ବରିଷ୍ଠ ନେତା ତଥା ବିଧାୟକ ଡା. ଦାମୋଦର ରାଉତ, ଖାରବେଳ ସ୍ୱାଇଁ ଏବଂ ବ୍ରଜ ତ୍ରିପାଠୀ ପଦ୍ମ ଧରିବା ନେଇ ପ୍ରକ୍ରିୟା ଚାଲିଥିବାର ସୂଚନା ମିଳିଛି। କୁହାଯାଉଛି, ଯଦିଓ ଏ ନେଇ ବ୍ରଜ କିଛି କହିନାହାନ୍ତି ତେବେ ଡା. ରାଉତ ଓ ଖାରବେଳ ବାବୁ ବିଜେପି ଆଡ଼କୁ ଢଳୁଥିବା ସଙ୍କେତ ଦେଇଛନ୍ତି।

932 0

Related Post

Leave a comment

Your email address will not be published.