ଯାଜପୁର ବିଞ୍ଝାର ପୁର ର ରାଜନୈତିକ ସମୀକ୍ଷା…କିଏ ଦେବ ପ୍ରମିଳାଙ୍କୁ ଟକ୍କର?

1668 0

ଯାଜପୁର ଜିଲ୍ଲାର ଏକ ମାତ୍ର ସଂରକ୍ଷିତ ବିଧାନସଭା ଆସନ ହେଉଛି ବିଂଝାରପୁର। ନବେ ଦଶକରୁ ବିଧାୟିକା ପ୍ରମିଳା ମଲିକ ଏଠା‌େର ଅଣକଂଗ୍ରେସ ଶିବିର ନେତୃତ୍ବ ନେଇଆସୁଛନ୍ତି। ମାତ୍ର ଥରେ ୧୯୯୫ ମସିହାରେ ପ୍ରମିଳା ପରାସ୍ତ ହୋଇଥିବା ବେଳେ ପାଞ୍ଚ ପାଞ୍ଚ ଥର ବିଜୟୀ ହୋଇ ଏଠାରେ ନିଜର ଦୁର୍ଗ ପ୍ରତିଷ୍ଠା କରିଛନ୍ତି। ୨୦୦୦ ମସିହାରୁ ଲଗାତର ୪ଥର ବିଜୟୀ ହୋଇଥିବା ପ୍ରମିଳା ଏଥର କଡ଼ା ମୁକାବିଲାର ସମ୍ମୁଖୀନ ହେବେ ବୋଲି କିଛି ଦିନ ହେଲା ଆଲୋଚନା ହେଉଥିଲା।ତେବେ ଏଥର ଆସନ୍ତୁ ଦେଖିବା ବିଞ୍ଝାର ପୁର ର ଆଜିର ରାଜନୈତିକ ପରିସ୍ଥିତି।

Related Post

ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ୱାଅର୍ଣିଂ ଜାରି

Posted by - April 19, 2022 0
କଳାହାଣ୍ଡି :(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭୁବନେଶ୍ୱର:- ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା।ଅସହ୍ୟ ତାତିରେ ଜଳୁଛି…

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ

Posted by - May 16, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ପ୍ରାଣୀ ଉଦ୍ୟାନ ଓ ବଟ।ନିକ।ଲ୍ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଅବଧି ବଢିଲା ଦ୍ବିତୀୟ ଲହର କରୋନା ସଂକ୍ରମଣ ବଡ଼ିବାରେ ଲାଗିଛି । ସବୁ ଆଡେ…

କ୍ଷତିପୁରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ପକ୍ଷରୁ ଯାଜପୁରରେ ରାସ୍ତାରୋକ

Posted by - September 11, 2019 0
ଯାଜପୁର ବଡଚଣା ଥାନା ବନ୍ଦାଳୋ ଛକ ନିକଟରେ ଟ୍ରଲର ଧକ୍କାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟାରେ ଦୁଇ ପହଂଚିଛି । ମୃତକଙ୍କ ପରିବାରକୁ କ୍ଷତିପୁରଣ…

ମାହାଙ୍ଗା ଡବଲ ମର୍ଡର ଘଟଣା ପ୍ରତିବାଦରେ ଯାଜପୁର ବିଜେପିର ଏସ.ପି ଅଫିସ ଘେରାଉ

Posted by - January 6, 2021 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ମାହାଙ୍ଗା ରେ ଡବଲ ମର୍ଡର ଘଟଣା ପ୍ରତିବାଦରେ ଆଜି ଯାଜପୁର ବିଜେପି ପକ୍ଷରୁ ପାଣିକୋଇଲି ସ୍ଥିତ ଏସ.ପି ଅଫିସ ଘେରାଉ କରାଯାଇଛି। ଜିଲ୍ଲା…

କେସିଙ୍ଗା ପୋଲିସକୁ ବଡ ଧରଣର ସଫଳତା, ଅନ୍ତଃଜିଲ୍ଲା ମୋଟର ସାଇକେଲ ଚୋର ଦଳ ଠାବ,୧୭ ଚୋରି ବାଇକ ଜବତ

Posted by - December 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ପୋଲିସ ର ମୁଣ୍ଡ ବ୍ୟଥା ର କାରଣ ସାଜିଥିବା ଏକ ଅନ୍ତଃଜିଲ୍ଲା ଚୋର ଦଳ କୁ…

Leave a comment

Your email address will not be published.