ଜୁଆ ଖେଳୁଥିବା ନକଲି ସାମ୍ବାଦିକ ଗିରଫ

495 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଜୁଆ ଖେଳୁଥିବା ନକଲି ସାମ୍ବାଦିକ ଗିରଫ। ଯାଜପୁର ଜିଲ୍ଲା ମଙ୍ଗଳପୁର ପୋଲିସ ଆଜି ବଉଲାଙ୍ଗ ଅଞ୍ଚଳରେ ଚାଲିଥିବା ଜୁଆ ଆଡା ଉପରେ ଚଢ଼ାଉ କରିଥିଲା। ସେହି ସମୟରେ ଏକ ୱେବ ଚ୍ୟାନେଲ ର ପ୍ରେସ କାର୍ଡ ପକାଇ ଜୁଆ ଖେଳିବା ଅବସ୍ଥାରେ ଧରାପଡିଥିଲେ ଆଶିଷ କୁମାର ପୃଷ୍ଟି ନାମକ ଜଣେ ନକଲି ସାମ୍ବାଦିକ।ସେ ଯେଉଁ ୱେବ ସଂବାଦ ସଂସ୍ଥା ର ପରିଚୟ ପତ୍ର ପକାଇଥିଲେ ତାହା ମଧ୍ୟ ନକଲି ବୋଲି ସେହି ୱେବ ସମ୍ବାଦ ସଂସ୍ଥା ପକ୍ଷରୁ ତାଙ୍କ ସାମାଜିକ ଗଣମାଧ୍ୟମ ରେ ସ୍ପଷ୍ଟୀକରଣ  ଦିଆଯାଇଛି ।

ସମ୍ପୃକ୍ତ ନକଲି ସାମ୍ବାଦିକ ଙ୍କୁ ପୋଲିସ ପଚାରିବାରୁ ଖର୍ଚ୍ଚ ନେବାକୁ ଆସିଥିଲି ବୋଲି କହିଛନ୍ତି । ଆଶିଷଙ୍କ ଘର ବଉଳାଙ୍ଗ ମଧୁପୁର ହୋଇଥିବା ବେଳେ ସେ ଏକ ଫାଷ୍ଟଫୁଡ଼ ଦୋକାନ କରିଛନ୍ତି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ମଙ୍ଗଳପୁର ପୋଲିସ ।

Related Post

ସାଇବର ଠକେଇ ଅଭିଯୋଗରେ ୩ ଗିରଫ

Posted by - February 16, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସାଇବର ଠକେଇ ଅଭିଯୋଗରେ ସମ୍ବଲପୁର ଅଇଁଠାପାଲି ପୋଲିସ ଦ୍ୱାରା ୩  ଗିରଫ। ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ଦେଓଘର ଜିଲ୍ଲା ର ରେହେମତ…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ…

ଋଷିକୁଲ୍ୟା ନଦୀ ପଠାରୁ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର

Posted by - June 22, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଋଷିକୁଲ୍ୟା ନଦୀ ପଠାରୁ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର ହୋଇଛି।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ପୁଷ୍ପନଗର ଅଞ୍ଚଳରେ…

ଡକାୟତି ଯୋଜନା ଉଦ୍ୟମ ପଣ୍ଡ, ବଡ଼ଚଣା ପୋଲିସ ଦ୍ୱାରା ୬ଡକାୟତ ଗିରଫ, ହାତବୋମା, ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ବାଇକ ଜବତ l

Posted by - November 20, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ) ବଡ଼ ଧରଣର ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ବଡ଼ଚଣା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଡକାୟତକୁ ଗିରଫ…

ବାସୁପାଲି ବେଆଇନ ଦେଶୀ ବନ୍ଧୁକ କାରବାର ଲିଙ୍କ ୭ ଗିରଫ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ଜୁଯୋମୁରା ଥାନା ଅଞ୍ଚଳ ରୁ ବାସୁପାଲି ରୁ ଜବତ ହେଲା ବେଆଇନ ଦେଶୀ ବନ୍ଧୁକ ତିଆରି କୁଟୀରଶିଳ୍ପ । ଦୀର୍ଘ ବର୍ଷ…