କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟଣା: କାରଣ ଅନୁସନ୍ଧାନ ଲାଗି ସ୍ବତନ୍ତ୍ର ଟିମ୍ ଗଠିତ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏସ୍‌ସିବି ଅଧୀକ୍ଷକଙ୍କ ନିର୍ଦ୍ଦେଶ

980 0

ଆଜି ସକାଳ ୯ଟା ସମୟରେ ମେଡିକାଲ୍‌ରେ ଥିବା ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ ନିଆଁ ଲାଗି ଯାଇଥିଲା। ଫଳରେ ପାଥୋଲୋଜି ବିଭାଗ ଭିତରେ ଥିବା ଗୁରୁତ୍ୱପୂର୍ଣ୍ଣ ଆସବାବପତ୍ର ଓ ମୂଲ୍ୟବାନ ସାମଗ୍ରୀ ପୋଡି ଧ୍ୱଂସ ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମେଡିକାଲ୍‌ର ୧୦ରୁ ଊର୍ଧ୍ୱ ଏସି ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଆସବାପତ୍ର ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗକୁ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁଁକୁ ଆୟତ୍ତ କରିଥିଲେ।

Related Post

ଉଦ୍ଧାର ହେଲା ବନ୍ଧକ ଆଦିବାସୀ ଝିଅ, ଅଭିଯୁକ୍ତ ଗିରଫ

Posted by - April 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜୈନିକା ଆଦିବାସୀ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ବନ୍ଧକ ରଖିବା ଘଟଣା ଏଇ ଓଡିଶା ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ…

ସମ୍ବଲପୁର କୋଭିଡ କଟକଣା ରେ ଛଟପର୍ବ ପାଳିତ

Posted by - November 11, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କୋଭିଡ କଟକଣା ମଧ୍ୟରେ ବିହାରୀ ସଂପ୍ରଦାୟଙ୍କ ମହାନ୍‌ ପର୍ବ ଛଟ ସମ୍ବଲପୁର ଠାରେ ପାଲିତ ହୋଇଛି। ଏହି ପର୍ବର ନିୟମ ଅନୁଯାୟୀ ବିଭିନ୍ନ ଜଳାଶୟ ଏବଂ…

ଗ୍ରାମ୍ୟ ସଡକରେ ସାରଦା ଖଣିରୁ ଲୁହାପଥର ପରିବହନକୁ ବିରୋଧ

Posted by - May 19, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ )ଯୋଡ଼ା ବ୍ଲକ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଦେଇ ସାରଦା ଖଣିରୁ ଲୌହ ପଥର ପରିବହନକୁ ଠାକୁରାଣୀ ସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇଛି।ଏହି…

ଥୁଆମୂଳ ରାମପୁର ରେ ବାଟବଣା ସାମାଜିକ ସୁରକ୍ଷା ଯୋଜନା, ମୁସ୍କୁଟାଓ ବଣ୍ଡାବାଗର୭୧ ଜଣ ହିତାଧ୍ୟାକାରୀଙ୍କୁ ମିଳିନି ୩ ମାସର ଭତ୍ତା।

Posted by - April 15, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡିର ଦୁର୍ଗମ ଅଂଚଳ ବୋଲାଉଥିବା ଥୁଆମୂଳ ରାମପୁର ବ୍ଲକରେ ପ୍ରଶାସନିକ ଅପାରଗତା ଓ କର୍ମଚାରୀଙ୍କ ଗୋଲକଧନ୍ଦା ଯୋଗୁଁ ହିତାଧିକାରୀ ମାନେ…

Leave a comment

Your email address will not be published.