ଇଲେକ୍ଟ୍ରି ଉପଭୋକ୍ତାଙ୍କର କିଛି ଅଭିଯୋଗ ଅଛି କି ତେବେ ଯୋଗାଯୋଗ କରନ୍ତୁ ୧୯୧୨.

217 0

ଉତ୍ତର ଭୁବନେଶ୍ୱର୍:( ସନ୍ତୋଷ ରାଉତ)ଇଲେକ୍ଟ୍ରି ଉପଭକ୍ତl ଙ୍କ କିଛି ସମସ୍ୟା ଭୋଗୁ ଥିବା ଜାଣିପାରି ଅନ୍ତର୍ଜାତୀୟ ମାନବଧିକାର କମିଶନ  ର ରାଜ୍ୟ ସଭାପତି ଶ୍ରୀ ଶିବ ସୁନ୍ଦର ସ୍ୱାଇଁ, ରାଜ୍ୟ ଯୁଗ୍ମ ସମ୍ପାଦକ ସଂଶାଖ ଶେଖର ପଣ୍ଡା ଓ ଜିଲ୍ଲା ସଭାପତି ନାରାୟଣ ସାହୁ ଆଜି ବିଦ୍ୟୁତ ବିଭାଗ ଅଫିସ ଯାଇ ଦାବି ପତ୍ର ପ୍ରଦାନ କରିଥିଲେ l

ସମସ୍ୟା ଏହା ଥିଲା ଯେ, (୧)କିଛି ଉପଭକ୍ତl ନିଜେ ମିଟର କିଣିଥିଲେ ସୁଦ୍ଧା ଇଲେକ୍ଟ୍ରି ବିଲ ରେ ମିଟର ଭଡା ବାବଦରେ ୪୦ ଟଙ୍କା ଦବାକୁ ପଡୁଥିବା ଜାଣିବାକୁ ମିଳୁଛି l (୨)ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଅଫିସ ମାନଙ୍କ ରେ ଫୋନ ଗ୍ରହଣ କରୁନଥିବା ଅଭିଯୋଗ l (୩) କୋରନା କାଳରେ ଏକାଥରେ ୩ମାସ ରେ ଯେଉଁ ବିଲ ଉପଭୋକ୍ତା ମାନଙ୍କୁ ଦିଆ ହୋଇଥିଲା ତାହା ଯଦି ମାସ କୁ ମାସ ଆସିଥିଲେ କମ ପଡିଥାନ୍ତା କିନ୍ତୁ ଉପଭୋକ୍ତା ମାନଙ୍କୁ ଅଧିକା ପଇସା ପୈଠ କରିବାକୁ ପଡିଥିଲା l ଏହି ତିନୋଟି ସମସ୍ୟା କୁ ଆଖି ଆଗରେ ରଖି ଏହା ବିଦ୍ୟୁତ ବିଭାଗ ଅଧିକରୀ ଜଣାଇ ଥିଲେ ତେବେ ଅଧିକାରୀଙ୍କର କହିବା କଥା ଯେ ଯଦି ମିଟର ଭଡା ଜାଣିଶୁଣି ପଡ଼ିନଥିବ କିମ୍ବା ଭୁଲ ବଶତଃ ପଡିଥାଏ ତାହାଲେ ଆମକୁ ଯଦି ଅଭିଯୋଗ କରନ୍ତି ଆମେ ସେ ପଇସା ଫେରାଇବୁ l

ଯଦି ଆମ ତାରଫରୁ ମିଟର ଦିଆ ହୋଇଥିବ ତାହେଲେ ଆମେ ୪୦ଟଙ୍କା ଲେଖା ହିସାବରେ ୨ ମାସ ନେବୁ l ଦ୍ୱିତୀୟ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ରେ ଗୋଟିଏ ଟୋଲ ଫ୍ରି ନମ୍ବର ଅଛି ଯାହାକି ୧୯୧୨ ସେଥିରେ ଅଭିଯୋଗ କରିପାରିବେ l ତୃତୀୟ ଯେଉଁ ୩ମାସ ର ବିଲ ୟୁନିଟ ପିଛା ଅଧିକା ପଡ଼ିଥିବା ସମସ୍ୟା ଭୋଗୁଛନ୍ତି ତାହା ବି ଆମେ ଅଭିଯୋଗ ମାଧ୍ୟମରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ଅଧିକାରୀ।

Related Post

କଳାହାଣ୍ଡି ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ଛତର ଯାତ୍ରା ପାଳିତ

Posted by - October 3, 2022 0
ବୁବନେଶ୍ବର/କଳାହାଣ୍ଡି  :(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ସୋମବାର ମହା ସମାରୋହର ସହିତ ଦଶହରା ଏବଂ ଛତର ଯାତ୍ରା ପାଳିତ…

‘ଫନି’ ଠାରୁ କମ୍‌ ‘ବୁଲ୍‌ବୁଲ୍‌’ ଠାରୁ ଅଧିକ ‘ଅମ୍ଫାନ୍‌’ ର ତୀବ୍ରତା,ଆଦୌ ଆତଙ୍କିତ ନ ହେବାକୁ ପରାମର୍ଶ

Posted by - May 16, 2020 604
ବୁବନେଶ୍ବର :ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତ ଅର୍ଥାତ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ମେ’ ୧୮ରୁ ଏହାର…

ସମ୍ବଲପୁର କୋଭିଡ କଟକଣା ରେ ଛଟପର୍ବ ପାଳିତ

Posted by - November 11, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କୋଭିଡ କଟକଣା ମଧ୍ୟରେ ବିହାରୀ ସଂପ୍ରଦାୟଙ୍କ ମହାନ୍‌ ପର୍ବ ଛଟ ସମ୍ବଲପୁର ଠାରେ ପାଲିତ ହୋଇଛି। ଏହି ପର୍ବର ନିୟମ ଅନୁଯାୟୀ ବିଭିନ୍ନ ଜଳାଶୟ ଏବଂ…

ଅଶ୍ୱନୀ ବେହେରାର ହତ୍ୟାକାରୀଙ୍କୁ ଗିରଫ ଦାବି ନେଇ ଦଳିତ ଅଧିକାର ମଂଚ ତରଫରୁ ପଦ ଯାତ୍ରା ଓ ଥାନା ଘେରାଓ

Posted by - November 9, 2021 0
ନୂଆପଡ଼ା:(ମେଘନାଦ ନାଏକ)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବରପଦର ଗାଁର ଯୁବକ ଅଶ୍ୱନୀ ବେହେରା ହତ୍ୟାକାଣ୍ଡ ର ଦୀର୍ଘ ୨୦ଦିନ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଏଯାଏ ଗିରଫ…

ସାମାଜିକ ସଂକ୍ରମଣର ଆଶାଙ୍କା ବଢ଼ିଲାଣି,ସଚେତନ ହୁଅନ୍ତୁ କିନ୍ତୁ ଅପମାନିତ ହୁଅନ୍ତୁ ନାହିଁ:କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗଚୀ

Posted by - March 27, 2020 0
ଭୁବନେଶ୍ବର୨୭/୩: ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ଦୁଇଗୁଣା ବଢ଼ିଚାଲିଛି। ସାମାଜିକ ସଂକ୍ରମଣର ଆଶାଙ୍କା ବଢ଼ିଲାଣି। ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ…