Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ ପାଳିତ

579 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ସ୍ଥ କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। କଂସାରୀ ସାହି ର ବାସିନ୍ଦା ବେଲଗୁଣ୍ଠା ସହରରେ ଯେପରି ସୁସ୍ଥ ପରିବେଶ ଭିତରେ ରହିଛି ଓ ସମସ୍ତ ପ୍ରକାର ସ୍ୱଚ୍ଛ ତା ଅବଲମ୍ବନ କରୁଛନ୍ତି ସମସ୍ତ ସାହି ବାସିନ୍ଦା ଏହା ପ୍ରକାର ପାଳନ କଲେ ଆଗାମୀ ଦିନରେ ଗ୍ରାମ ଏକ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିବ ବୋଲି ନିର୍ବାହୀ ଅଧିକାରୀ ମତ ବ୍ୟକ୍ତ କରିଥିଲେ। ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡା ସୁସ୍ଥ ସମାଜ ଗଠନ ରେ ସାହି ବାସିନ୍ଦା ସହିତ ସମସ୍ତ ଗ୍ରାମ ବାସୀ ଅଣ୍ଟା ଭିଡିବା ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଥିଲେ। ପ୍ରଧାନ ଶିକ୍ଷକ ରବନ୍ଦ୍ର ନାଥ ଚୌଧରୀଙ୍କ ପରିବେଶ ସୁରକ୍ଷା ବର୍ତ୍ତ ବହୁତ ଉଚ୍ଚକୋଟୀର ଥିଲା। ଏହି ଅବସରରେ କାଉନସିଲର ଚିନିମ୍ ଜାତିନ ପତ୍ର ସାହିରେ ଏକ କୋଠ ଘର ନିର୍ମାଣ ସହିତ ଏକ କମୁନିଟି ସେପ ଟିକ୍ ଟେଙ୍କ ର ଆବଶ୍ୟକ ବୋଲି ନିର୍ବାହୀ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆଗାମୀ ଦିନରେ ସମସ୍ତ ଘର ଆଗରେ ବୃକ୍ଷ ରୋପଣ କୁ ତ୍ବରାନ୍ବିତ କରାଯିବ ବୋଲି ମତପ୍ରକାଶ ପାଇଥିଲା। ଏହି ବୈଠକ ସମ୍ପୂର୍ଣ୍ଣ ଭାବେ କୋଭିଡ ନିୟମ ପାଳନ ସହକାରେ ହୋଇଥିଲା। ଏହି ଅବସରରେ ପୂର୍ବତନ କାଉନସିଲର ସି. ହେଚ୍ ଲିଙ୍ଗରାଜ ପାତ୍ର ଙ୍କ ସମେତ ଦୁଃଖିଶ୍ୟମ ନାୟକ,ଟି ପ୍ରଶାନ୍ତ ଶରାବ, କୁଞ୍ଜ ବିହାରି ସାହୁ, ଗଣପତି ପାତ୍ର, ରମାକାନ୍ତ ପତି, ଶଙ୍କର ନାରାୟଣ ପାତ୍ର, ଭି. ଗୋପାଳ ପତ୍ର, ମହିଳା ସଂଗଠନ ସଭାପତି, ଉପସଭାପତି ଉପସ୍ଥିତ ଥିଲେ। ଦୀପକ୍ କୁମାର ପତି ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଦଣ୍ଡ କାଳୀ ମନ୍ଦିର ପ୍ରାଙ୍ଗଣରେ କମିଟି ସଭାପତି ଏସ ଭାସ୍କର ପତ୍ର ଙ୍କ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଉପସଭାପତି ଶଙ୍କର ବେହେରା, ସମ୍ପାଦକ ସୁଶାନ୍ତ କୁମାର ବେହେରା କୋଷାଧ୍ୟକ୍ଷ ପ୍ରକାଶ ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ଯଥା ବ୍ରଜେନ୍ଦ୍ର ପତି, ସଞ୍ଜୟ ବେହେରା, ଶିବାଶିଷ ସାହୁ, କାଶୀନାଥ ସାହୁ ଉପସ୍ଥିତ ରହି କାର୍ଯୟକ୍ରମ କୁ ସମ୍ପୂର୍ଣ୍ଣ କରିଥିଲେ।

Related Post

ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ

Posted by - May 28, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲ୍ଲା ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘ ରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏ…

ପୁରୀ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି

Posted by - April 17, 2020 270
ପୁରୀ:(ସମୀର ରଞ୍ଜନ ନାୟକ)ମହା ପ୍ରଭୁ ଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ! କୋରନା କଟକଣା ମଧ୍ୟରେ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍ପକରଣୀ…

ମହନଦୀକୁ ଡେଇଁ ବିବାହିତ ଯୁବକ ନିଖୋଜ କାରଣ ଅସ୍ପସ୍ଟ

Posted by - October 30, 2021 0
ବାରଙ୍ଗ:(ସନ୍ତୋଷ ରାଉତ )ଗୁରୁବାର ଅପରାହ୍ନରେ ଜଣେ ବିବାହିତ ଯୁବକ କଟକ ମୁଣ୍ଡଳୀ ବ୍ରିଜ ଉପରୁ ମହାନଦୀକୁ ଡେଇଁ ନିଖୋଜ ଅଛନ୍ତି । ଯୁବକ ଜଣକ ବ୍ରିଜ ଉପରେ…

୬ ଦଫା ଦାବୀ ନେଇ ବସ୍ତି ବାସିନ୍ଦା ସୁରକ୍ଷା ସମିତି ଧାରଣା

Posted by - September 5, 2021 0
ସୋନପୁର::(ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମା ବସ୍ତି ବାସିନ୍ଦା ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 6 ଦଫା ଦାବୀ ନେଇ ଧାରଣା…

ରାୟଗଡ଼ା ଡି ଏଫ ଓ ଙ୍କ ଚନ୍ଦ୍ରପୁର ଏରିଆରେ ଆମଜଙ୍ଗଲ ଯୋଜନା ର ଵୄକ୍ଷରୋପଣ କାର୍ଯକ୍ରମ

Posted by - July 17, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲା , ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ ଅନ୍ତର୍ଗତ ବର୍ଚିଗୁଡା ଗ୍ରାମ ନିକଟସ୍ଥ କମାରଗୁଡ଼ି ପ୍ରସ୍ତାବିତ ସଂଗ୍ରକ୍ଷିତ ଜଙ୍ଗଲ ମଧ୍ୟ ରେ ଆମ ଜଙ୍ଗଲ…