Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ବରୀ ରାଜାତୋଟା ରେ ବିଶାଳ ପ୍ରାଣି ଚିକିଛା ଶିବିର

1038 3

ଯାଜପୁର: ବରୀ ବ୍ଲକ ଅନ୍ତର୍ଗତ ରାଜlତୋଟା ଯଜ୍ଞ ପଡ଼ିଆ ନିକଟରେ ଆଜି ଏକ ଦିବସୀୟ ପ୍ରାଣୀଚିକିସ୍ଛା ଶିବିର ଅନିଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସକାଳ ୭ ଘଟିକାଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଶିବିରରେ ବରିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ବୃନ୍ଦାବନ ସାମଲ ଓ ଅଭିମନ୍ୟୁ ସାମନ୍ତସିଂଘାର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦେବପ୍ରସlଦ ସାମଲ ଉଦ୍ଧଘାଟନ କରିଥିଲେ। ବରୀ ପଶୁ କିଚିସ୍ଛା ଅଧିକାରୀ ଓ ବରୀର କିଛି ସ୍ଵଛାସେବୀ ଅଂଶଗ୍ରହଣ କରିଥିଲେ ।

ଏହି ଚିକିସ୍ଛା ଶିବିରରେ ବରୀ ର ପାଖାପlକ୍ଷୀ ଅଂଚଳ ତଥା ବାଲିବିଲି, କୋରୋଡାପିପଲ ,କାଇପଡ଼ା , ଢି଼ଅସlହି, ରାମଚନ୍ଦ୍ରପୁର ,ବରୀ , ଚନ୍ଦନପୁର, ରାମପୁର ,ଅଣିକଣା ଆଦି ଅଞ୍ଚଳରୁ ଶତାଧିକ ଗୋରୁଗାଈ ପ୍ରଭୁତି ଆସି ଚିକିତ୍ସା ହେଇଥିବା ଜଣାପଡିଛି ।ଏହି ଶିବିର କୁ ରାଧାଗୋବିନ୍ଦ ସେବାସଙ୍ଘ , ଆଶ୍ୱାସନା ସାମାଜିକ ସଂଗଠନ , ରାଜlତୋଟା ଯୁବକ ସଂଘ , ହଳଧର ଦାସ ମେମୋରିଆଲ ଟ୍ରଷ୍ଟ , ରାଜlତୋଟା ବିକାଶ ପରିଷଦ , ଅନ୍ୟାନ୍ୟ ସ୍ୟାଛାସେବୀ ଅନୁଷ୍ଠାନ ଓ କିଛି ସ୍ଥାନିଅ ଯୁବକ ଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ କୁ ଶାନ୍ତି ସୃଖଳା ସହ ସମାପନ କରାଯାଇଥିଲା ।

ବରୀ ରୁ ସ୍ନେହାଂଶୁ ଶେଖର ମହାନ୍ତି …

Related Post

ଆଦିବାସୀ ସମାଜର ବିଶ୍ବ ଆଦିବାସୀ ଦିବସ ପାଳନ

Posted by - August 12, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ଖେଳ ପଡିଆରେ ଆଦିବାସୀ ସମନ୍ବୟ ସମିତି ପକ୍ଷରୁ ସଭାପତି ସାମନ୍ତ ମାଝୀଙ୍କ ତତ୍ତ୍ବାବଧାନରେ ବିଶ୍ବ…

ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ

Posted by - May 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଂସ୍କୃତି ଭବନ ପରିସରରେ ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜଣ ଶୁଣାଣି ୧୩୭ ଟି ମାମଲା ପଞ୍ଜିକୃତ ,୧୬ଟି ଅଭିଯୋଗ ର ତତ୍କାଳ ଶୁଣାଣୀ

Posted by - September 19, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ବ୍ଲକସ୍ତରୀୟ ମିଳିତ ଜଣ ଶୁଣାଣୀ ସୋମବାର…

ବିଂଝାରପୁର ୱେବ୍ ମିଡ଼ିଆ ଆସୋଷେସନ୍ ତରଫରୁ ଏକ ବୈଠକ

Posted by - August 9, 2020 0
ବିଂଝାରପୁର :(ଗୁଲସାହାନୱାଜ ଅଲି ଖାଁ)ଯାଜପୁର ଜିଲ୍ଲା ବିଂଝାରପୁର ଠାରେ ବିଂଝାରପୁର ୱେବ୍ ମିଡ଼ିଆ ଆସୋଷେସନ୍ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଭାତୃତ୍ୱର ଦ୍ୱାହି…

There are 3 comments

  1. Buy Glipizide online without a prescription How to buy illegal
    diabetes medications online without being traced?
    Buy Glimepiride Online without a Doctor’s Prescription Looking for an online pharmacy
    that sells diabetes medication at a discount without a prescription.

Leave a comment

Your email address will not be published.