Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଗଛରୁ ମିଳିଲା ‘ଚଢେଇ’ ଆକୃତିର ଆମ୍ବ

681 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ ) ଅନେକ ଫଳମୂଳ,ପନିପରିବା ବେଳେ ଭିନ୍ନ ଭିନ୍ନ ପ୍ରଜାତିର ଅବିକଳ ନକଲ ପରି ଦେଖା ଦେଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ ମନୋରଞ୍ଜନ ଆଣିଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମର ସୁଶାନ୍ତ ବେହେରା ଙ୍କ ଆମ୍ବ ବଗିଚାରେ । ଆଜି ସୁଶାନ୍ତ ବେହେରା ନିଜ ଆମ୍ବ ବଗିଚାରୁ ଆମ୍ବ ତୋଳୁଥିବା ସମୟରେ ଏକ ବିରଳ ଆମ୍ବ ଦେଖିବାକୁ ପାଇଥିଲେ । ଆମ୍ବ ଟି ର ଆକୃତି ଓ ବର୍ଣ୍ଣ ଏମିତି ଦେଖାଯାଉଛି ଯାହା କି ତାହା ଆମ୍ବ ବୋଲି ବିଶ୍ଵାସ କରି ହେବ ନାହିଁ ।

ଆମ୍ବ ସତ୍ୟ କିନ୍ତୁ ଦେଖାଯାଉଛି ଏକ ‘ଚଢେଇ’ ପରି । ସେହି ସମାନ ଶରୀର ହେଲେ ଜୀବନ ଥିବା ଚଢେଇ ନୁହଁ ବରଂ ଜୀବନ ନଥିବା ଚଢେଇ ପରି ଦେଖା ଯାଉଥିବା ଫଳ ଆମ୍ବ । ଏହି ଆମ୍ବ କୁ ଦେଖିବା ପାଇଁ ଲୋଙ୍କ ଗହଳି ଦେଖା ଦେଇଛି । ଏହି ଆମ୍ବ ଟିର ଓଜନ ୨୫୦ ଗ୍ରାମ ଥିବାବେଳେ ଆମ୍ବଟି ର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Related Post

ରିଷ୍ଟଖଣ୍ଡନ ପାଇଁ ଛୁଆମାନକୁ କୁକୁର ସହିତ ବାହାଘର

Posted by - February 25, 2020 55
ଅମୟୁରଭଞ୍ଜ:( ସୀତାରାମ ଦୀକ୍ଷିତ)ଅନେକ ବାହାଘର ଦେଖିଥିବେ ଆଉ ଭୋଜିଭାତ ଖାଇବି ଥିବେ । ଆଜି ଆପଣଙ୍କୁ ଏମିତି ଏକ ବାହାଘରକୁ ନେଇଯିବୁ ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ…

ସାମ୍ନାକୁ ଆସିଲା ‘କାଳିଆ’ ଯୋଜନା ଘୋଟାଲାର ତଥ୍ୟ,୪୫ ହଜାର ୯୬୫ଜଣ ଅଯୋଗ୍ୟଙ୍କୁ ମିଳିଛି ‘କାଳିଆ’ ଟଙ୍କା

Posted by - November 13, 2019 0
ପ୍ରାୟ ୪୫ ହଜାର ଅଯୋଗ୍ୟଙ୍କୁ ସରକାରୀ ରାଜକୋଷରୁ କାଳିଆ ଟଙ୍କା ଯାଇଛି।  ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ଦେଇଛନ୍ତି ନିଜେ…

ସରକାରୀ ସହାୟତା ଅପେକ୍ଷାରେ ମସ୍ତିଷ୍କ ରୋଗୀ ପରଦେଶୀ ବଗର୍ତ୍ତୀ

Posted by - October 27, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ଗ୍ରାମର ଦିନ ମଜୁରିଆ ଗରିବ ଲୋକ ପରଦେଶୀ ବଗର୍ତ୍ତୀ(୪୯) ଦୀର୍ଘ ୬୫ ବର୍ଷ ହେବ ବାପା ଅଜା ଅମଲରୁ…

ମାଆଙ୍କ ଚିତାରେ ଜୁଇ ଦେଲା ଝିଅ

Posted by - October 18, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡଭେଲି ପଦର ଗ୍ରାମରେ ଆଜି ଏକ ଅଭାବ ନିୟ ଦୃଶ୍ୟ ଦେଖିବାକୁ ମିଳିଛି l ଗ୍ରାମର ଅସହାୟ ମହିଳା ମୁକ୍ତା ସାହୁଙ୍କ…