ଦୁର୍ଗମ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ

517 0

ହରଭଙ୍ଗା(ଚିତ୍ତ ରଞ୍ଜନସିଂ)ହରଭଙ୍ଗା ବ୍ଲକ୍ ଦୁର୍ଗମ ତଳଗାଁ ପଞ୍ଚାୟତର ଅସହାୟ ଲୋକଙ୍କୁ ଅଜି ବୌଦ୍ଧ ଜିଲ୍ଲା ରେଡ୍ କ୍ରସ ପଖ୍ୟରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।ବୌଦ୍ଧ ରେଡ କ୍ରସର ମୁଖ୍ୟ ପ୍ରବିର୍ ଦାସଙ୍କ ନେତୃତ୍ବରେ ସମାଜସେବି ସତ୍ୟ ନୟକଙ୍କ,ସୁଶୀଳ ବାରିକ,ଆଦିତ୍ଯ ମେହେର ନେତୃତ୍ବରେ ତଳଗାଁ ପଞ୍ଚାୟତର ଦଳକ ସାହି ,ଗୁଣ୍ଡୁରୀ ସହି କରୋନା ରୋଗୀଙ୍କୁ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଉପସ୍ଥିତିରେ ଛଡ଼ା, ଚାଉଳ ,ସାବୁନ,ସାନିଟାଇଜର୍ ଇତ୍ୟାଦି ବଣ୍ଟନ କରିଥିଲେ।

Related Post

ମା ବୁଢିବାସୁଳାଇ ନାଟ୍ୟସାଂସଦ ତରଫରୁ ଆଶହାୟା ଲୋକମାନଙ୍କୁ ଖାଦ୍ୟ ବଣ୍ଟନ

Posted by - April 1, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) କୋରୋନା ମହାମାରୀ ପାଇଁ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଆମ ଦେଶରେ ଚାଲିଛି ଏକୋଇଶ ଦିନିଆ ଲକଡାଉନ । ଏହି…

ପୁଣି ଅଲୋଡା ହେଲା ଶିଶୁକନ୍ୟା

Posted by - December 16, 2019 60
ମୟୁରଭଞ୍ଜ:ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ଆଜି ଅପରାହ୍ନରେ…

ଖପ୍ରାଖୋଲ ପୁଲିସ ର ଚଢାଉ, ୩୫ ଦାଦନ ଶ୍ରମିକ ଉଦ୍ଧାର

Posted by - December 20, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ରବିବାର ମଧ୍ଯାହ୍ନ ରେ ଚଢାଉ କରି ବେଆଇନ ଦାଦନ ଚାଲାଣ ବେଲେ ୩୫ ଦାଦନ ଶ୍ରମିକ ଉଦ୍ଧାର…

ପ୍ରଥମ ନୋଡାଲ ବୈଠକ

Posted by - September 3, 2021 0
ମାଥିଲି ::(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାଥିଲି ଗ୍ରାମପଂଚାୟତ ସରପଞ୍ଚ ଗୌରୀ ବଟେ ଙ୍କ ସଭାପତିତ୍ୱରେ ମାଥିଲି ଗ୍ରାମପଂଚାୟତ ର 15ଟି ୱାର୍ଡରେ ଥିବା ସମସ୍ତ…

ନିଜ ହାତ ପାଣ୍ଠି ରୁ ଗରୀବ ଖଟିଖିଆଙ୍କୁ ସହାୟତାର ହାତ ବଢାଇଲେ ସାମାଜିକ କର୍ମୀ ଦିଲୁ ସ୍ୱାମୀ

Posted by - April 28, 2020 0
କେନ୍ଦୁଝର:(ସୀତାରାମ ଦୀକ୍ଷିତ) ସମଗ୍ରବିଶ୍ବ ସହିତ ଭାରତ ଏବେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ସଂଘର୍ଷଜାରି ରଖିଥିବା ବେଳେ କରୋନା ସଂକ୍ରମଣରୁ ବାଦପଡିନାହିଁ ଓଡିଶାରାଜ୍ୟ। କରୋନାର ମୁକାବିଲା କରିବା ପାଇଁ…