୩ ଅନାଥଶିଶୁ ଙ୍କ ପାଖରେ ପହଂଚିଲା ପ୍ରଶାସନ

205 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାହାଲି ଗ୍ରାମରେ ସପ୍ତେଶ୍ବର ମଲ୍ଲୀକଙ୍କ ଗତ୧୫ ତାରିଖରେ ମୃତ୍ୟୁ ହୋଇଥିବାବେଳେ, ଏହାର୩ବର୍ଷପୁର୍ବରୁ ମାଁ ଚାଲିଯାଇଥିଲେ । ଫଳରେ ତିନି ପିଲାଛୁଆ ଅନାଥ ହୋଇଯାଇଥିଲେ । ଏଭଳି ଖବର ଜାଣି ହରଭଙ୍ଗାବ୍ଲକ ବିଡିଓ ନିଳକଣ୍ଠ ବେହେରାଙ୍କ ତତ୍ବାବଧାନରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରି ରାହୁଲ୍ ପ୍ରଧାନ, ଶିଶୁ ମଙ୍ଗଳର ସଦସ୍ୟା ପ୍ରଣୟନି ଲେଙ୍କା ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ କର୍ମଚାରି ରାଜେନ୍ଦ୍ର ମଲ୍ଲୀକ,ସହଦେବ ନାୟକ, ପ୍ରମୁଖ ଆଜି ଅନାଥ ପିଲାମାନଙ୍କ ନିକଟକୁ ଯାଇ ମାମଁଘର ପରିବାର ଅନାନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ପରେ ତିନି ଅନାଥ ଶିଶୁଙ୍କୁ ଶିଶୁଯତ୍ନ ଅନୁଷ୍ଠାନ ରେ ଥଇଥାନ ପାଇଁଁ ନିଷ୍ପତି ନିଆଯାଇଥିଲା । ଏଂବ ଏହି ଅସହାୟ ପରିବାରଙ୍କୁ ଏଲ୍କେବିକେ ପକ୍ଷରୁ ଶୁଖିଲାଖାଦ୍ୟ ଦିଆଯାଇଥିବାବେଳେ ଶିଶୁ ମଙ୍ଗଳ ସମିତି ପକ୍ଷରୁ ୧ ହଜାର ଟଙ୍କା ପ୍ରଦାନ କରାଯାଇଥିବା ନେଇ ଜଣାପଡିଛି ।

Related Post

ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

Posted by - December 7, 2021 0
ଭୁବନେଶ୍ୱର- ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ କିଛିଦିନ ଧରି ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ…

ସମ୍ଭାବ୍ୟ ତୃତୀୟ ଲହର କରୋନା ମୁକାବିଲା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ

Posted by - January 11, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଈଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି l ଏହି…

ଦ୍ରୌପଦୀ ମୁର୍ମୁ ଙ୍କୁ ଗୀତ ମାଧ୍ୟମରେ ଅଭିନନ୍ଦନ

Posted by - July 24, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭାରତର ରାଷ୍ଟ୍ରପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଓଡ଼ିଆ ମାଟିର ଝିଅ ଦ୍ରୋପଦି ମୁର୍ମୁ  ବିଜୟୀ ହୋଇ…

ଝରଣୀଗାଁ ରେ ପହଁଞ୍ଚିଲେ କଂଗ୍ରେସର ଆଠଜଣିଆ ଦଳ

Posted by - October 30, 2021 0
ବୋଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ସମଗ୍ରରାଜ୍ୟ ରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର ଜିଲ୍ଲାର…