Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ହରଭଙ୍ଗାବ୍ଲକରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ,ଦାବିପୁରଣ ନହେଲେ ଷ୍ଟେରିଙ୍ଗ୍ ଛାଡ୍ ଆନ୍ଦୋଳନ

594 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)୨୦/୬(ଆପ୍ର) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ କୁଟିଝାର ଆମ୍ବତୋଟା ଠାରେ ଓଡିଶା ଡ୍ରାଇଭର ମହାସଂଘର ବୌଦ୍ଧଜିଲ୍ଲା ସଭାପତି ବିପିନ୍ ବିହାରି ବ୍ରହ୍ମଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ଆଇନ୍ ଭିତରେ ସଂଘର କର୍ମକତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ତମାନ କରୋନା ମହାମାରି ସମୟରେ ଜିବନ ଜିବିକା ଠପ୍ ହୋଇଯାଇଥିବାବେଳେ ବହୁ ଡ୍ରାଇଭର ଜିବିକାହରାଇ ବର୍ତମାନ ଭୋକ ଉପାସରେ ରହିବାସହ ପରିବାର ଚଳାଇବା ପାଇଁଁ  କଷ୍ଟକର ହୋଇପଡିଲାଣି । ତେଣୁ ଓଡିଶା ସରକାର ତୁରନ୍ତ ସମସ୍ଥ ଡ୍ରାଇଭର୍ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତାଦେବାସହ ଜିବିକା ହରାଇଥିବା ସମସ୍ଥ ଡ୍ରାଇଭରଙ୍କୁ ସରକାରି ସହାୟତା ଯୋଗାଇ ଦେବାକୁ ବୈଠକ ରେ ଆଲୋଚନା ହୋଇଥିଲା ।

ଯଦି ସରକାର  କୌଣସୀ ଡ୍ରାଇଭରଙ୍କୁ କରୋନାଯୋଧ୍ୟାର ମାନ୍ୟତା ନଦେବା କିମ୍ବା ସରକାରି ସହାୟତା ଯୋଗାଇ ଦିଆନଯାଏ ଆଗାମିଦିନରେ ସମସ୍ଥ ଡ୍ରାଇଭର ଷ୍ଟେରିଙ୍ଗ୍ ଛାଡ୍ ଆନ୍ଦୋଳନ କରିବେବୋଲି ବୈଠକରେ ନିଷ୍ପତି ନିଇଯାଇଥିଲା । ବୈଠକରେ ଜାଲ୍ଲା ସଂପାଦକ ସୁଜିତ୍ ସ୍ବାଇଁ,ଉପସଭାତି ସୁଶିଲ୍ ଦାସ୍,ବ୍ଲକ ସଭାପତି ଦିଲ୍ଲିପ ମହାପାତ୍ରଙ୍କ ସମେତ ହରଭଙ୍ଗା, ଫୁଲବାଣି,ଫିରିଙ୍ଗିଆ,ଖଜୁରୀପଡା,ଦାରିଙ୍ଗ୍ବାଡି,କଣ୍ଟାମାଳ,ବୌଦ୍ଧ,କେ ନୁଆଗାଁ,ଉଦୟଗିରି ଅଂଚଳର ଡ୍ରାଇଭର ସଂଘର ସଭାପତି,ସଂପାଦକମାନେ ଯୋଗଦେଇଥିବାବେଳେ କାଯ୍ୟକ୍ରମକୁ ଗୋବିନ୍ଦ ସେଠି,ରବିନ୍  ବେହେରା,ଶୁଶାନ୍ତ ଦେହୁରୀ,ରଣ ବେହେରା, ସିନୁ ସାହୁ,ଅରବିନ୍ଦ ଖଟୁଆ,ସଂଜୀପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Related Post

SC & ST ଜନସାଧାରଣଙ୍କ ପାଇଁ ବୈାଦ୍ଧ ଜିଲ୍ଲା ରେ ଆଇନ ସେବା ପ୍ରାଧିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - March 16, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ର ଆଇନ ସେବା ପ୍ରାଧିକରଣ,ବୈାଦ୍ଧ ଦ୍ବାରା ଉଚ୍ଚ ପ୍ରାଥମିକବିଦ୍ୟାଳୟ,କମିରା,ମୁଣ୍ଡା ପଡା ପଞ୍ଚାୟତ ଠାରେ SC&ST ମାନଙ୍କ ସୁରକ୍ଷା ପାଇଁ ଥିବା ଆଇନମାନ ଉପରେ…

ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ ତରଫରୁ ଅରିନ୍ଦମଙ୍କ ବିୟୋଗରେ ସୃତିଚାରଣ

Posted by - September 27, 2021 0
ବୌଦ୍ଧ : (ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ଓ ଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା କ୍ଳବ ର…

ଦିବ୍ୟ ଦର୍ଶନ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କର ୯୦ ତମ ଜୟନ୍ତୀ ମହୋତ୍ସବ ପାଳିତ

Posted by - July 18, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ଆଜି ରାୟଗଡ଼ା ଜିଲ୍ଲା ର ପଦ୍ମପୁର ନିକଟସ୍ଥ ଗୁଡ଼ିଅବନ୍ଧ ଗ୍ରାମରେ ଦିବ୍ୟ ଦର୍ଶନ ସଂଘ ର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କର…

ଟିଟିଲାଗଡ଼ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୧୯୯୭ ବର୍ଷ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ

Posted by - December 28, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ୧୯୯୭ ବର୍ଷ ଦଶମ ବୋର୍ଡ ସରକାରି ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିବା ଛାତ୍ର ମାନେ ମିଶି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ…

ମାମଲା ର ବିଚାର କରି ୮ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ

Posted by - August 11, 2022 0
ଯାଜପୁର :(ଆନନ୍ଦ ଚବଦ୍ରା ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବିତନା ଗ୍ରାମର ରୁଦ୍ରପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ କୁ ବର୍ଷେ ବିତିଲାଣି ହେଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ…