ସମ୍ପର୍ଣ୍ଣ ହେଲା ମା ପାର୍ବତୀଙ୍କ ସହିତ ବାବା ସୋମନାଥଙ୍କ ବିବାହ ଉତ୍ସବ

490 0

ଵାରଙ୍ଗ:(ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ ପଟିଆ ଅଞ୍ଚଳର ଢାୱା ଗ୍ରାମରେ ଥିବା ସୋମନାଥ ମହାପ୍ରଭୁଙ୍କ ବିବହାଉତ୍ସବ୍ ଅନୁଷ୍ଠିତ ହୋଇଯାଇଛି । ଖଇରା ପଡ଼ା ଗ୍ରାମରେ ଥିବା ପ୍ରଭୁ ଲୋକନାଥ ମହା ପ୍ରଭୁଙ୍କୁ ମଧ୍ୟ ଏହି ପୀଠକୁ ଅଣାଯାଇ ବିବାହ ଉତ୍ସବ କରା ଯାଇଥିଲା ପ୍ରଭୁଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମାତା ପାର୍ବତୀଙ୍କ ସହ ଶୁଭ ବିବାହ ସମ୍ପନ୍ନ କରାଯାଇଥିଲା ।

ବରପିତା ଭାବେ ଲିଙ୍ଗରାଜ ରାଉତ,କନ୍ୟା ପିତା ଭାବେ ଅଶୋକ ସାସ୍ମଲ୍ ଏହି ଆଧ୍ୟାତ୍ମିକ ବିବାହ ଉତ୍ସବକୁ ସମାପନ କରିଥିଲେ । ବିବାହ ଉତ୍ସବ ପରେ ବିମାନ ଯୋଗେ ମାତା ପାର୍ବତୀ ସୋମନାଥ ମହାପ୍ରଭୁଙ୍କୁ ବେଢ଼ା ପରିକ୍ରମା କରାଯାଇଥିଲା କରୋନା କଟକଣା ମଧ୍ୟରେ ଏହି ବିବାହ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା ଏହି ଉତ୍ସବରେ କମ୍ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କ କୃପ।ଭିକ୍ଷା ଲାଭ କରିଥିଲେ ।

Related Post

କରୋନା ନେଇ କ୍ରାଇମ୍‌ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି

Posted by - April 10, 2020 0
ଭୁବନେଶ୍ବର:ଲୋକଙ୍କୁ ସଚେତନତା କରିବାକୁ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି।କରୋନା ସଂକ୍ରମଣ ବେଳେ କିଛି ସାଇବର ଠକେଇ ହେଉଥିବା ନଜରକୁ ଆସିଛି ।କରୋନା ସଂପର୍କରେ କୌଣସି ଭିତ୍ତିହୀନ କିମ୍ବା…

ଆସନ୍ତା ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ରେ କେଉଁ ନେତା କେଉଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ

Posted by - August 13, 2020 0
ଭୁବନେଶ୍ବର :ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ରେ କେଉଁ ନେତା କେଉଠି ପତାକା ଉତ୍ତୋଳନ କରିବେ ତାର ତାଲିକା ପ୍ରକାଶ…

ଏନ୍ ଡି ଏ ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ଦିନିକିଆ ଓଡିଶା ଗସ୍ତ : ଲୋଡ଼ିଲେ ବିଜୁ ଜନତା ଦଳ ବିଧାୟକ ଓ ସାଂସଦ ଙ୍କ ସମର୍ଥନ

Posted by - July 9, 2022 0
ଭୁବନେଶ୍ଵର :- ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍ ଡି ଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ଵର ସ୍ଥିତ…

ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ l ନବରଙ୍ଗପୁର ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ଆଦିବାସୀ ମାନଙ୍କର ସମସ୍ୟାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳ ଅଫିସ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରେସ ବାର୍ତ୍ତା

Posted by - May 22, 2021 0
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରାକ୍ ପ୍ରସ୍ତୁତି ତ୍ବରାନ୍ବିତ କରିଛନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ଯଜୀବୀମାନଙ୍କୁ ଫେରାଇ ଅଣାଯାଇଛି। ସମ୍ପୂର୍ଣ୍ଣ…