ଚୋର ମଦ ଚାଲାଣ ବେଳେ ୧୬୦ ଲିଟର ଦେଶୀ ମଦ ଜବତ. ଜଣେ ବ୍ୟକ୍ତିଙ୍କୁ ଅଟକ

617 0

ଵାରଙ୍ଗ:(ସନ୍ତୋଷ ରାଉତ)ରାଜଧନୀ ଉପକଂଣ୍ଠ ବାରଙ୍ଗ ଅଂଚଳରେ ଚୋର ମଦ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ଉକ୍ତ ବ୍ୟକ୍ତି ସହିତ ଏକ ଅଟୋ କୁ ଜବତ କରିଛି ବାରଙ୍ଗ ପୋଲିସ।ସୂଚନା ମୁତାବକ ଚୋରା ମଦ ନେଇ ଜୟନନ୍ଦ ବେହେରା ନାମକ ବ୍ୟକ୍ତି ଜଣକ ଢେଙ୍କାନାଳରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଗୋଡିସାହି ନିକଟରେ ପେଟ୍ରୋଲିଂଗ ବେଳେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲା।

ଧରାପଡିଥିବା ଜୟନନ୍ଦା ବେହେରାଙ୍କଠାରୁ ପୋଲିସ ୧୬୦ ଦେଶୀ ମଦ ସହିତ ଗୋଟିଏ OD 05 AN 2678 ନମ୍ବର ଅଟୋକୁ ଜବତ କରିଛି ବାରଙ୍ଗ ପୋଲିସ। ଉକ୍ତ ଜୟନନ୍ଦା ବେହେରାଙ୍କ ନାମରେ କେସ ନମ୍ବର ୧୨୩/୨୧ରେ ମାମଲା ରୁଜୁ କରି ପୋଲିସ ପଚରାଉଚରା ଜାରିରଖିଥିବାର ସୂଚନା ମିଳିଛି.।
ଵାରଙ୍ଗରୁ ସନ୍ତୋଷ ରାଉତଙ୍କ ରିପୋର୍ଟ ଏଇ ଓଡ଼ିଶା

Related Post

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପୂର୍ବତନ ବ୍ଳକ ଉପାଧ୍ୟକ୍ଷାଙ୍କ ସ୍ଵାମୀ

Posted by - March 26, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବ୍ୟାପକ ସଚେତନତା ଓ କଠୋର ଆଇନ ପ୍ରଣୟନ ସତ୍ତେ ନାରୀ ମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି। ଭଦ୍ର ମୁଖା…

ଜଣେ ପୋଲିସ କର୍ମଚାରୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ।

Posted by - September 12, 2019 0
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଲୋକେ।ଏଭଳି ଏକ ଲଜ୍ଜା ଜଣକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା SP ଙ୍କ…

ଓଡ଼ିଶାରେ ସାଇବର ଲୁଟେରାଙ୍କ ଆତଙ୍କ,ଡାକ୍ତରଙ୍କଠାରୁ ଠକିନେଲେ ୭୭ ଲକ୍ଷ

Posted by - February 18, 2021 0
କଟକ: ସିଡିଏ ସେକ୍ଟର-୭ ଅଞ୍ଚଳର ଜଣେ ଡାକ୍ତର ସନାତନ ମହାନ୍ତିଙ୍କୁ ସାଇବର ଲୁଟେରା ୭୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଏ ସମ୍ପର୍କରେ ସନାତନ ସାଇବର…

ସିରିୟଲ କିଲରର ପର୍ଦ୍ଦାଫାଶ,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ନାରାୟଣ ସାହୁ ହିଁ ସେଇ ନାଇଫ୍ ମ୍ୟାନ୍‌

Posted by - July 30, 2019 0
କଟକ : କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ…