Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପେଟ୍ରୋଲ ଓ ଡିଜେଲ ଦରଦାମ ବୃଦ୍ଧି ନେଇ ନବରଙ୍ଗପୁର କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ

749 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ପଛୁଆ ଜିଲ୍ଲା ରେ ତିନି ଅଙ୍କ ଛୁଇଁଲା ପେଟ୍ରୋଲ ଦର ଏଣୁ ଆଜି ନବରଙ୍ଗପୁର ଜିଲ୍ଳା କଂଗ୍ରେସ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡ଼ିଜେଲ ଦରଦାମ ବୃଦ୍ଧି ନେଇ ଆଜି ଜିଲ୍ଲା ସଦର ମହକୁମା ମାଝୀଗୁଡା, ହିର୍ଲି, ଚାଉରିଆ ଗୁଡା, ରଙ୍ଗମାଟି ଗୁଡା ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଜିଲ୍ଳା ସଭାପତି ମୁନା ତ୍ରିପାଠୀ ଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାର ବିରୁଦ୍ଧରେ ନାରାବାଜି କରିଥିଲେ l କରୋନା ପରି ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର 100 ପାର କରିଛି l

ଫଳରେ ଗରିବ ଓ ମଧ୍ୟବିତ୍ତ ପରିବାର ର ଲୋକେ ଦୈନନ୍ଦିନ ଜୀବନ ଜୀବିକା ରେ ବାଧା ସୃଷ୍ଟି କରୁଛି l ଆଗାମୀ ଦିନରେ ପେଟ୍ରୋଲ ଡ଼ିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ନ କମିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ କର୍ମୀ! ଏହି ଧାରଣା ରେ ପୂର୍ବତନ ବିଧାୟକ ସଦନ ନାୟକ,ମିଟୁ ପାତ୍ର,ଵିମ ହରିଜନ,ଉତ୍ତର ତ୍ରିପାଠୀ,ଦିଲ୍ଲୀପ କୁମାର ବେହେରା, ଆଉଦୁଲ ଫିରଜ, ପ୍ରଦୀପ ସାହୁ, ପ୍ରଫୁଲ୍ଲ ପଣ୍ଡା, ଦୀପକ ସୁନା, ସୁମିତ ପୂଜାରୀ ଉପସ୍ଥିତ ରହିଥିଲେ !

Related Post

ବିଧାନସଭାରେ ଗୃହୀତ ହେଲା କୋଭିଡ ନିୟମ ଉଲ୍ଲଂଘନ ବିଲ୍

Posted by - October 1, 2020 0
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସରେ ସଂକ୍ରାମକ ରୋଗ ବିଲ-୨୦୨୦ ପାରିତ ହୋଇଛି । ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ ବିଧାନସଭାରେ ଗୃହୀତ…

ରୋଗୀଙ୍କ ଅବସ୍ଥା ଶୋଚନୀୟ,3 ମାସ ହେଲା ଡାକ୍ତର ନାହିଁ

Posted by - August 4, 2021 0
ହରଭଙ୍ଗା (ଚିତ୍ତରଂଜନସିଂ )ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଏକ ବିକାଶର ବିରଳ ଚିତ୍ର!ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ସବୁବେଳେ ପଛରେ!ଯାହାକି କହିବାକୁ ଗଲେ ସାରା ରାଜ୍ୟରେ ଓଡିଶା,…

କରୋନା କଟକଣାରେ ନୀଳଗିରି ଉପଖଣ୍ଡ ସ୍ତରୀୟ ୭୪ ତମ ସ୍ଵାଧୀନତା ଦିବସ ପାଳିତ।

Posted by - August 15, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ମହାମାରୀ କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି, ଦେଶ ବ୍ୟାପି ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଠିକ୍ ସେହି ଭଲି ନୀଳଗିରି…

ମାହାଙ୍ଗା ଡବଲ ମର୍ଡର ଘଟଣା ପ୍ରତିବାଦରେ ଯାଜପୁର ବିଜେପିର ଏସ.ପି ଅଫିସ ଘେରାଉ

Posted by - January 6, 2021 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ମାହାଙ୍ଗା ରେ ଡବଲ ମର୍ଡର ଘଟଣା ପ୍ରତିବାଦରେ ଆଜି ଯାଜପୁର ବିଜେପି ପକ୍ଷରୁ ପାଣିକୋଇଲି ସ୍ଥିତ ଏସ.ପି ଅଫିସ ଘେରାଉ କରାଯାଇଛି। ଜିଲ୍ଲା…