ସ୍ୱାମୀଙ୍କ ମଙ୍ଗଳ କାମନା କରି ପାଳନ କଲେ “ସାବିତ୍ରୀ ବ୍ରତ”

485 0

ସୋନପୁର:(ଅଜିତ କୁମାର ପୁଝାରୀ) ସ୍ୱାମୀ ମାନଙ୍କ ର ମଙ୍ଗଳ କାମନା କରି ଆଜି ପୁରପଲ୍ଲୀରେ ସଧବା ନାରୀମାନଙ୍କ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତ ହେଉଛି ସାଧ୍ୱୀ ନାରୀ ମାନଙ୍କର ଆଦର୍ଶର ପ୍ରତିକ l ତେଣୁ ଏହା ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ କାମନା କରି ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏହି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।

ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏହି ଦିନ ସଧବା ସ୍ତ୍ରୀଲୋକ ମାନେ ଉପବାସ ରହି ପୂଜା ପାଇଁ ମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ସହିତ ଅନେକ ପ୍ରକାରର ଫଳ ଭୋଗ ଅର୍ପଣ କରିବା ପରେ ତାହାକୁ ଗ୍ରହଣ କରିଥାନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ ।

ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ l ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣି ପାରିଥିଲେ l ତେଣୁ ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ପୂଜା କରିବା ସହିତ ଆଶୀର୍ବାଦ କରିଛନ୍ତି l

 

Related Post

ସୁବର୍ଣ୍ଣପୁର ଗଡଜାତ ସହ ପଂଚରା ଅଂଚଳରେ ନୂଆଖାଇ ଲଗ୍ନ

Posted by - August 19, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ଜୋରଦାରିଆ ସଜବାଜ ଚାଲିଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ଆସୁଥିଲେ ହେଁ ନିଜ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ପକ୍ଷରୁ ଜନ୍ମାଷ୍ଟମି ଉତ୍ସବ ପାଳନ

Posted by - August 18, 2022 0
ସମ୍ବଲପୁର: 18/08(ରମାକାନ୍ତ ବିଶ୍ବାଳ) ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ ।ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ର ଶିଶୁ ଵିଦ୍ୟା ମନ୍ଦିର…

କଟକ କଂଗ୍ରେସ ର ସମୀକ୍ଷା ବୈଠକ,ଲୋକମାନଙ୍କ ମୌଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ

Posted by - November 22, 2020 0
କଟକ : କଂଗ୍ରେସ ସଙ୍ଗଠନକୁ ମଜବୁତ କରିବାକୁ ହେଲେ ଲୋକମାନଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ହେବ । କର୍ମୀ ମାନଙ୍କୁ ଏହି ଟିପ୍ସ ଦେଇଛନ୍ତି କଂଗ୍ରେସ…

ଅଦିନିଆ ମେଘୁଆ ପାଗକଲା ଡାଲିଜାତୀୟ ଫସଲ ନଷ୍ଟ

Posted by - December 8, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଶହେରୁ ଉର୍ଦ୍ଧ୍ବ ଗାଁ ରେ ଖରିଫ ୠତୁ କାଳୀନ ଧାନ ଫସଲ ସାଙ୍ଗକୁ ଆଟମାମୁଲି…

ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ନିଜ ଅଧିକାରରୁ ବଞ୍ଚିତ : ରାଜ୍ୟ ଓବିସି ମଞ୍ଚ

Posted by - January 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ଆଜି ତାର ସାମ୍ବିଧାନିକ ନାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଛି ବୋଲି ରାଜ୍ୟ ଓବିସି…