Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜିଲ୍ଲା ପ୍ରଶାସନ ର ଜଳଛାୟା ବିଭାଜିକା ପ୍ରକଳ୍ପ

636 0

ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାନ୍ଦ୍ରାଗୁଡା ଗ୍ରାମରେ ଜିଲ୍ଲା ପ୍ରଶାସନ ର ଜଳଛାୟା ବିଭାଜିକା ପ୍ରକଳ୍ପ ଏବଂ ଅଗ୍ରଗାମୀ ବେସରକାରୀ ସଂସ୍ଥା ଙ୍କ ମିଳିତ ଆନୁକୂଲ୍ୟରେ ଗତବର୍ଷ ଛଅ ପକେଟ ମାଛ ଯାଆଁଳା ରେ ମାଛ ଚାଷ କରାଯାଇଥିଲା।

ଠିକ ବର୍ଷକ ପରେ କାନ୍ଦ୍ରାଗୁଡା ଗ୍ରାମବାସୀ ଙ୍କ ଦ୍ଵାରା ପ୍ରଥମ ପର୍ଯ୍ୟାୟରେ ଦୁଇଶହ ଦୁଇ କିଲୋ ମାଛ ଧରି କାନ୍ଦ୍ରାଗୁଡା ଗ୍ରାମର ୪୪ ପରିବାର ମଧ୍ୟରେ ଚାରି କିଲୋ ଲେଖା ମାଛ ବଣ୍ଟନ କରି ବଳକା ମାଛକୁ ବଜାରରେ ବିକ୍ରି କରି ଉପାର୍ଜିତ ଟଙ୍କା କୁ ଗ୍ରାମବାସୀ ଙ୍କ ଦ୍ଵାରା ଖୋଲାଯିବା ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ରେ ଜମା ରଖିଛନ୍ତି ।

ଏହିଭଳି ଜିଲ୍ଲାର ପ୍ରତି ଗ୍ରାମର ପୋଖରୀରେ ମାଛ ଚାଷ କଲେ ଅନେକ ଲୋକ ଆତ୍ମନିର୍ଭରଶୀଳ ଏବଂ ସ୍ୱଭାଲମ୍ବୀ ହେବା ସହିତ ମାଛ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆଶାବ୍ୟକ୍ତ କରିଛନ୍ତି।

Related Post

ଠିକଣା ହଜାଇ ଦେଇଥିବା ଯୁବକ କୁ ଘରେ ପହଞ୍ଚାଇଲେ ସମାଜସେବୀ

Posted by - December 15, 2019 477
ତାଳଚେର:(ମହେଶ ଭୋମରାଜ ) ବସଷ୍ଟାଣ୍ଡ ସ୍ଥିତ ଏକ କବାଡି ଦୋକାନରେ ଯୁବକ ଜଣଙ୍କ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ, କିନ୍ତୁ ଦୁଃଖର ବିଷୟ ଦିନେ କୋଇଲା ଟ୍ରେନରେ…

ସ୍ତ୍ରୀର ମାଡ ଭୟରେ ମା’କୁ ଆହାର କେନ୍ଦ୍ରରେ ଛାଡି ଚାଲିଗଲା ପୁଅ

Posted by - November 7, 2019 346
ଚାନ୍ଦବାଲି ୭।୧୧: ସ୍ତ୍ରୀ ପାଇଁ ଆହାର କେନ୍ଦ୍ରରେ ୮୫ ବର୍ଷର ବୃଦ୍ଧା ମା’କୁ ଛାଡ଼ି ଚାଲିଯାଇଥିଲେ ପୁଅ। ଚାନ୍ଦବାଲି ମହୁଲିଆ ଅଞ୍ଚଳରେ ବୃଦ୍ଧା କୁନ୍ତଳା ପୋଥାଳଙ୍କ ଘର ।…

ଏପ୍ରିଲ୍‌ ମାସରୁ ଗାଡ଼ି ସହିତ ଆସିବ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍‌

Posted by - December 7, 2018 0
ନୂଆଦିଲ୍ଲୀ: ୨୦୧୯ ଏପ୍ରିଲ୍‌ ମାସରୁ ବିକ୍ରି ପାଇଁ ଉଦ୍ଦିଷ୍ଟ ନୂଆ ଗାଡ଼ିରେ ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ଡିଲର୍‌ମାନଙ୍କୁ କୁହାଯାଇଛି। ଡିଲର୍‌ମାନଙ୍କୁ ଗାଡ଼ି ଯୋଗାଇଦେବା ସମୟରେ…

ଚୁପଚାପ ଘରେ ଏହି ଜାଗାରେ ଲୁଚାଇ ଦିଅନ୍ତୁ ଏକ ଲବଙ୍ଗ, ପୁଣି ଦେଖନ୍ତୁ ଚମତ୍କାର, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

Posted by - August 23, 2020 0
ଦୁନିଆରେ ତ ସମସ୍ତେ ଟଙ୍କା କମାଇବାକୁ ଚାହାଁନ୍ତି କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ଚାହାଁନ୍ତି କି ବିନା ପରିଶ୍ରମ କରି ତାଙ୍କୁ ବହୁତ ସାରା…