ସ୍କୁଲ୍ ପରିସର ଭିତରେ ୪ ଶୁଖିଲା ବଡ ଶିମିଳିଗଛ, ମାଡିବସିବା ଆଶଙ୍କା

541 0

ହରଭଙ୍ଗା:(ଚିତ୍ତ ରଞ୍ଜନ ସିଁ )ସରକାର କହୁଛନ୍ତି ଆଜିର ଛାତ୍ର କାଲି ଦେଶ ର ସୁନାଗରିକ, କିନ୍ତୁ, ଛାତ୍ର ବଞ୍ଚିଲେ ତ ? ଘଟଣାଟି ହରଭଙ୍ଗା ବ୍ଲକ ଅଫିସ ଠାରୁ ମାତ୍ର 8କିଲୋମିଟର ତିଲେଶ୍ୱର ପଂଚାୟତ ବୁରୁବୁଡ଼ା ସରକାରୀ ଉ.ପ୍ରା  ବିଦ୍ୟାଳୟ ର ନଗ୍ନ ଅବସ୍ଥା। ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେବି ଦୁଇଟି ଶ୍ରେଣୀ ଗୃହ ଛାତ୍ର ଛାତ୍ରୀ ଙ୍କ ପାଇଁବ୍ୟବହାର  ଉପଯୋଗୀ!ବାକି ଚାରୋଟି ଗୃହ କାନ୍ଥ ଫାଟି ଆଁ କରି ରହିଛି ଛପର ଭାଙ୍ଗି ସୂର୍ଯ୍ୟ ଚନ୍ଦ୍ର ଦେଖା ଯାଉଛନ୍ତି!କେମିତି ଦେଶର ଭବିଷ୍ୟତ ହେବେ ଛାତ୍ର ଛାତ୍ରୀ!ଦୁଇଟି ଶ୍ରେଣୀ ଗୃହରେ 8ଟି ଶ୍ରେଣୀ ର ପିଲାଙ୍କୁ କେଉଁ ପ୍ରଣାଳୀ ରେ ପାଠ ପଢ଼ାଇବେ ଶିକ୍ଷକ ଗଣ।

ତାହେଲେ ଏଥିରୁ ଅନୁମାନ ବୌଦ୍ଧଜିଲ୍ଲା  ଶିକ୍ଷା ମଣ୍ଡଳ ର ଉଚପଦସ୍ତ କର୍ମ ଚାରି ମାନେ କିଭଳି ସନ୍ତୁଳନ କରୁଛନ୍ତି ଶିକ୍ଷା ଉପରେ!ପୁଣି ସହ ସହ ବର୍ଷ ଧରି ବିଦ୍ୟାଳୟ ପରିସର ଭିତରେ ବିରାଟ ଦୁଇଟି ସିମୁଳିଆ ଗଛ ଏଥିରେ ପୁଣି ମହୁମାଛି ପୂର୍ଣ୍ଣ!ଟିକିଏ ପବନରେ ଗଛ ଡାଳ ଭାଙ୍ଗି ସ୍କୁଲ ଉପରେ ପଡୁଛି!ପିଲାମାନେ କେମିତି ଏପରି ଅବସ୍ଥା ରେ ଶ୍ରେଣୀ ଗୃହରେ ରହି ପାଠ ପଡିବେ ଥରେ ଭାବି ଦେଖନ୍ତୁ ବୌଦ୍ଧ ଜିଲ୍ଲା ପ୍ରଶାସନ!ଏଣୁ ବୌଦ୍ଧ ଶିକ୍ଷା ମଣ୍ଡଳ ଓ ଜିଲ୍ଲା ପ୍ରଶାସନ ଏମିତି ଛୋଟ ଛୋଟ ନିରୀହ ଛାତ୍ର ଛାତ୍ରୀ ଙ୍କ ଜୀବନ ସହିତ ନ ଖେଳି ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟ ପରିସରରେ ଥିବା ଗଛ କାଟି ଶ୍ରେଣୀଗୃହ ର ମରାମତି କରିବା ପାଇଁ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଦାବିକରିଛନ୍ତି ।

Related Post

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ , କେବେ କେଉଁଠି ଭୋଟ ହେବ ଜାଣନ୍ତୁ

Posted by - March 10, 2019 0
ଆଜି ନିର୍ବାଚନ କମିସନର ସୁନୀଲ ଆରୋରା ୨୦୧୯ ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି । ଏପ୍ରିଲ ୧୧ରେ ପ୍ରଥମ…

ସହାୟତା ପାଇଁ ସରକାର ଙ୍କୁ ଗୁହାରୀ କଲେ କ୍ୟାନ୍ସର ରୋଗୀ

Posted by - September 4, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅ ସ୍ତି ଗ୍ରାମ ପଞ୍ଚାୟତ ର ସାନ ମଇଁ ଶି ଆଡି ଗ୍ରାମର ଦୀର୍ଘ ୨ ବର୍ଷ ଧରି କ୍ୟାନ୍ସର…

ମୁନିଗୁଡା ର କୁମୁଡ଼ାବାଲି ବ୍ରିଜ ନିକଟରେ ମାଓ ପୋଷ୍ଟର

Posted by - October 27, 2021 0
ମୁନିଗୁଡ଼ା:(ରମାକାନ୍ତ ପଢା଼ଳ)ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ଯ ରେ ତୁମ୍ଭି ତୋଫାନ୍ ଦେଖାଦେଇ ଥିବା ବେଳେ ବର୍ତ୍ତମାନ ମାଓବାଦୀଙ୍କ ପୋଷ୍ଟର ଯୋଗୁଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହିଭଳି ଏକ…

ଦେଦର୍ହା ଗାଁ ରେ ଝାଡା ବାନ୍ତି ବ୍ୟାପିବା ଘଟଣାରେ ପଚିଶ ରୁ ଅଧିକ ଆକ୍ରାନ୍ତ ଓ ଗୋଟିଏ ପରିବାର ର ଦୁଇ ମୃତ୍ୟୁ ଘଟଣା, ଏଇ ଓଡ଼ିଶା ପୋର୍ଟାଲ ରେ ଖବର ପ୍ରସାରଣ ପରେ ଚେତିଲା ସ୍ୱାସ୍ଥ୍ୟ ବିଭାଗ,

Posted by - September 5, 2022 0
ଖପ୍ରାଖୋଲ ୫/୯( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହ ଗାଁ ବ୍ୟାପୁଛି ଝାଡା ବାନ୍ତି । ଝାଡାବାନ୍ତି ରେ ଗାଁ…

କେନ୍ଦୁଲିପି ଏବଂ ବୟନଶିଳ୍ପ କ୍ଷେତ୍ରରେ ଦ୍ରବ୍ୟ ଓ ସେବା କରକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ସାଂସଦରେ ସୁବାସ ସିଂଙ୍କ ଦାବି

Posted by - February 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପଶ୍ଚିମ ଓଡ଼ିଶା ତଥା ଦକ୍ଷିଣ ଓଡ଼ିଶାରେ ପାଖାପାଖି ୧୦ ଲକ୍ଷ ଶ୍ରମିକ ମହିଳା ଓ ଆଦିବାସୀ ସମ୍ପ୍ରଦାୟର। ପୂର୍ବରୁ ସେମାନଙ୍କ ଉପରେ ୫% ଭାଟ…