Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍

517 0

ପୁରୀ: ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।

ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା, ତାହା ଜଣାନଥିବା ପୂଜକ କହିଛନ୍ତି । ହେଲେ ୨୪ ଘଣ୍ଟିଆ ପୋଲିସ ପହରା ସତ୍ୱେ କିପରି ଚୋରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଅନ୍ୟପଟେ ପୂର୍ବରୁ ମାଉସୀ ମା’ଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଏପର୍ଯ୍ୟନ୍ତ ଚୋର ଧରାପଡିନଥିବା ବେଳେ ଆଉ ଗୋଟିଏ ମନ୍ଦିରରୁ ଚୋରି ହେବା ପରେ ସୁରକ୍ଷା ବ୍ୟବସ୍ଥାର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି।

Related Post

ରଶ୍ମି ରଞ୍ଜନ ଭାଗବତ ଟୁଙ୍ଗିରେ ଭାଗବତ ଜୟନ୍ତୀ ପାଳିତ

Posted by - September 22, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାର  ତାରାଗାଁ ପଞ୍ଚାୟତ ଅନ୍ତର୍ଗତ,ତାରାଗାଁ ବାଇ ପାଶ୍ ରୋଡ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ପରିସର ମଧ୍ୟସ୍ଥ ରଶ୍ମି ରଞ୍ଜନ ଭାଗବତ…

ଭୂମିହୀନ ପରିବାରଙ୍କୁ ସରକାରୀ ଜମି ପଟ୍ଟା ଯୋଗାଇ ଦେବା କରି ଜିଲାପ୍ରଶାସନକୁ ଭେଟିଲେ ଲୋକେ

Posted by - December 5, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଭୂମିହୀନ ପରିବାରଙ୍କୁ ସରକାରୀ ଜମି ପଟ୍ଟା ଯୋଗାଇ ଦେବା କରି ଜିଲାପ୍ରଶାସନକୁ ଭେଟିଲେ ଲୋକେ । ଯାଜପୁର ଜିଲାର ଦାନଗଦୀ ଓ ସୁକିନ୍ଦା…

କେସିଙ୍ଗା ପୋଲିସ ଜବତ କଲା ୫୬ ଲିଟର ୪୦୦ଏମେଳ ଚୋରା ବିଦେଶୀ ମଦ

Posted by - February 21, 2022 0
କେସିଙ୍ଗା:(ପିତେଶ ପଟେଲ)ନିର୍ବାଚନ ମାହୋଲ ପୁରାପୁରି ଗରମ।ଆସନ୍ତା ୨୪ ତାରିଖ ଭୋଟ ଗ୍ରହଣ ।ଏହି ସମୟ ରେ କେସିଙ୍ଗା ଥାନା କେସିଙ୍ଗା -ଟିଟିଲାଗଡ଼ ରାସ୍ତା ତେଲନଦୀ ନିକଟରୁ ଏକ…

ସମ୍ବଲପୁର ରେଲୱେ ପାଳନ କରିଛି ଆଜାଦି କା ଅମୄତ ମହୋତ୍ସବ

Posted by - July 23, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ଦେଶର ସ୍ୱାଧିନତା ର ଅମୄତ ମହୋତ୍ସବ ପାଳନ କରିଛି ଭାରତୀୟ ରେଲୱେ । ଦେଶ ସ୍ୱାଧିନତା ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଆଜି ଦେଶର…

ସାର ଯୋଗାଣ ଓ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ନେବାକୁ ଚେତାବନୀ

Posted by - August 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆସନ୍ତା ଖରିଫ ଋତୁରେ ଆବଶ୍ୟକ ସାର ଯୋଗାଣ ଓ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚେତାବନୀ ଦେଇଛି ବୌଦ୍ଧ ଜିଲ୍ଲା କିସାନ କ୍ଷେତ ମଜଦୁର…