙ୍କୁ ଆକ୍ରମଣ ଉଦ୍ୟମ,ଥାନାରେ ଲିଖିତ ଅଭିଯୋଗ

434 0

ବୌଦ୍ଧ:(ଚିତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ କୁଶଙ୍ଗ ପଂଚାୟତ ତିରଡ୍ ଗ୍ରାମରେ ମେଗାଜଳସେଚନ ପାଇଁଁ ନିର୍ମାଣ କାଯ୍ୟ ଚାଲୁଥିବାବେଳେ ଉକ୍ତ ଗ୍ରାମର କିଛ ଶ୍ରମିକ, ରାଜମିସ୍ତୀ, କଲରକାମ ଆଦି ଦିର୍ଘ ଏକମାସ ପଯ୍ୟନ୍ତ କାଯ୍ୟ କରିଆସୁଥିଲେ । ଠିକା କର୍ମଚାରି ଜଣଙ୍କ ଶ୍ରମିକଙ୍କୁ ଟଙ୍କା ଦେବାରେ ବିଳମ୍ବ କରିବାରୁ ଗରିବ,ନିରିହ ଶ୍ରେଣିର ଲୋକମାନେ ଚଳିବାପାଇଁ କଷ୍ଟକର ହେଉଥିବାହେତୁ ୧୧ଜଣ ଶ୍ରମିକ ଗତକାଲି ବକେୟାଟଙ୍କା ପାଇବାପାଇଁ ଠିକାକର୍ମଚାରିଙ୍କୁ ଟଙ୍କା ମାଗିଥିଲେ । ଏଥିରେ ଠିକାକର୍ମଚାରି ଜଣକ ଉତ୍କ୍ଷୀପପ୍ତ ହୋଇ ଅସଭ୍ୟ ଭାଷାରେ ଗାଳିଗୁରଜ କରି ଶ୍ରମିକଙ୍କୁ ପିଟିବାପାଇଁ ଦୌଡିଥିଲା ।  ଶ୍ରମିକମାନେ ଭୟଭିତ ହୋଇ ଜିବନଧରି ଘରକୁ ପଳାଇ ଆସିଥିଲେ ବୋଲି  ହରଭଙ୍ଗା ଥାନା ଓ ଶ୍ରମଅଧିକାରିଙ୍କ ଠାରେ ଲିଖିତଭାବେଅଭିଯୋଗ କରିଥିବା ଜଣାପଡିଛି ।

ଏନେଇ ଠିକା କର୍ମଚାରି ଫିଦୋଶ୍ ମହମ୍ମଦ ଙ୍କୁ ପଚାରିବାରୁ ଯେ ନିର୍ମାଣ କାଯ୍ୟର ବିଲ୍ ବିଳମ୍ବ ହୋଇଥିବାହେତୁ ଶମିକଙ୍କୁ ବକେୟା ଟଙ୍କା ଦେବାରେ ବିଳମ୍ବ ହୋଇଥିଲା । ଆମେ ଗୋଟିଏ ସପ୍ତାହ ଭିତରେ ବକେୟା ଥିବା ଶ୍ରମିକଙ୍କ ପାଉଣା ଦିଆଯିବ । ମୁ କୌଣସୀ ଶ୍ରମିକଙ୍କୁ ଅସଭ୍ୟ ଭାଷାରେ କହିବା ବା ଧମକଚମକ ଦେଇନି ବୋଲି କହିଥିଲେ । ଏପଟେ ବକେୟା ଥିବାପାଉଣାକୁ ତୁରନ୍ତ ଦେବାସହ ଦୋଷି ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନେବାପାଇଁ ସଂଜୟ ଦେହୁରୀ,ଉପେନ୍ଦ୍ର ନାଏକ,ବିପିନ୍ ନାଏକ,ଦାଶରଥି ବେହେରା,ପ୍ରଫୁଲ ସାହୁ,ସରୋଜ ସ୍ବାଇଁ,ଅନିଲ୍ ଦାସ୍,ବିଭୁତି ବେହେରା ପ୍ରମୁଖ ଶ୍ରମିକମାନେ ଦାବିକରିଛନ୍ତି।

Related Post

କଳାହାଣ୍ଡି ରେ ଡକାୟତଙ୍କ ଆତଙ୍କ, କାଉଡୋଳା ଗାଁ ରେ ଡକାୟତ ଲୁଟିନେଲେ ସୁନାଗହଣା,ନଗଦ ଟଙ୍କା

Posted by - June 27, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧୀନସ୍ଥ କାଉଡୋଳା ଗ୍ରାମର ସୁରଥ ସରାବୁ(୬୫) ଙ୍କ ଘରେ ଶନିବାର ବିଳମ୍ବିତ…

 ପୋଲିସର ପ୍ରେସମିଟ ହତ୍ୟାକାରୀ ଗିରଫ

Posted by - February 2, 2020 264
ମୟୁରଭଞ୍ଜ:(ସୀତାରାମ ଦୀକ୍ଷିତ)ବାଙ୍ଗିରିପୋଷି ପୋଲିସକୁ ମିଳିଛି ସଫଳତା।ଏକ ହତ୍ୟା ଘଟଣାର ପର୍ଦାଫାସ କରି ଆସାମୀକୁ ଗିରଫ କରିବାରେ ସକ୍ଷମ ହୋଇଛି ବାଙ୍ଗରିପୋଷି ଥାନା ପୋଲିସ।ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର…

ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ହତ୍ୟା

Posted by - September 30, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନଗୁଳ ଜିଲ୍ଲା ଅନ୍ତୁଳିଆ ପଞ୍ଚାୟତ ର ୭ ନମ୍ବର ୱାର୍ଡ ମେମ୍ବରଙ୍କୁ ହତ୍ୟା। ବିଚ ରାସ୍ତା, ସର୍ବ ସଂମୁଖ ରେ ୱାର୍ଡ ମେମ୍ବର ଜଗବନ୍ଧୁ ବେହେରାଙ୍କୁ…

ଜୁଆ ଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ, ୮ ଟି ବାଇକ, ମୋବାଇଲ ସହ ୯୫ ହଜାର ଟଙ୍କା ଜବତ, ୬ ଜୁଆଡି ଗିରଫ

Posted by - May 17, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାଲିଛି ବେଧଡ଼କ ଖୋଲାଖୋଲି ଭାବରେ ଜୁଆ, ସଟ୍ଟା,ଖୁଡଖୁଡି ଖେଳ ଚାଲିଛି ।ଏହାଦ୍ୱାରା…

ରାଜଧାନୀରେ ପୁଣି ଚାଞ୍ଚଲ୍ୟ : ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଶବକୁ କାଟି ଖଣ୍ଡ ଖଣ୍ଡକରି ନାଳରେ ଫିଙ୍ଗିଦେଲା ସ୍ବାମୀ

Posted by - September 25, 2019 0
ନୂଆଦିଲ୍ଲୀ୨୪|୯: ପଡୋଶୀ ଯୁବକଙ୍କ ସହ ପତ୍ନୀଙ୍କର ଅବୈଧ ସଂପର୍କ ଥିବା ସନ୍ଦେହରେ ତାଙ୍କ ତଣ୍ଟିଚିପି ସ୍ବାମୀ ହତ୍ୟା କରିଛି। ସ୍ତ୍ରୀଙ୍କୁ ହତ୍ୟା କରିବାର ସାତ ଦିନ ପରେ ହତ୍ୟାକାଣ୍ଡର…