ଡକାୟତି ଘଟଣାରେ ତିନି ଗିରଫ ମୋବାଇଲ ସହ ବାଇକ

324 0

ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା )ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବାଡୁଳା ଗ୍ରାମ ନିକଟ ଗୁଡ଼ିଆବସା ଛକ ନିକଟରେ ଗତ୧୦ ତାରିଖରେ ତିନି ଜଣ ଲୁଟେରା ଏକ ବାଇକରେ ଆସି ଦିନ ୧୨ ଟା ସମୟରେ ଜଣଙ୍କ ଠାରୁ 20 ହଜାର ଟଙ୍କା ଏକ ମୋବାଇଲ ଲୁଟ କରିଥିଲେ। ସେହି ଘଟଣାରେ ଆଜି ଗାଙ୍ଗପୁର ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ୧୮ ହଜାର ୧୧୦ ଟଙ୍କା ତିନଟି ମୋବାଇଲ ଗୋଟିଏ ବାଇକ ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଆସ୍କା ଥାନା ଦନ୍ତରିବଗଡ଼ ଗ୍ରାମର ନାରାୟଣ ବରାଡ଼,ଗଗନ ବରାଡ଼,ତପନ ବିଷୋୟୀ।ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗାଙ୍ଗପୁର ପୋଲିସ।ତେବେ କାହାଠାରୁ ଲୁଟ ହୋଇଛି ତାହା ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ପୋଲିସ ଘଟଣାର ଅଧିକା ତଦନ୍ତ କରୁଛି ।

Related Post

ସ୍ବତନ୍ତ୍ର ଟାସ୍କ ଫୋର୍ସ ଦ୍ବାରା ବିପୁଳ ପରିମାଣର ଗଂଜେଇ ଜବତ୍

Posted by - August 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଗତକାଲି ସକାଳ ଘ. ୧୧. ୩୫ ମିନିଟ ସମୟରେ ମନମୁଣ୍ଡା ଓ ସ୍ବତନ୍ତ୍ର ଟାସ୍କ ଫୋର୍ସ ଦ୍ବାରା ବିପୁଳ ପରିମାଣର ଗଂଜେଇ ଜବତ୍ କରା ଯାଇଥିବା ଜଣା…

ଚାରିଚକିଆ ଗାଡି ଚୋରକୁ ଗିରଫ କଲା ତରଭା ପୋଲିସ

Posted by - November 27, 2022 0
ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଲାଡି ଗ୍ରାମର ଜୟନାରାୟଣ ସାହୁ ତାଙ୍କ ବୋଲେରୋ ଗାଡି ଓଡିଶା OD-03-1687 ଚୋରି ହୋଇଥିବା ଗତ…

କଳାହାଣ୍ଡି ପୋଲିସ ର ସଫଳତା, ଅନ୍ତଃଜିଲ୍ଲା ଡକାୟତ ଦଳ ଗିରଫ, ବିପୁଳ ଟଙ୍କା, ସୁନା, ରୂପା, ମାରଣାସ୍ତ୍ର ଜବତ

Posted by - August 7, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଆତଙ୍କରାଜ ଚଳାଇ ଲୋକଙ୍କ ଆଖିରୁ ନିଦ ହଜାଇ ଥିବା ଅନ୍ତଃଜିଲ୍ଲା ଡକାୟତ ଦଳ କୁ ଧରିବାରେ…

ବସ୍ତା ଅବକାରୀ ଚଢାଉ:୩ ଗିରଫ

Posted by - March 30, 2022 0
ବାଲେଶ୍ଵର:ଘଟଣାରୁ ପ୍ରକାଶ ଗତ କାଲି ବିଳମ୍ବିତ ରାତିରେ ଅବକାରୀ ଉପାୟନ୍ତ ଅଶୋକ ଶତପଥୀ ଙ୍କ ନିର୍ଦେଶ କ୍ରମେ ଅବକାରୀ ସୁପରିଟେଣ୍ଟ ସୁଶାନ୍ତ ପାଢ଼ୀଙ୍କ ତତ୍ୱାବଧାନ ରେ ବସ୍ତା…