ଡ.ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ସୁବର୍ଣପୁର ଜିଲ୍ଳା କଳାକାର ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

433 0

ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣପୁର ଜିଲ୍ଲା କଳାକାର ସଂଘ ପକ୍ଷରୁ ସ୍ଥାନୀୟ ଶୁରେସ୍ୱରୀ ମନ୍ଦିର ପରିସରରେ ଡ. ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଏହି ଶୋକ ସଭାରେ ଶ୍ରଯୁକ୍ତ ପଣ୍ଡାଙ୍କ ଶୃତି ଚାରଣ କରିବା ସହିତ ତାଂକର ଆତ୍ମଜୀବନି ଉପରେ ଆଲକପାତ କରାଯାଇଥିଲା l ସବୁ ଠାରୁ ଗୁରୁତ୍ୱପୁର୍ଣ୍ଣ ଯେ ସେ ୮୪ ବର୍ଷ ବୟସରେ ପ୍ରଥମେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସମ୍ବଲପୁରୀ ଚଳଚ୍ଚିତ୍ର ଶଳାବୁଢା ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ପାରିଥିଲେ l

ପରେ ପରେ ଆଦିମ ବିଚାର ଓ ଶଳାବୁଢାର ବଦଲାରେ ମଧ୍ୟ ସୁନ୍ଦର ଅଭିନୟ କରି ଘରେ ସେ ଘରେ ପରିଚିତ ହୋଇପାରିଥିଲେ l ଶଲାବୁଢା଼ ଚଳଚ୍ଚିତ୍ର ରେ ତାଙ୍କର ନିଖୁଣ ଅଭିନୟ ପାଇଁ ଜାତିୟ ପୁରସ୍କାର ପାଇ ପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ l ଏଥିରେ ଜିଲ୍ଲା କଳାକାର ସଂଘ ର ସଦସ୍ୟ ସାସ୍ଵତ ତ୍ରପାଠୀ, ଆଶୁତୋଷ ପୂଜାହାରୀ, ଚନ୍ଦନ ଦନ୍ତା, ବାପୀ ଦାସ, ମନୋଜ ପଣ୍ଡା, ସନ୍ତୋଷ ମିଶ୍ର, ସସ୍ମିତା ପରମଗୁରୁ ପ୍ରମୁଖ ଉପସ୍ଥିତ ରହିଥିଲେ l

 

Related Post

ଦୁର୍ଘଟଣା ଗ୍ରସ୍ତ ଭିନ୍ନକ୍ଷମ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Posted by - December 5, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)”କଥାରେ ଅଛି ମାନବ ସେବା ହିଁ ମାଧବ ସେବା “ଏହି ଲୋକ ବାଣୀକୁ ଆଜି କଥାରେ ନୁହେଁ କାମରେ କରି ଦେଖାଇଛି ପାଣ -ଗଣ୍ଡା ସମାଜ…

ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯାଜପୁର ଜିଲାପାଳ

Posted by - May 27, 2020 226
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ । ଆଜି ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନୁରୁଗାଁ…

ଶ୍ରୀ ନୀଳକଣ୍ଟେଶ୍ଵର ଶିବ ମନ୍ଦିରରେ ” ଚାରି ପ୍ରୋହରି ମା ମନ୍ତ୍ର ନାମ ଯଜ୍ଞ ଏବଂ ତ୍ରିନାଥ ମେଳା ଅନୁଷ୍ଠିତ “

Posted by - November 7, 2021 0
ନବରଙ୍ଗପୁର::(ବେଣୁ ଗୋପାଳ ରାଓ)ଆଜି ତୃତୀୟା ଗତେ ଚତୁର୍ଥୀ ତିଥି ତଥା ପବିତ୍ର କାର୍ତିକ ମାସ ପାପଡାହାଣ୍ଡି ବ୍ଲକ ଏକରୀ ଗ୍ରାମ ଶ୍ରୀ ନୀଳକଣ୍ଟେଶ୍ଵର ଶିବ ମନ୍ଦିର ରେ…

ଶିକ୍ଷକ ସତ୍ୟପାଳ ମିଶ୍ର ଓ ଜୟ କୃଷନ୍ ପ୍ରଧାନ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Posted by - June 1, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ହାଇ ସ୍କୁଲର ଜନ ପ୍ରିୟ ଶିକ୍ଷକ ସତ୍ୟପାଲ ମିଶ୍ର ଓ ଜୟ କୃଷ୍ଣ ପ୍ରଧାନ ଦୀର୍ଘ ୪୦…