କଂଗ୍ରେସ ଦଳ ପକ୍ଷରୁ ଆଜି ବିନିକା ବନ୍ଦ

389 0

ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିନିକା ସହରକୁ ସକାଳ ୭ ଟାରୁ ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି I ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ଧାନ ବିକ୍ରି ସମସ୍ୟାକୁ ନେଇ ଏହି ବନ୍ଦ କରାଯାଇଛି l ଚଳିତ ବର୍ଷ ଧାନ କିଣା ଆରମ୍ଭରୁ ଧାନ ବିକ୍ରିରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଚାଷୀମାନେ ତଥା କଂଗ୍ରେସ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଇଛି l

ଏପରିକି ଗତ ଦୁଇ ଦିନ ହେଲା ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗାଡି ରଖି କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଧାରଣାରେ ବସିଥିବା ବେଳେ କୌଣସି ସମାଧାନ ନ ହେବାରୁ ଆଜି ବାଧ୍ୟ କଂଗ୍ରେସ ଦଳ ପକ୍ଷରୁ ବିନିକା ସହରକୁ ୧୧ ଘଣ୍ଟା ପାଇଁ ବନ୍ଦ କରାଯାଇଛି I ଏନେଇ ଆଜି ବିନିକା ସହରରେ ସମସ୍ତ ଦୋକାନ ବଜାର, ବୈବସାୟୀକ ପ୍ରତିଷ୍ଠାନ ବନ୍ଦ କରାଯାଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳକୁ ବନ୍ଦ କରାଯାଇଛି I ଏପରିକି ଗାଡି ମଟର ଚଳାଚଳକୁ ମଧ୍ୟ ସଂମ୍ପୁର୍ଣ୍ଣ ବନ୍ଦ କରାଯାଇଛି I ଜରୁରୀ ସେବାକୁ ଗୁରୁତ୍ତ୍ଵ ଦେଇ ଏହି ବନ୍ଦରୁ ବାଦ ଦିଆଯାଇଛି I

 

Related Post

ୟୁପିଏସି ପରୀକ୍ଷା ରେ ସୋନପୁର ଛାତ୍ର ଓଡିଶା ଟପ୍ପର

Posted by - May 30, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ) ସର୍ବ ଭାରତୀୟ ସ୍ତରରେ ୟୁପିଏସି ପକ୍ଷରୁ ସୋମବାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ସର୍ବ ଭାରତୀୟ ସ୍ତରରେ ଶ୍ରୁତି…

ଅଶୋକ ଦାସ ଫାଉଣ୍ଡେସନ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

Posted by - January 13, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସର୍କିଟ ହାଉସ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ର ଅଧକ୍ଷ ଇଂ ସବ୍ୟସାଚୀ…

ଦୁର୍ନତୀଗ୍ରସ୍ତ କର୍ମଚାରୀଙ୍କ ଭୂସ୍ୱର୍ଗ ପଲଟିଛି କଳାହାଣ୍ଡି ବନ ବିଭାଗ,୧୩ କୋଟି ଟଙ୍କାର କେଳେଙ୍କାରୀ ନେଇ ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ।

Posted by - January 11, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ବ୍ୟାପକ ଯୋଜନା ଓ ଅନୁଦାନ ପ୍ରଦାନ କରାଯାଉଥିବା ବେଳେ କିଛି ଅସାଧୁ କର୍ମଚାରୀ ମାନଙ୍କ…

ପାର୍ବତ୍ଯାଞ୍ଚଳ ର ବିକାଶରେ ବାଧକ ନାଗାବଳୀ ନଦୀ,ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ

Posted by - March 31, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତ ବର୍ଷର ସହରୀ ମଣିଷ ଦୁଆର ମୁହଁରେ ଉଡାଜାହାଜ ଯାତ୍ରା କରୁଥିବା ବେଳେ ସ୍ଵାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ଯ…

ରାଜ୍ୟ ରେ କୋରୋନା ମୃତ୍ୟୁ ୫ ନୁହେଁ ୪,ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Posted by - May 17, 2020 353
ବୁବନେଶ୍ବର :ରାଜ୍ୟ ରେ କୋରୋନା ମୃତ୍ୟୁ ସଂଖ୍ୟା ୫ ହେଲା ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏହା ତ୍ରୁଟି କୁହାଯାଇଛି…