Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

କାଠ ମାଫିଆ ଙ୍କୁ ଘଣ୍ଟ ଘୋଡାଉଛି ପ୍ରଶାସନ :- ବରୀ ବିଜେପି

781 0

ବରୀ:( ସ୍ନେହାଂଶୁ ଶେଖର ମହାନ୍ତି )ବରୁହା ମୁଖ୍ୟ ରାସ୍ତାର ସସ୍ଥନ ଛକ ନିକଟ ରାସ୍ତା କଡ଼ରୁ କେହି ଦୁର୍ବୃତ ଗଛ କାଟି ନେଉଥିବାର ଖବର ପାଇ ବରୀ ତହସିଲ ତରଫରୁ ଚଢ଼ାଉ କରିଥିବା ସହ କାଠ ଜବତ କରିଥିଲେ ଓ ସେହି କାଠ ର ମୂଲ୍ୟ ପାଖା ପକ୍ଷୀ ଏକ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

କାଠଗଣ୍ଡି ଜବତ କରିଥିବା ବେଳେ କାଠ ନେଇ ଯାଉଥିବା ଟ୍ରାକ୍ଟର ଓ ଗଛ କାଟିଥିବା ଦୁର୍ବୃତ କୁ ଛାଡି ଦିଆଯାଇଛି । ଏ ସଂପର୍କ ରେ ଅତିରିକ୍ତ ତହସିଲଦାର ଭାନୁମତୀ ମଝି ଙ୍କୁ ପଚାରିବାରୁ ସେ ସବୁ କଥା ଲୁଚାଇଥିବା ଜଣାପଡିଛି । ଏପରିକି ଅତିରିକ୍ତ ତହସିଲଦାର ମହୋଦୟl କାହା ଚାପରେ ଥିବାପରି ପରିଲକ୍ଷିତ ହୋଇଥିବା ପରି ଲାଗୁଥିଲା ।

ଏହି ପରିପେଖିରେ ବରୀ ଭାଜପା ତରଫରୁ ବିଶ୍ବରଂଜନ ମଲ୍ଲିକ ଙ୍କ ନେତୃତ୍ବରେ ଆଜି ଶତାଧିକ ଭାଜପା କର୍ମୀ ବରୀ ତହସିଲ ଅଫିସ କୁ ଘେରାଉ କରିବା ସହ ସଂପୃକ୍ତ କାଠ ମାଫିଆଙ୍କୁ ଗିରଫ କରିବା ପାଇଁ ଆଡ଼ିବଡିଛନ୍ତି । ଏହି କାଠ ମାଫିଆ ଙ୍କ ସହ ବରୀ ବିଧାୟିକା ଙ୍କ ଭାଇ ସଂପୃକ୍ତ ଥିବା କଥା ଭାଜପା ନେତା ବିଶ୍ବରଂଜନ ମଲ୍ଲିକ ପ୍ରକାଶ କରିଛନ୍ତି

Related Post

ସରକାରୀ ମୁଖ୍ୟ ସଚେତକ ଓ ପ୍ରଶାସନ ବିଂଝାରପୁର ଜଳ ପ୍ଳାବିତ ଜମିର ସ୍ଥିତି ପରଖିଲେ ।

Posted by - August 20, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଳ୍‌ାରେ ଅଗଷ୍ଟ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ନିରବଚ୍ଚ୍ଥିନ୍ନ ବର୍ଷା ଯୋଗୁଁ ବ୍ୟାପକ ଜମି ଜଳ ପ୍ଳାବିତ ହୋଇଚ୍ଥି । ବିଶେଷ…

ଭାଙ୍ଗିଗଲା କୁଡିଆ ଘର, ଅଳ୍ପକେ ବର୍ତିଲେ ବୃଦ୍ଧ ଦମ୍ପତି

Posted by - January 28, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଆବାସ ଯୋଜନା ପ୍ରଣୟନ କରୁଥିଲେ ହେଁ ବର୍ତ୍ତମାନ ମଧ୍ଯ ଜନସାଧାରଣଙ୍କୁ ଅପହଞ୍ଚ…

ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ,ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍

Posted by - December 8, 2021 0
ଭୁବନେଶ୍ବର:(ସ୍ୱରୂପ ଦାସ)ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ। ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍ ଆସୁଛି। ରାଜ୍ୟରେ ଡିସେମ୍ବର ୪ ସୁଦ୍ଧା ୭୪୪୫ ଜଣ ରୋଗୀ…

ମୁରାରୀପୁର ଗ୍ରାମର ସୌମ୍ୟରଂଜନ ରାଉତଙ୍କ ଇଣ୍ଡିଆ ବୁକ ଅପଂ ରେକର୍ଡ୍ସ

Posted by - July 27, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ମୁରାରୀପୁର ଗ୍ରାମର ସୌମ୍ୟରଂଜନ ରାଉତ ଇଣ୍ଡିଆ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ସେ…

ରକ୍ତତୀର୍ଥ କୁଦୋପାଲିରେ ବୀର ଶହୀଦଂକୁ ଶ୍ରଦ୍ଧାଞ୍ଜଳି

Posted by - December 31, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)୧୮୫୭ କ୍ରାନ୍ତିର ମୁକସାକ୍ଷୀ ସମ୍ବଲପୁର କୁଦୋପାଲି ଘାଟିରେ ଗୋଟିଏ ଦିନରେଏଠାରେ ୫୩ ଜଣ ଇଂରେଜ ଗୁଲିରେ ଶହିଦ ହେବା ସହ ୫ ଜଣ ଫାଶିଖୁଣ୍ଟରେ ଝୁଲିବା…