Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଯୁବକ ଙ୍କ ମୃତ ଦେହ ଉଦ୍ଧାର,ହତ୍ୟା ସନ୍ଦେହ

562 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଭଞ୍ଜନଗର ଥାନା ଅଧିନ ପଇତା ଗାଁ ମୁଖ୍ୟ ରାସ୍ତା କଡରେ ଥିବା ଏକ କଲଭଟ ନିକଟରେ ଜଣେ ଯୁବକ ଙ୍କ ମୃତ ଦେହ ପଡି ଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି କାଳିଆ ଗୌଡ଼। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ ସନ୍ଦେହ କରୁଛି। ଗତ ରାତିରେ କେହି ଦୁର୍ବୁତ୍ତ ଠେଙ୍ଗାରେ ତାଙ୍କୁ ପିଟି ପିଟି ମାରିଦେଇଥିବା ଅନୁମାନ କରାଯାଉଛି।

ଗ୍ରାମର ରାସ୍ତା କଡ କଲଭଟ ପାଖରେ ପଡିଛି ମୃତ ଦେହ, ଘଟଣା ସ୍ଥଳ ରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ପହଂଚି ତଦନ୍ତ କରୁଛନ୍ତି। ସାଇଣ୍ଟିଫିକ ଟିମ ଆସିବା ପରେ ମୃତ ଦେହ ବ୍ୟବଚ୍ଛେଦପାଇଁ ପଠାଯିବ।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Related Post

 ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ, ୨ ଟ୍ରକ୍, ବୋଲେରୋ, ବାଇକ୍, ନଗଦ ୧ଲକ୍ଷ ଟଙ୍କା ଜବତ୍ । ୮ ଅଭିଯୁକ୍ତ ଗିରଫ୍

Posted by - October 8, 2019 0
କେନ୍ଦୁଝର: ରୁଗୁଡ଼ି ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ମାଙ୍ଗାନିଜ୍ ଚୋରା ଚାଲାଣ ଗ୍ୟାଙ୍ଗର ୮ ଜଣ । ଗତ ବିଳମ୍ବିତ ରାତିରେ ରୁଗୁଡ଼ି କାଟେସାହି ଜଙ୍ଗଲରୁ…

ରତାଖଣ୍ଡି ବୀରକିଶୋର ହତ୍ୟାକାଣ୍ଡ ମାମଲା: ଦୀର୍ଘ ୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ସିତାରାମ ଦନ୍ତା ଗିରଫ

Posted by - October 24, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବହୁ ଚର୍ଚ୍ଚିତ ଘିକୁଣ୍ଡି ପୂର୍ବତନ ସରପଞ୍ଚ ଅଞ୍ଜଳି ପ୍ରଧାନ ଙ୍କ ସ୍ୱାମୀ ରତାଖଣ୍ଡି ନିବାସୀ ବୀରକିଶୋର ପ୍ରଧାନ ଙ୍କ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ…

ଜୁଆ ଆଡ୍ଡା ଉପରେ ଚଢ଼ାଉ,୨୭୦୦୦ ଟଙ୍କା,୩ ମୋବାଇଲ,ମୋଟର ସାଇକେଲ ଜବତ,୭ ଗିରଫ

Posted by - June 16, 2021 0
ବେଲଗୁଣ୍ଠା(ସୁଶାନ୍ତ କୁମାର ବେହେରା )ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଓ ବାଘୁଆପଲ୍ଲୀର ଦୁଇଟି ଜୁଆ ଆଡ୍ଡା ଉପରେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ…

ଖପ୍ରାଖୋଲ ପୋଲିସ ର ଚଢାଉ,ବାହାର ରାଜ୍ୟ କୁ ଚାଲାଣ ବେଳେ ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର,ଦଲାଲ ଗିରଫ

Posted by - November 1, 2022 0
ଖପ୍ରାଖୋଲ ୧/୧୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ବାଞ୍ଜିପାଳି ଛକ ନିକଟରେ ହାଇଦ୍ରାବାଦ କୁ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକ…

କପସିପାଳି ଗାଁ ନିକଟ ରାସ୍ତା କଡ଼ରୁ ଜଣକ ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି

Posted by - March 26, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା କପସିପାଳି କୁଲୁତାପଡ଼ା ଗାଁ ନିକଟ ରାସ୍ତା କଡ଼ରୁ ଏକ ମୃତ ଦେହ ଶନିବାର ଖପ୍ରାଖୋଲ ପୋଲିସ ଉଦ୍ଧାର କରିଛି ।…