କାର୍ଯ୍ୟରତ ମହିଳା ଲାବ୍ରୋଟରି ଟେକନିସିଆନକୁ ଦୁର୍ବ୍ୟବହାର ଅଭିଯୋଗ

771 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଲାବ୍ରୋଟରି ଟେକନିସିଆନକୁ ଦୁର୍ବ୍ୟବହାର ଅଭିଯୋଗ । ସ୍ଥାନୀୟ ରାମଚନ୍ଦ୍ରପୁର ଗାଁର ପିନୁ ଜେନା ଟେକନିସିଆନ ଲକ୍ଷ୍ମୀପ୍ରିୟ ଦର୍ଶନ ନାଥ ଶର୍ମାଙ୍କୁ ନିଜର ସ୍ୱାବ ପରିକ୍ଷା କରିବାକୁ ଯାଇଥିବା ବେଳେ ଦୁର୍ବ୍ୟବହାର କରିଥିଲେ ।

ଏ ନେଇ ବରୀ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ପେଂରାଦ ହୋଇଛି ଟେକନିଆନ ସଂଘ । ଯାଜପୁର ଜିଲାପାଳ ଚକ୍ରବର୍ତି ସିଂ ରାଠୋର ଅଭିଯୋଗ ଶୁଣିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Related Post

ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଂଚଳ ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ । ଏକ ବିଲରୁ ହାତୀର ମୃତ…

ଗାଁରେ ରାତି କାଟିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - January 4, 2020 0
ଯାଜପୁର:୦୪/୦୧/୨୦୨୦ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ପଂଚାୟତ ଗରଡିହ ଗାଁରେ ରାତ୍ରିଯାପନ କରିଛନ୍ତି।ଆଜି ବିଧାୟକ ସଂଧ୍ୟାରେ ଗାଁରେ ପହଂଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।ସରକାରୀ ଯୋଜନା ଗାଁରେ କେତେ ପହଂଚିଛି ଓ ଆଗକୁ କେଉଁ ସବୁ ଯୋଜନା ରହିଛି ସେ ସବୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ସହ ଜନଶୁଣାଣୀ କରି ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ସାମାଜିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।…

ମୁଖ୍ୟମନ୍ତ୍ରୀ ଙ୍କ ଜନସାଧାରଣ ଙ୍କୁ ୫ ଟି ମନ୍ତ୍ର,ଜାଣନ୍ତୁ କଣ ସେଇ ମନ୍ତ୍ର

Posted by - June 4, 2020 0
ଭୁବନେଶ୍ବର :ଚଳିତ ଜୁନ୍‌ ମାସରେ ରାଜ୍ୟରେ ମୌସୁମୀ ପହଞ୍ଚିବା ସହ ଅଧିକ ଲୋକ ଥଣ୍ଡା ସର୍ଦ୍ଦିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେଣୁ, ଏହି ପରିପ୍ରେକ୍ଷୀରେ ନିଜକୁ କରୋନା…

ବେଲଗୁଣ୍ଠା ରେ ୧୩ ଦିନ ପାଇଁ ବିଜେ ହେଲେ ମା ଦଣ୍ଡକାଳୀ

Posted by - April 2, 2022 0
ବେଳଗୁଣ୍ଠା;(ସୁଶାନ୍ତ କୁମାର ବେହେରା ) ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ପର୍ବ ହେଉଛି ଦଣ୍ଡଯାତ୍ରା ପର୍ବ l ମା କାଳୀଙ୍କ ଯାତ୍ରା ବେଶେଷତଃ କେଉଁକେଉଁ ଗ୍ରାମରେ ୧୩ ରୁ…

କାଳିଆ ଯୋଜନାରେ ଆପଣଙ୍କ ନାମ ଅଛି କି ନାହିଁ ଏପରି ଜାଣନ୍ତୁ

Posted by - January 10, 2019 44
କାଳିଆ ଯୋଜନାକୁ ନେଇ ବଢୁଛି ବିବାଦ । କିଏ କିଭଳି ଏହି ଯୋଜନାରୁ ଅର୍ଥ ହାତେଇବେ ସେଥିପାଇଁ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କେଉଁଠି ଫର୍ମ ମିଳୁନି…