ସୋନପୁର ସହରରେ ପୋଲିସର କଡ଼ାକଡ଼ି ଯାଞ୍ଚ

215 0

ସୋନପୁର:(ଅଜିତ୍ କୁମାର ପୁଝାରୀ)ଲକ୍ ଡାଉନ୍ ହେଉ ଅବା ସଟ ଡାଉନ୍ ହେଉ ଅମାନିଆ ମାନେ ସୋନପୁର ସହରରେ ବେଶ୍ ଆରାମ୍ ରେ ବୁଲୁଥିବା ଦେଖିବାକୁ ମିଳିଛି l ଗତ କାଲି ସବୁ ଆଡ଼େ ସଟଡାଉନ୍ ରହିଥିବା ସତ୍ତ୍ୱେ ମଧ୍ୟ ଅମାନିଆ ମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଲଗାମ୍ ଲଗାଇବା ପାଇଁ ସହର ର ନଳିନୀ ଛକ ଠାରେ କଡ଼ା ଯାଞ୍ଚ କରାଯାଇଛି lଯାଞ୍ଚ ସମୟରେ ଘରୁ ବାହାରିବା କୌଣସି କାରଣ ଦର୍ଶାଇ ନ ପାରି ଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଫାଇନ ଆଦାୟ କରି ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି l

 

 

Related Post

ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Posted by - December 7, 2019 0
ଭୁବନେଶ୍ୱର ୦୭।୧୨ – ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ସନ୍ଧ୍ୟା ୭ଟା ୨୦ ସମୟରେ ରାଷ୍ଟ୍ରପତିଙ୍କ ବିମାନ ଭୁବନେଶ୍ୱର ବିମାନ…

ପୁରୁଣାକଟକ ସହର କୁ ଅଧିକ ବିକଶିତ କରିବା ପାଇଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା

Posted by - September 28, 2021 0
ବୈଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାହରଭଙ୍ଗା ବ୍ଲକ ର ପୁରୁଣାକଟକ ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟି କୋଣ ରୁ ଜିଲ୍ଲା ର ଏକ ଗୁରୁତ୍ୱପୂର୍ଣ ସ୍ଥାନ ଅଟେ! ଏଠାରେ…

ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ହେଲେ ସୁସ୍ଥ,ରଥ ବେଦି ଚାରିପାର୍ଶ୍ବ ପଟାବାଡ଼ିଆ ଶେଷ

Posted by - June 26, 2022 0
ପୁରୀ:ସ୍ନାନ ପୂର୍ଣ୍ଣିମାରେ ସ୍ନା କରି ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି । ତେବେ ପୁରୀରେ ରାଜପ୍ରସାଦ ବିଜେ ନୀତି ଆରମ୍ଭ ହୋଇଛି ।…

ଯାଜପୁରରେ ୭୪ ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ

Posted by - August 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ କୋରୋନା କଟକଣା ମଧ୍ୟରେ ୭୪ ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏହି…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ

Posted by - August 16, 2020 0
ଭୁବନେଶ୍ବର :ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ତାଙ୍କର ନିଜସ୍ବ ସେକ୍ରେଟାରୀ,…