Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

୬୦ ପରିବାରରେ ଗୋଟିଏ ନଳକୂପ, ପାଣି ପାଇଁଁହନ୍ତସନ୍ତ ତେନ୍ତୁଳିସାହି ବାସିନ୍ଧା

580 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ମଥୁରା ଗ୍ରାମପଞ୍ଚାୟତ କେଲାକଟାଗ୍ରାମର ୧୧ନମ୍ବର ଓ୍ବାଡ୍ ତେନ୍ତୁଳିସାହିରେ ପିଇବାପାଣିର ସମସ୍ୟା ହେଉଥିବାରୁ ସ୍ଥାନିୟଲୋକମାନେ ପାଣିପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ତେନ୍ତୁଳି ସାହିରେ ୬୦ଜଣ ପରିବାର ଙ୍କ ପାଇଁଁ ଗୋଟିଏ ନଳକୁପ ହୀଁ ଭରସା । ପୁଣି ସେଇନଳକୂପଟି ଖରାପଥିବାରୁ ୧ଘଣ୍ଟା ମାରିଲେ ପାଣି ଦୁଇବାଲ୍ଟୀ ବାହାରୁଥିବା ନେଇ ସ୍ଥାନିୟ ଲୋକମାନେ କହୁଛନ୍ତି।

ଏନେଇ ସ୍ଥାନିୟ ସରପଞ୍ଚଠୁ ଆରମ୍ବକରି ଏକ ନୂତନ ନଳକୂପ ପାଇଁଁ ବାରମ୍ବାର ଅଭିଯୋଗ କରିଆସୁଥିଲେମଧ୍ୟ୍ୟ ଫଳଶୁନ । ତେଣୁ ତୁରନ୍ତ ଉକ୍ତ ସାହିରେ ଏକ ନଳକୂପ ଖନନପାଇଁ ଗ୍ରାମର ଓ୍ବାଡ୍ସଭ୍ୟ ଧର୍ମା ପାତ୍ର,ଙ୍କ ସମେତ ସନାତନ ମହାକୁଡ,ଅର୍ଜୁନ ପ୍ରଧାନ,ନରେନ୍ଦ୍ର ପ୍ରଧାନ,କିର୍ତନ ଛନ୍ଦ,ଘୁରୁଣ୍ଡୁ ବାଙ୍କ,ରାଜୁ ମେହେର,ଆକାଶ ପ୍ରଧାନ,ଶିବ ମହାକୁଡ,ପଦ୍ମ ବେହେରା ପ୍ରମୁଖ ଦାବିକରିଛନ୍ତି। ନଚେତ୍ ଆଗାମିଦିନରେ ବାଧ୍ୟ୍ୟହୋଇ ପଂଚାୟତ ଆଗରେ ଧାରଣାରେ ବସିରହୁବୁ ବୋଲୀ ଚେତାବନି ଦେଇଛନ୍ତି।

Related Post

ସମଗ୍ର ବିଶ୍ୱରେ ଆତଙ୍କ ସ୍ରୁଷ୍ଟି କରିଥିବା” ଓମିକ୍ରନ” ଭାରତ ପାଇଁ ଦେଲାଣି ସତର୍କ ଘଣ୍ଟି

Posted by - December 4, 2021 0
ଭୁବନେଶ୍ବର/କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କରୋନା ମହାମାରୀ ସମଗ୍ର ବିଶ୍ଵର ବିଭିନ୍ନ ଦେଶରେ ତାର ଆତଙ୍କ ସ୍ରୁଷ୍ଟି କରି ବ୍ୟାପକ ଧନ ଜୀବନ ହାନିର କାରଣ ହୋଇଥିବା ବେଳେ ବର୍ତ୍ତମାନ…

ମମିତା ମେହେର ହତ୍ୟାକାଣ୍ଡ ଡିଆଇଜି ପ୍ରେସମିଟ

Posted by - November 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ଯାକାଣ୍ଡରେ କୋର୍ଟକୁ ଏଫଆଇଆର କପି ପ୍ରଦାନ କରିବାରେ ବିଳମ୍ବ କରିନି ପୋଲିସ | ଏନେଇ ଆଜି ପୋଲିସ ଉପରେ ହେଉଥିବା…

ଘର ପଟ୍ଟା ଯୋଗାଇ ଦେବା ସକାଶେ ଅତାବିରା ତହସିଲଦାରଙ୍କୁ ଦାବୀପତ୍ର ଦେଲେ ଭାଲୁପାଲି ହରିଜନ ପଡାବାସି

Posted by - July 25, 2022 0
ସମ୍ବଲପୁର/ବରଗଡ/ଅତାବିରା:(ରମାକାନ୍ତ ବିଶ୍ବାଳ)ସରକାରି ସୁବିଧାରୁ ବଞ୍ଚିତ ରହି ଅତି ଦୟନିୟ ଭାବେ ଜୀବନ ଯାପନ କରୁଥିବା ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନସ୍ଥ ଭାଲୁପାଲି ହରିଜନ ପଡାବାସି ଆଜି…

ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ,ଟେଷ୍ଟରେ ବାହାରିଲା କୋଭି଼ଡ-୧୯ ଭୂତାଣୁ

Posted by - March 20, 2020 0
ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପରୀକ୍ଷା ହୋଇଥିବା ୧୪ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱର RMRCରେ ଆଜି ୧୪ଟି…

ବୟନ ଶିଳ୍ପ ମାନଚିତ୍ରରୁ ଲିଭିବାକୁ ବସିଲାଣି ମନମୁଣ୍ଡା ର ପ୍ରସିଦ୍ଧ ଗାମୁଛା

Posted by - August 8, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) :-ଜିଲ୍ଲାରେ ପାଳିତ ହେଉଛି ଜାତୀୟ ହସ୍ତତନ୍ତ ଦିବସ ।ସମଗ୍ର ଦେଶ ସହିତ ବୌଦ୍ଧ ଜିଲା ପ୍ରଶାସନ ମଧ୍ୟ ପାଳୁଛି ଜାତୀୟ ହସ୍ତତନ୍ତ ଦିବସ ।…