Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକଙ୍କ ପରଲୋକ

724 0

ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ଦୁଃଖର ବିଷୟ, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ ଖମାରି ଙ୍କ ଆଜି ବିଶାଖାପାଟଣା ସ୍ଥିତ ଏକ ଘୋରେଇ ଚିକିତ୍ସାଳୟରେ ଭୋର ପ୍ରାୟ ୫.୦୦ ଘଣ୍ଟା ସମୟରେ ୪୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଜଣେ ନିଷ୍ଠାପର କର୍ତ୍ତବ୍ୟ ପରାୟଣ କର୍ମଚାରୀ ଥିଲେ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସ୍ୱର୍ଗତ ସଞ୍ଜୟ ଙ୍କ ବିୟୋଗ ଖବର ଶୁଣି ନବରଙ୍ଗପୁର ଜିଲ୍ଲାପାଳ, ଡ଼ଃ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, ରତ୍ନାକର ସାହୁ,ଉପଜିଲ୍ଲାପାଳ, ଭାସ୍କର ରୋଇତ, ଚାନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ, ଧର୍ମରାଜ ମାଝୀ, ସେକ୍ସନ ଅଫିସର, ଧନୁର୍ଜୟ ପୂଜାରୀ, ଚନ୍ଦାହାଣ୍ଡି ତହସିଲଦାର, ଜି. ରଶ୍ମିରେଖା ଓଡିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ନାୟକ, ରାଜ୍ୟ ଉପ ସଭାପତି ଶ୍ୟାମସୁନ୍ଦର ନାୟକ, ଭୁବନାନନ୍ଦ ବୈଂଚୁଲ, ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ସହିତ ଜିଲ୍ଲା ଶାଖା ର ମୁଖ୍ୟ ଉପଦେଷ୍ଟା, କେ. ଅଶୋକ ଚକ୍ରବର୍ତ୍ତୀ, ସଭାପତି ଆଶୁତୋଷ ମହାନ୍ତି, ଉପସଭାପତି ଧନୁର୍ଜୟ ମାଝୀ, ଆକାଶ ଗଣ୍ଡ, ସମ୍ପାଦକ, ତ୍ରିଲୋଚନ ନାୟକ, ସହ ସମ୍ପାଦକ ରମେଶ ଖସଲା, ମୈଥିଲି ପଟ୍ଟନାୟକ, କୋଷାଧ୍ୟକ୍ଷ, ସୁଶାନ୍ତ ନାୟକ, ଡୁମର ମାଳି, ରଞ୍ଜନ ବିଶ୍ୱାସ, ଦିବାକର ଗୌଡ଼ଙ୍କ ସହିତ ସମସ୍ତ ସଦସ୍ୟ ବୃନ୍ଦ ଦୁଃଖ ପ୍ରକାଶ କରିବା ସହିତ ଏଭଳି ଦୁଃଖ ସମୟରେ ଦିବଙ୍ଗତ ପୂର୍ବତନ ସହକର୍ମୀ ଙ୍କ ଶୋକ ସନ୍ତପ୍ତ ପରିବାର ସହ ଦୁଃଖିତ ଆତ୍ମୀୟ ସ୍ୱଜନ ଏବଂ ତାଙ୍କର ଶୁଭେଛୁଙ୍କୁ ସମବେଦନା ଜଣାଇବା ସହ ପୁଣ୍ୟ ଅମର ଆତ୍ମାର ସଦଗତି କାମନା କରିଥିଲେ ।

Related Post

ପଛୁଆ ବର୍ଗ ଙ୍କ ପାଇଁ ୨୭% ସ୍ଥାନ ସରଂକ୍ଷିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

Posted by - August 1, 2021 0
ବୌଦ୍ଧ: (ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପଛୁଆ ବର୍ଗ ମୋର୍ଚା ସଭାପତି ରବୀନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ ରେ ହରଭଙ୍ଗା ବ୍ଲକ ବିଜେପି କାର୍ଯ୍ୟାଳୟ ପୁରୁଣାକଟକ ଠାରେ ପଛୁଆ ବର୍ଗ…

୧୮୨ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ।

Posted by - September 19, 2020 0
ଯାଜପୁର ଅଫିସ: ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ବାବଲପୁରସ୍ଥିତ ଜାତୀୟ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନର ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ମଙ୍ଗଳପୁରସ୍ଥିତ ଡଲଫିନ୍ ଡ୍ୟାନ୍ସ ସ୍କୁଲ…

ଗନ୍ଧର୍ଲା ,ଭୁଷାଗୁଡା, ମାଣବସା ଉଷା ଲକ୍ଷ୍ମୀପୂଜା ରେମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ

Posted by - December 18, 2021 0
ବଙ୍ଗୋମୁଣ୍ଡା: ତା୧୭/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧର୍ଲା ଓ ଭୁଷାଗୁଡା ଠାରେ ମାର୍ଗଶିର ମାଣବସା ଉଷାମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ତିନି ଦିନ ଧରି…

କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ର ରେଞ୍ଜର ଭିଜିଲାନ୍ସ ଦ୍ଵାରା ଗିରଫ

Posted by - December 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ପୂର୍ବତନ ରେଞ୍ଜର ତଥା ବର୍ତମାନ ଭ୍ରାମ୍ୟମାଣ ରେଞ୍ଜର ଦାୟିତ୍ଵ ରେ ଥିବା ନୃତ୍ୟରାଜ ମାଝୀ…