Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଗୋଷ୍ଟି ସଂଘର୍ଷରେ ପୋଡିଲା ଦୁଇଟି ଘର ,ପାଞ୍ଚ ଗୁରୁତର,ବାଇକ ଭଙ୍ଗା ରୁଜା

733 0

ବରୀ:( ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ସଦର ଥାନା ଅନ୍ତର୍ଗତ ଦେବିଲି ପଞ୍ଚାୟତ ରେ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ । ସୂଚନା ଅନୁଯାୟୀ ଦଳିତ ସାହି ଓ ଖୁଣ୍ଟିଆ ସାହି ମଧ୍ୟରେ ଗୋଷ୍ଟି ସଂଘର୍ଷ । ସଂଘର୍ଷ ରେ ଚାରି ରୁ ପାଞ୍ଚ ଜଣ ଗୁରୁତ୍ବର ଆହତ ହେବା ସହ ଦୁଇଟି ଭିନ୍ନ ଭିନ୍ନ ଘର ନିଆଁ ରେ ପୋଡି ପାଉଁଶ ହୋଇ ଯାଇଛି । ଏହାସହ ଏକାଧିକ ଗାଡି କୁ ଉତ୍ୟକ୍ତ ଲୋକେ ଭଙ୍ଗା ରୁଜା କରାଯାଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଉକ୍ତ ପଞ୍ଚାୟତ ରେ ବିଗତ କିଛି ଦିନ ପୂର୍ବେ ଏକ ଯୁବକ ର ମୃତ ଦେହ ଗାଁ ପାଖ ପଡ଼ିଆରେ ପଡିଥିବାର ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ ।

ଯାହାକୁ ନେଇ ଉଭୟ ଗ୍ରାମବାସୀ ଙ୍କ ମଧ୍ୟ ବିବାଦ ଲାଗି ରହିଥିଲା । ଯାହା ଏବେ ଉଗ୍ରରୂପ ନେଇ ଥିଲା ଓ ପରେ ଦୁଇ ମଧ୍ୟରେ ଝଗଡ଼ା ଲାଗି ଗୋଷ୍ଟି ସଂଘର୍ଷ ର ରୂପ ନେଇଛି ।ତେବେ ଖବର ପାଇଁ ଘଟଣା ସ୍ଥଳରେ ସଦର ଥାନା ଅଧିକାରୀ ପହଁଚିବା ସହ ଅଗ୍ନିସମ ବାହିନୀ ପହଞ୍ଚି ଅଗ୍ନିକୁ ଆୟତ କରଥିଲେ । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସି ଫୋର୍ସ ମୁତୟନ କରାଯାଇଛି ବୋଲି ଜଣାପଡିଛି ।

 

Related Post

ଟଙ୍କା ବ୍ୟାଗ୍ ଝାମ୍ପି ନେଉଥିବା ବେଳେ ଧରାପଡିଲେ ଯୁବକ

Posted by - August 5, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା)ଟଙ୍କା ବ୍ୟାଗ୍ ଝାମ୍ପି ନେଉଥିବା ବେଳେ ଧରାପଡିଲେ ଯୁବକ , ଲୁଟେରା କୁ ବାନ୍ଧି ବୁହାଏ ଛେଚିଲେ ଲୋକେ । ଜଣେ ମହିଳା ଙ୍କ ଠାରୁ…

ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲେ କୁଆଖିଆ ପୋଲିସ

Posted by - December 6, 2019 23
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଏକ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରିଛି କୁଆଖିଆ ପୋଲିସ। ଘଟଣାରେ ୪ଜଣ ଡକାୟତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩ଟି…

ଡକାୟତି ଉଦ୍ୟମ ପଣ୍ଡ,ମାରଣାସ୍ତ୍ର ସହ ୬ ଡକାୟତ ଗିରଫ.

Posted by - June 28, 2020 0
ଅନୁଗୁଳ:(ମହେଶ ଭୋମରାଜ )ଅନୁଗୁଳ ସହର ଉପଖଣ୍ଡ ହାଟଛକ ପେଟ୍ରୋଲ ପମ୍ପ ପଛପାଖ ମଳିହାପଡିଆରେ ବସି ଡକାୟତି ଯୋଜନା କରୁଥିବା ବେଳେ ଅନୁଗୁଳ ପୋଲିସ ହାତରେ ଧରା ପଡିଛନ୍ତି…

୨୦ଲିଟର ଦେଶୀ ମଦ ସହ ଜଣେ ଗିରଫ

Posted by - August 21, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦଳପଟିଗୁଡା ଗ୍ରାମପଂଚାୟତ ରାମାଗୁଡା ରାସ୍ତାରେ ଜଣେ ଦେଶୀ ମଦ ବିକ୍ରି କରୁଥିବା ବେଳେ ମାଥିଲି ଅବକାରୀ ବିଭାଗ ଓ,…