ଯାଜପୁର ଜିଲ୍ଲାର ଏକ ମାତ୍ର ସଂରକ୍ଷିତ ବିଧାନସଭା ଆସନ ହେଉଛି ବିଂଝାରପୁର। ନବେ ଦଶକରୁ ବିଧାୟିକା ପ୍ରମିଳା ମଲିକ ଏଠାେର ଅଣକଂଗ୍ରେସ ଶିବିର ନେତୃତ୍ବ ନେଇଆସୁଛନ୍ତି। ମାତ୍ର ଥରେ ୧୯୯୫ ମସିହାରେ ପ୍ରମିଳା ପରାସ୍ତ ହୋଇଥିବା ବେଳେ ପାଞ୍ଚ ପାଞ୍ଚ ଥର ବିଜୟୀ ହୋଇ ଏଠାରେ ନିଜର ଦୁର୍ଗ ପ୍ରତିଷ୍ଠା କରିଛନ୍ତି। ୨୦୦୦ ମସିହାରୁ ଲଗାତର ୪ଥର ବିଜୟୀ ହୋଇଥିବା ପ୍ରମିଳା ଏଥର କଡ଼ା ମୁକାବିଲାର ସମ୍ମୁଖୀନ ହେବେ ବୋଲି କିଛି ଦିନ ହେଲା ଆଲୋଚନା ହେଉଥିଲା।ତେବେ ଏଥର ଆସନ୍ତୁ ଦେଖିବା ବିଞ୍ଝାର ପୁର ର ଆଜିର ରାଜନୈତିକ ପରିସ୍ଥିତି।
Facebook Notice for EU!
You need to login to view and post FB Comments!