କେବେ ମିଳିବ ଗରିବ ବିଧବା ମହିଳାଙ୍କୁ ଆବାସଘର

195 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)  ବୋୖଦ୍ଧଜିଲ୍ଲାହରଭଙ୍ଗା ବ୍ଲକ ଧଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଳପଦର ଗ୍ରାମର ହରିଜନ ସାହିର ଚମ୍ପା ମହାନଦିଆ ଏକ ଚାଲ ଛପର ନାଡ଼ା ଘରେ ଜରି ଟାଣି ରହୁଛନ୍ତି । ଚମ୍ପା ମହାନଦିଆ ଙ୍କ ସ୍ୱାମୀ ମୃତ୍ୟୁ ପରେ ,ଚମ୍ପା ଏକୁଟିଆ ଏକ ଚାଳଛପର ଘରେ ରହୁଛନ୍ତି। ଆଗକୁ ବର୍ଷାଦିନ ଆସୁଛି | କେମିତି ରହିବେ ସେହି ଚାଲ ଛପର ଘରେ ଏହି ମହିଳା ଜଣଙ୍କୁ ସେନେଇ ଏବେଠୁ ଚିନ୍ତା ମାଡି ବସିଛି| ସରକାର ୨୦୨୦ ଓ ୨୦୨୧ ମସିହା ସୁଦ୍ଧା ପ୍ରତ୍ୟକ ପରିବାରଙ୍କୁ ଆବାସଘର ଯୋଗାଇ ଦେବାପାଇଁ କହୁଥିବା ବେଳେ ଆଜି ପ୍ରଯ୍ୟନ୍ତ ଏମିତି ନିରୀହ ଗରିବ ଶ୍ରେଣୀର ଲୋକ ଘରଟିଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତୁରନ୍ତ ଏହି ବିଧବା ଗରିବ ମହିଳାଙ୍କୁ ଏକ ଆବାସଘର ଯୋଗାଇ ଦେବା ଜନସାଧାରଣ ଦାବି କରିଛନ୍ତି।

Related Post

କରୋନା ପୁଲିସ ବିଭାଗକୁ ଡେଇଁଲା,ଗଞ୍ଜାମରେ ଦୁଇଜଣ ଗୃହରକ୍ଷୀ କରୋନାରେ ଆକ୍ରାନ୍ତ

Posted by - May 27, 2020 232
ଭୁବନେଶ୍ବର :ବ୍ରହ୍ମପୁର ଅଞ୍ଚଳରେ ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୋଲସର ଥାନାର ଏହି ଦୁଇ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଗଞ୍ଜାମ ଏସପି ଟ୍ବିଟ କରି…

ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର, ତାପମାତ୍ରା ୪୫ ଡିଗ୍ରୀ କୁ ଛୁଇଁଲାଣି

Posted by - April 29, 2022 0
ସୋନପୁର :(ଅଜିତ କୁମାର ପୁଜାହାରୀ) ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ।ଗତ ଦୁଇ ସପ୍ତାହ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା…

ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଘଟଣା,ଅଫିସ କାନ୍ଥରେ ଲେଖିଲେ ଦୁର୍ବୃତ୍ତ

Posted by - January 1, 2020 373
ମାଲକାନଗିରି: ଜିଲ୍ଲାପାଳଙ୍କ ବିରୋଧରେ ଅଫିସ କାନ୍ଥରେ ଲେଖିଲେ ଦୃବୁର୍ତ୍ତ । ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଳାରେ ଆପତ୍ତିଜନକ ମନ୍ତବ୍ୟ ଦୃବୁର୍ତ୍ତ ଲେଖିଛନ୍ତି…

କଳାହାଣ୍ଡି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ମକ୍ ଡ୍ରିଲ୍ ଅଭ୍ୟାସ

Posted by - June 20, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତା ରେ…