ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

613 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ ୭ଦଫା ଦାବୀପତ୍ର ପ୍ରଦାନ କରାଯାଇଛି l କରୋନା ମହାମାରୀ ସମୟରେ ଆଶା କର୍ମୀମାନଙ୍କୁ ନିୟୋଜିତ କରିବା କରୋନା ଉପକରଣ ପାଇଁ ପାଣ୍ଠି ଦେବା ପ୍ରୋତ୍ସାହନ ରାଶି ଘୋଷଣା କରିବାପାଇଁ ଧନ୍ୟବାଦ ଜଣାଇ ଛନ୍ତି l

ଆଶା କର୍ମୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା ଓ ବୀମା ଭୁକ୍ତ କରିବା,ଘୋଷଣା ଅନୁଯାଇ କରୋନା କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ବରଣ କରିଥିବା ସମସ୍ତ ଆଶା କର୍ମୀଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉ,ମାସିକ ୫୦୦୦ ଟଙ୍କା ପ୍ରଦାନ କରାଯାଉ,ସୁରକ୍ଷା ଉପକରଣ କିଣିବା ପାଇଁ ବାଧ୍ୟ କରା ନ ଯାଉ,ସମସ୍ତ ଆଶା କର୍ମୀ ମାନଙ୍କୁ ମୋବାଇଲ ଦିଆଯାଉ,ବର୍ତ୍ତମାନ ମିଳୁଥିବା ପରିଶ୍ରମିକ ନିୟମିତ ୧୦ ତାରିଖ ସୁଦ୍ଧା ପ୍ରଦାନ କରାଯାଉ ଏହି ଭଳି ୭ ଦଫା ଦାବୀପତ୍ର ମାନନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ,ନିର୍ଦ୍ଧେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି l

ସେଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ,କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ ଜିଲ୍ଲା ଉପ ସଭାପତି ବିଷ୍ଣୁ ପ୍ରସାଦ ବିଷୋୟୀ,ସମ୍ପାଦକ ରାମ ବିଷୋୟୀ,ଆଶା କର୍ମୀ ସଂଘ ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ହରିଜନ ସମ୍ପାଦିକା ସଞ୍ଜୁ ନାୟକ ଓ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ!

Related Post

ଜହ୍ନାପଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

Posted by - December 1, 2021 0
ବରଗଡ/ଅତାବିରା:ଜିଲ୍ଲାର ବିଭିନ୍ନ ବ୍ଲକରେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ହିତରେ ଆଗକୁ ନିର୍ବାଚନ କୁ ଆଖିଆଗରେ ରଖି ଚାଲିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।ଉଭୟ…

ନୂଆ ଆଲୋକ ର ବାର୍ଷିକୋତ୍ସବ

Posted by - November 15, 2019 281
ଯାଜପୁର ଟାଉନ:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ହରିପୁର ପ୍ରାଥମିକବିଦ୍ୟାଳୟପରିସରରେସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକରବାର୍ଷିକୋତ୍ସବ ଅନୁଷ୍ଠିତହୋଇଯାଇଛି । ଏଥିରେ ଯାଜପୁର ଅତିରିକ୍ତଏସପିଜୟରାମଶତପଥି ମୁଖ୍ୟ ଅତିଥି ଭାବେଯୋଗ ଦେଇ ସଂଗଠନ ପକ୍ଷରୁକରାଯାଉଥିବାସାମାଜିକକାର୍ଯ୍ୟକ୍ରମକୁ…

ଟୀକାକରଣ ସଚେତନତା ରଥ ଉଦଘାଟିତ

Posted by - March 12, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଟୀକାକାରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ…

କଂଟାବଣିଆ ଠାରେ କେୟାର ନେତ୍ରମ ଓ ଭିଜନ କେୟାର ଆଇ ହସ୍ପିଟାଲ ର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Posted by - March 9, 2020 255
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଦଶରଥପୁର ବ୍ଲକ କଂଟାବଣିଆ ଠାରେ କେୟାର ନେତ୍ରମ ଓ ଭିଜନ କେୟାର ଆଇ ହସ୍ପିଟାଲ ର ମିଳିତ ଉଦ୍ୟମରେ ଏକ ମାଗଣା ଚକ୍ଷୁ…

ଲକ୍‌ଡାଉନ ପରେ ଯାଜପୁର ଜିଲ୍ଲାକୁ ହଜାର ହଜାର ଲୋକ ଆସିବାର ସମ୍ଭାବନା, ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ

Posted by - April 23, 2020 0
ଭୁବନେଶ୍ବର:କରୋନା ପାଇଁ ବାହାର ରାଜ୍ୟରେ ଯାଜପୁର ଜିଲ୍ଲାର ହଜାର ହଜାର ଲୋକମାନେ ଅଟକି ରହିଛନ୍ତି । ଲକ୍‌ଡ଼ାଉନ ଯୋଗୁ ସେମାନେ ଆସିପାରୁ ନାହାଁନ୍ତି କିମ୍ବା ଯାଜପୁର ଜିଲ୍ଲାରେ…