କୋରୋନା କାଳରେ ଆଗେ ଭାଙ୍ଗିଲେ ପରେ ପିଠି ଥାପୁଡେଇଲେ

516 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ସହର ର RCD ହାଇସ୍କୁଲ ନିକଟରେ ଥିବା ଚଣା ପକୁଡି ଦୋକାନକୁ ପ୍ରଶାସନ ଦ୍ୱାରା ଭଙ୍ଗା ଯାଇଛି। ସେହି ଦୋକାନ କୁ ସ୍କୂଲ ନିକଟରେ ଉଠେଇବା ପାଇଁ ପ୍ରଶାସନ କହିଥିଲେ.। ଦୋକାନୀ ଟି  ନ ଉଠେଇବାରୁ ଶେଷରେ ପ୍ରଶାସନ ଦ୍ୱାରା ଭଙ୍ଗା ଯାଇଥିଲା।  ଯାହା ଫଳ ରେ ଦୋକାନ ଟି  ବନ୍ଦ ହେବା ସହ ବିକ୍ରି ମଧ୍ୟ କମି ଗଲା।  ଏହି ଚଣା ଦୋକାନୀ  ଉପରେ ନିର୍ଭର କରି ପାଞ୍ଚ ଛଅ ପରିବାର ଚଳୁଥିଲା।

 

ବର୍ତ୍ତମାନ କରୋନା କୋଟକଣା ସମୟ ରେ ସେ ମାନେ ଵହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।   ଏହି ଖବର ଶୁଣି ଆଜି ନବରଙ୍ଗପୁର ପୌର ପାଳିକା ର ପୂର୍ବତନ ନଗରପାଳ ଅର୍ଜୁନ ତୀରପାଠୀ ଚଣା ଦୋକାନୀ କୁ  ଭେଟିବା ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।  ପ୍ରଶାସନ ସହ ଆଲୋଚନା କରି ଚଣା ଦୋକାନ  ପରିବାରଙ୍କୁ ଥଇଥାନ  ବ୍ୟବସ୍ଥା ପାଇଁ କହିଛନ୍ତି।  ପ୍ରଶାସନ ମଧ୍ୟ ସେମାନଙ୍କ ପାଇଁ ଥଇଥାନ  ବ୍ୟବସ୍ଥା କରାଯିବ ବୋଲି ଜଣେଇଛନ୍ତି।

Related Post

ଅନୁଗୁଳ ରେ ଜମୁଛି ଦେବୀ ଦୁର୍ଗା ଙ୍କ ପୂଜା

Posted by - October 8, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅପରାହ୍ନ ରେ ପ୍ରବଳ ବର୍ଷା ¡ହେଲେ ସନ୍ଧ୍ୟାରେ ପୂଜା ମଣ୍ଡପ ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ .ଶାରଦୀୟ ଦୁର୍ଗାପୂଜା ପାଇଁ ଶିଳ୍ପ ନଗରୀ ଅନଗୁଳ…

କ୍ଷତିପୁରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ପକ୍ଷରୁ ଯାଜପୁରରେ ରାସ୍ତାରୋକ

Posted by - September 11, 2019 0
ଯାଜପୁର ବଡଚଣା ଥାନା ବନ୍ଦାଳୋ ଛକ ନିକଟରେ ଟ୍ରଲର ଧକ୍କାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟାରେ ଦୁଇ ପହଂଚିଛି । ମୃତକଙ୍କ ପରିବାରକୁ କ୍ଷତିପୁରଣ…

ଶ୍ୟାମ ଡିଆରଆଇ କମ୍ପାନୀର ଦାଦାଗିରି ସୁରକ୍ଷା କର୍ମୀ ଙ୍କ ଗୁଳିମାଡ଼ ରେ ଯୁବକର ମୃତ୍ୟୁ କୁ ନେଇ ଅନେକ ପ୍ରଶ୍ନ

Posted by - October 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଶ୍ୟାମ ଡିଆରଆଇ କମ୍ପାନୀର ଦାଦାଗିରି ସୁରକ୍ଷା କର୍ମୀ ଙ୍କ ଗୁଳିମାଡ଼ ରେ ଯୁବକର ମୃତ୍ୟୁ କୁ ନେଇ ଅନେକ ପ୍ରଶ୍ନ ।  ପରିବାର ଲୋକଙ୍କ ଶ୍ୟାମ…

ନିମ୍ନ ମାନ ର କାମ ଓ ଉପଯୁକ୍ତ ଯତ୍ନ ନନେବା ରୁ ଭାଙ୍ଗିଗଲା ମାଟିବନ୍ଦ

Posted by - October 15, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତଠାରେ ଥିବା କଣ୍ଠେଶ୍ବରପୁର ମାଟିବନ୍ଧ ପ୍ରୋଜେକ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଆଡି ଭାଙ୍ଗିଯାଇ ବ୍ୟାପକ ନଷ୍ଟ ହୋଇଥିବା ଜଣାପଡିଛି ।…