Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ସୋନପୁର ସହରରେ ପୋଲିସର କଡ଼ାକଡ଼ି ଯାଞ୍ଚ

299 0

ସୋନପୁର:(ଅଜିତ୍ କୁମାର ପୁଝାରୀ)ଲକ୍ ଡାଉନ୍ ହେଉ ଅବା ସଟ ଡାଉନ୍ ହେଉ ଅମାନିଆ ମାନେ ସୋନପୁର ସହରରେ ବେଶ୍ ଆରାମ୍ ରେ ବୁଲୁଥିବା ଦେଖିବାକୁ ମିଳିଛି l ଗତ କାଲି ସବୁ ଆଡ଼େ ସଟଡାଉନ୍ ରହିଥିବା ସତ୍ତ୍ୱେ ମଧ୍ୟ ଅମାନିଆ ମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଲଗାମ୍ ଲଗାଇବା ପାଇଁ ସହର ର ନଳିନୀ ଛକ ଠାରେ କଡ଼ା ଯାଞ୍ଚ କରାଯାଇଛି lଯାଞ୍ଚ ସମୟରେ ଘରୁ ବାହାରିବା କୌଣସି କାରଣ ଦର୍ଶାଇ ନ ପାରି ଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଫାଇନ ଆଦାୟ କରି ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି l

 

 

Related Post

ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ

Posted by - October 9, 2022 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି l ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ…

ଟିଟିଲାଗଡ ସରକାରି ଡ଼ାକ୍ତରଖାନାରେ ଡ଼ାକ୍ତରଙ୍କ ଅଭାବ, ଏ ଦୁଃଖ ଦୂର ହେବ କେବେ ?

Posted by - February 4, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସରକାରି ଡ଼ାକ୍ତରଖାନା ଉପରେ ଚିକିତ୍ସା ପାଇଁ ହଜାର ହଜାର ଲୋକ ସହର ତଥା ଆଖପାଖ ଅଞ୍ଚଳରୁ ଆସନ୍ତି ଚିକିତ୍ସା ପାଇବା ପାଇଁ, ଲୋକଙ୍କର…

ଜିଲ୍ଲାରେ ପୌର ନିର୍ବାଚନ ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

Posted by - March 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଚଳିତ ପୌର ସଂସ୍ଥାର ସାଧାରଣ ନିର୍ବାଚନ ୨୦୨୨ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ୨୪ ମାର୍ଚ ରେ ଅନୁଷ୍ଠିତ ହେବ l ନିର୍ବାଚନକୁ ଅବାଧ, ନିରପେକ୍ଷ,…

ରାଜ୍ୟ ପଣ୍ୟାଗାର ନିଗମର ରାସ୍ତା କାମରେ ଅନିୟମିତତା ଅଭିଯୋଗ

Posted by - August 27, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଜୋଲକୋ କଲୋନୀପଡା ନିକଟରେ ଥିବା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଗୋଦାମ କୁ ଯିବା ପାଇଁ ରହିଥିବା ରାସ୍ତା…

କଣ୍ଟାବାଞ୍ଜି ବିଧାୟକଙ୍କ ଚୁଲିଫୁଙ୍କା ଗ୍ରାମ ଗସ୍ତ

Posted by - June 16, 2023 0
ଭୁବନେଶ୍ବର 🙁 ନରେନ୍ଦ୍ର ନେଗୀ): କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଚୁଲିଫୁଙ୍କା ଗ୍ରାମକୁ ଗସ୍ତ କରିବା ସହ ଜଗନ୍ନାଥ ଭଗବାନଙ୍କୁ ପାଟ ବସ୍ତ୍ର ପ୍ରଦାନ କରିଥିଲେ…