Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଥିଲି ଶାଖା ଦ୍ୱାରା ଋଣ ପ୍ରଦାନ

723 0

ମାଥିଲି:(ଅବଦୁଲ ଗନି)କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଥିଲି ଶାଖା ଦ୍ୱାରା ଋଣ ପ୍ରଦାନ । ମାଲକାନଗିରି ଜିଲ୍ଲା ମାଥିଲି କେ. ସି. ସି. ବ୍ୟାଙ୍କ ଦ୍ୱାରା ମହିଳା ସାୟଂ ସହାୟକ ଗୋଷ୍ଠୀ ଙ୍କୁ ଦୁଇ ଲକ୍ଷ ଓଠବାନ ହଜାର ପାଞ୍ଚ ଗୋଷ୍ଟିଙ୍କୁ ଦୁଇଦିନ ମଧ୍ୟରେ ପ୍ରଦାନ କରାଯାଇଛି. ମାଥିଲି ବ୍ଲକ ଅଧିନସ୍ତ ଦାଈ ଗୁଡା,ର ମା ଗୌରୀ,ଅଟଳଗୁଡା ର ମା ଗ୍ରାମଦେବୀ,ପୂଜାରୀଗୁଡା ର ମା ଗୁଙ୍ଗାବତୀ, କୁଲାପଲ୍ଲୀ ର ମା ଲଷ୍ମୀ, କୋଟମେଟା ର ମା ଶନିତୀ ଗଷ୍ଟି ଙ୍କୁ ଦିଆଯାଇଛି, ଶାଖା ପରିଚାଳକ ଶ୍ରୀ ବିଧ୍ୟାଧର ପ୍ରଧାନ ଙ୍କ ନେତୃତ୍ୱ ରେ ହୋଇଛି ଏଥିରେ ଡାଟା ଅପରେଟର ସନ୍ତୋଷୀ ସାହୁ, ସାବିତ୍ରୀ ସାଗରିଆ, ଶ୍ୟାମ ପଟ୍ଟନାୟକ ସହଯୋଗ କରିଥିଲେ

Related Post

ନିର୍ବାଚନ ପର୍ଯ୍ୟବେକ୍ଷକ ଙ୍କୁ ବୁଦ୍ଧ ଙ୍କ ଚିତ୍ର ପଟ୍ଟ ପ୍ରଦାନ କଲେ ବୌଦ୍ଧ ଜିଲ୍ଲାପାଳ

Posted by - March 3, 2022 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୌଦ୍ଧ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି l ବୌଦ୍ଧ ଜିଲ୍ଲା ର ତିନୋଟି ବ୍ଲକ ଯଥା…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

Posted by - June 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗାଙ୍ଗପୁର ଥାନା ଅଧିନ ନେଟେଙ୍ଗା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣ ହେଲେ ଅରୁଣ କୁମାର ନାୟକ…

ଗୋଚାଲାଣ ବେଳେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ, ଗାଡି ଛାଡି ଡ୍ରାଇଭର ଫେରାର

Posted by - December 2, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବିପଦରେ ଗୋ ସମ୍ପଦ। ଗୋ ଚାଲାଣ ହେଉଥିବା ସମୟରେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ। ଫଳରେ ଗାଡିକୁ ଛାଡି ଚମ୍ପଟ ମାରିଛି ଡ୍ରାଇଭର।…

ଖପ୍ରାଖୋଲ ରେ ସିଆରପିଏଫ୍ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Posted by - June 20, 2022 0
ଖପ୍ରାଖୋଲ:୨୦/୬(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସିଆରପିଏଫ୍ ୧୮୯ ବେଟେଲିଏନ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କମଣ୍ଡେଣ୍ଟ ପବନ କୁମାର ତିୱାରି…

କୁମାରୀ ଗ୍ରାମରେ ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ

Posted by - February 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ହରଭଙ୍ଗା ବ୍ଲକର କୁଶଙ୍ଗ ପଞ୍ଚାୟତ କୁମାରୀ ଗ୍ରାମରେ ଆୟୋଜିତ ୧୧ ତାରିଖ ରେ ହେବାକୁ ଥିବା  ବାଲ୍ୟ ବିବାହ ବନ୍ଦ କଲା ପ୍ରଶାଶନ।…