Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ବାରମ୍ବାର ଅଭିଯୋଗ ପରେବି ବିପଦ ସଂକୁଳ ଅବସ୍ଥା ରେ ବିଦ୍ୟୁତ ଖୁଣ୍ଟ

322 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)ହରଭଙ୍ଗା ବ୍ଲକ ବିରାମଚନ୍ଦ୍ର ପୁର ପଞ୍ଚାୟତ ବିରାମଚନ୍ଦ୍ର ପୁର ଗାଁ ରେ ଯମ ଜଗିରହିଛି !କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ!ଗାଁ ମଝିରେ ଯାଇଥିବା ଜୀବନ୍ତ ଯମ ଇଲେକ୍ଟ୍ରି ଖୁଣ୍ଟି ବିପଦ ସଂକୁଳ ଅବସ୍ଥାରେ!କେତେବେଳେ ଭାଂଗିପଡିବ ତାହାର  କିଛିବି କହିହେବ ନାହି!ବିଭାଗୀୟ କତୃପକ୍ଷ କୁ ବାରବାର ଅଭିଯୋଗ କଲେ ବି ହୋଇ ପାରୁନି ମରାମତି!ଏପଟେ ବକେୟା ଟଙ୍କା ଅସୁଲ କରିବାରେ ଜୁଲୁମ କରୁଛି ଇଲେକ୍ଟ୍ରି ବିଭାଗ!ଯଦି ଜନସାଧାରଣ ବକେୟା ଟଙ୍କା ପରିଶୋଧ କଲେ ବିହୋଇପାରୁନି ମରାମତି ତେବେ ବିଗତ ଦିନରେ ଯଦି କାହାର କ୍ଷୟ କ୍ଷତି ଘଟେ ବୌଦ୍ଧ ଇଲେକ୍ଟ୍ରି ବିଭାଗ ଵା S D O ଦାୟୀ ହେବେକି!

ପ୍ରଶ୍ନ ଉଠିଛି ବିରାମଚନ୍ଦ୍ର ପୁର ଗ୍ରାମ ବାସୀଙ୍କ ମନରେ!ଏହାକୁ ନେଇ ସ୍ଥାନୀୟ ରାଜ ନେତା କି ଇଲେକ୍ଟ୍ରି ବିଭାଗ କେହିବି ଆଖି ପକାଉ ନାହାନ୍ତି!ବହୁବର୍ଷ ରୁ ଲୁହାରେ ତିଆରି ଏହି ପୋଲ କଳଙ୍କି ଲାଗି ଛିଣ୍ଡିବା ଅବସ୍ଥାରେ ଅଛି!ଆଗକୁ ପୁଣି ଲଗାଣ ବର୍ଷା, ବାତ୍ୟା ତେଣୁ ଚିନ୍ତାରେ ଗ୍ରାମ ବାସି!ଯଥା ଶୀଘ୍ର ଏହାର ମରାମତି କରିବl ପାଇଁ ଗ୍ରାମ ବାସୀଙ୍କ ଦାବି ହେଉଛି।

Related Post

ରୁପେଶ ମଲରୁ ଲକ୍ଷାଧିକ ଟଙ୍କାର କପଡା ଓ ଟଙ୍କା ଚୋରି, ପୋଲିସର ତଦନ୍ତ ଜାରି

Posted by - July 9, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚୋରି ଡକାୟତି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ଖୋଦ୍ ସଦର ମହକୁମା ଠାରୁ…

ମହିଳା ମାନଙ୍କ ଦ୍ବାରା ସ୍ବଚ୍ଚତାହିଁ ସେବା ଓ ପ୍ଲାଷ୍ଟିକମୁକ୍ତ ମଦବିରୋଧୀ କାର୍ଯ୍ୟକ୍ରମ

Posted by - September 23, 2019 0
କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ପକ୍ଷରୁ ସ୍ବଚ୍ଚତାହିଁ ସେବା ଓ ପ୍ଲାଷ୍ଟିକମୁକ୍ତ ପରିବେଶ ମଦମୁକ୍ତ ଅଞ୍ଚଳ ଗଠନ କରିବାକୁ ଶତାଧିକ ମହିଳା ମାନଙ୍କ…

ଅଳକୁଣ୍ଡ ବଜାରରୁ ଜବରଦଖଲ ଉଚ୍ଛେଦ

Posted by - November 29, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲା ବିଂଝାରପୁର ତହସିଲ ଅନ୍ତର୍ଗତ ଅଳକୁଣ୍ଡ ବଜାରରୁ ଜବରଦଖଲ ଉଚ୍ଛେଦ କରାଯାଇଛି ,ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରି ତହସିଲ ପ୍ରଶାସନ ଏଭଳି ଉଚ୍ଚେଦ କାର୍ଯ୍ୟ ଜାରି ରଖିଛି । ସରକାରୀ ଜାଗାରେ ବେଆଇନ ନିର୍ମାଣ ସହିତ ଦୋକାନ ବଜାର ହୋଇଥିବାରୁ ରାସ୍ତାଘାଟ ସଂକୁଚିତ ହୋଇଥିଲା ଏହାକୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ସ୍ଥାନୀୟ ତହସିଲ ପ୍ରଶାସନ ଏବଂ ପୋଲିସ ଉପସ୍ଥିତିରେ ଉଚ୍ଛେଦ ପ୍ରକିୟା ଜାରି ରହିଛି ।      

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭାଲୁର ମ୍ରୁତ୍ୟୁ

Posted by - July 20, 2021 0
ବୌଦ୍ଧ :(ଚିତ୍ତରଞ୍ଜନ ସିଁ )ଗତକାଲି ବିଳମ୍ବିତ ରାତିରେ ହରଭଙ୍ଗା ବ୍ଲକ୍ ବୀରରାମଚନ୍ଦ୍ରପୁର ଗ୍ରାମ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଭାଲୁ ମ୍ରୁତ୍ୟୁବରଣ କରିଥିବା ଜଣା…

ମୁଖ୍ୟ ରାସ୍ତାର ମଳଦା ଛକ ନିକଟ ମଟର ସାଇକେଲ ଓ କାର ମଧ୍ୟରେ ଧକା

Posted by - February 13, 2022 0
କୁଆଖିଆ/ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ମୁଖ୍ୟ ରାସ୍ତାର ମଳଦା ଛକ ନିକଟ ମଟର ସାଇକେଲ ଓ କାର ମଧ୍ୟରେ ଧକା । ମଟର ସାଇକେଲ ରେ ଯାଜପୁର ଟାଉନ କୁଆସରପୁର…