ବରୀ ରାଜାତୋଟା ରେ ବିଶାଳ ପ୍ରାଣି ଚିକିଛା ଶିବିର

928 0

ଯାଜପୁର: ବରୀ ବ୍ଲକ ଅନ୍ତର୍ଗତ ରାଜlତୋଟା ଯଜ୍ଞ ପଡ଼ିଆ ନିକଟରେ ଆଜି ଏକ ଦିବସୀୟ ପ୍ରାଣୀଚିକିସ୍ଛା ଶିବିର ଅନିଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସକାଳ ୭ ଘଟିକାଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଶିବିରରେ ବରିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ବୃନ୍ଦାବନ ସାମଲ ଓ ଅଭିମନ୍ୟୁ ସାମନ୍ତସିଂଘାର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦେବପ୍ରସlଦ ସାମଲ ଉଦ୍ଧଘାଟନ କରିଥିଲେ। ବରୀ ପଶୁ କିଚିସ୍ଛା ଅଧିକାରୀ ଓ ବରୀର କିଛି ସ୍ଵଛାସେବୀ ଅଂଶଗ୍ରହଣ କରିଥିଲେ ।

ଏହି ଚିକିସ୍ଛା ଶିବିରରେ ବରୀ ର ପାଖାପlକ୍ଷୀ ଅଂଚଳ ତଥା ବାଲିବିଲି, କୋରୋଡାପିପଲ ,କାଇପଡ଼ା , ଢି଼ଅସlହି, ରାମଚନ୍ଦ୍ରପୁର ,ବରୀ , ଚନ୍ଦନପୁର, ରାମପୁର ,ଅଣିକଣା ଆଦି ଅଞ୍ଚଳରୁ ଶତାଧିକ ଗୋରୁଗାଈ ପ୍ରଭୁତି ଆସି ଚିକିତ୍ସା ହେଇଥିବା ଜଣାପଡିଛି ।ଏହି ଶିବିର କୁ ରାଧାଗୋବିନ୍ଦ ସେବାସଙ୍ଘ , ଆଶ୍ୱାସନା ସାମାଜିକ ସଂଗଠନ , ରାଜlତୋଟା ଯୁବକ ସଂଘ , ହଳଧର ଦାସ ମେମୋରିଆଲ ଟ୍ରଷ୍ଟ , ରାଜlତୋଟା ବିକାଶ ପରିଷଦ , ଅନ୍ୟାନ୍ୟ ସ୍ୟାଛାସେବୀ ଅନୁଷ୍ଠାନ ଓ କିଛି ସ୍ଥାନିଅ ଯୁବକ ଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ କୁ ଶାନ୍ତି ସୃଖଳା ସହ ସମାପନ କରାଯାଇଥିଲା ।

ବରୀ ରୁ ସ୍ନେହାଂଶୁ ଶେଖର ମହାନ୍ତି …

Related Post

ଶତାୟୁ ମହିଳାଙ୍କ ପରଲୋକ

Posted by - December 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ବାଲିଝରି ଗ୍ରାମର ସ୍ବର୍ଗତ ଜଗନାଥ ଦାସ ଙ୍କ ସ୍ତ୍ରୀ ତାରା ଦାସ 107 ବର୍ଷ…

ଅଭିଯୁକ୍ତ ଆକ୍ରମଣରେ ଜୟପାଟଣା ଥାନା ଅଧିକାରୀ ଆହତ, ଅନ୍ୟ ଦୁଇ ଗୁରୁତର

Posted by - January 9, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜୈନିକ ଅଭିଯୁକ୍ତ କୁ ଧରିବା ପାଇଁ…

ଷଷ୍ଠ ଜିଲାପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ 

Posted by - June 25, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଷଷ୍ଠ ଜିଲାପରିଷଦ ଯାଜପୁରର ପ୍ରଥମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭପତି…

ଓଡ଼ିଶା ମୋଟର ଚାଳକ ସଂଘ ର ନୂତନ କର୍ମକର୍ତ୍ତା ଓ ବନ୍ଧୁ ମିଳନ।

Posted by - December 12, 2021 0
ବଙ୍ଗୋମୁଣ୍ଡା:ତା୧୨/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅନ୍ତର୍ଗତ ଜୁରାବନ୍ଦ ପଞ୍ଚାୟତ ଛତରଙ୍ଗ ଗୁମ୍ଫା ଡେମ ଠାରେ ଓଡିଶା ମୋଟର ଚାଳକ ସଂଘ ର ନୂତନ କର୍ମକର୍ତ୍ତା ଚୟନ ଓ…

ଯୁବ ଖେଳାଳି ସଞୟ°କ ନୀଧନ ରେ ପୁରା କୁଡୁମୁଲୁଗୁମ୍ମା ଶୋକମୟ

Posted by - February 23, 2022 0
ମାଲକାନଗିରି :(ଅବଦୁଲ ଗନି)୨୦/୦୨କୁଡୁମୁଲୁଗୁମ୍ମା ଗ୍ରାମର ଜଣେ ଜଣାଶୁଣା ଓ ଲୋକପ୍ରିୟ ଯୂବଖେଳାଳି ସଞ୍ଜୟ ବିଶ୍ୱାସ°କ ନୀଧନ ହୋଇଯାଇଛି । ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ…

Leave a comment

Your email address will not be published.