Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ ଚାବି ଚାମ୍ବର୍ ଘୋଢଣି ସବୁବେଳେ ମୁକୁଳା

206 0

ଭୁବନେଶ୍ବର :ଏ ଦୃଶ୍ୟ ହେଉଛି ଓଡିଶା ଲୋକସେବା ଭବନ ( ଓଡିଶା ସଚିବାଳୟ ) ର ପଛପଟେ ଥିବା ୟୁ କୋ ବ୍ୟାଙ୍କ୍ ଏ ଟି ଏମ୍ ସମ୍ମୁଖରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ ଚାବି ଚାମ୍ବର୍। ଉକ୍ତ ଚାମ୍ବର୍ ର ଘୋଢଣି ସବୁବେଳେ ମୁକୁଳା ରହିଥାଏ । ଗତ ୨ ବର୍ଷରୁ ଉର୍ଦ୍ଧ୍ୱ ହେବ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି କୌଣସି ବ୍ୟକ୍ତି ଅନ୍ୟମନସ୍କରେ ଉକ୍ତ ଚାମ୍ବର୍ ମଧ୍ୟରେ ଗଳିପଡେ, ତେବେ ସେଥିପାଇଁ କେଉଁ ମାନେ ଦାୟୀ ରହିବେ ?

ଦୁଃଖର ବିଷୟ ଏହିକି ଯେ,ରାଜ୍ୟ ଲୋକସେବା ଭବନକୁ ଦିବା ରାତ୍ରି ପ୍ରହରା ଦେଉଥିବା ସୂରକ୍ଷ୍ୟା କର୍ମୀ,ଖବର ପ୍ରସାରଣ କରିବା ପାଇଁ ଯାଉଥିବା ଗଣମାଧ୍ୟମ ପ୍ରତିନିଧି,ଖୋଦ୍ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ମାନଙ୍କୁ ମଧ୍ୟ ଏବିଷୟରେ ଅବଗତ ରହୁନାହିଁ। ରାଜ୍ୟ ସଚିବାଳୟ ଖୁବ୍ ନିକଟରେ ଯଦି ଏଭଳିଆ ଖାମଖିଆଲ୍ କାର୍ଯ୍ୟ ହୋଇପାରୁଛି, ତେବେ ରାଜ୍ୟର ଉପାନ୍ତ ଅଞ୍ଚଳ ମାନଙ୍କରେ କେଉଁଭଳି ଭାବରେ ଖାମଖିଆଲ୍ କାର୍ଯ୍ୟ ହେଉଥିବ ତାହା ସହଜରେ ଅନୁମେୟ !!!

Related Post

୬ ଦଫା ଦାବୀ ନେଇ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଗଣ ବିକ୍ଷୋଭ

Posted by - January 29, 2021 0
ନୀଳଗିର:(ସୌମ୍ୟାସାଇ ବାରିକ)ତ୍ରିଦଳୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ କଂଗ୍ରେସ୍ , ସି.ପି.ଆଇ. ଓ ସି.ପି.ଆଇ.ଏମ୍ ଦଳ ପକ୍ଷରୁ…

କଟିଲା ଭୁବନେଶ୍ବର ଲୋକସଭା ଆସନରୁ ପ୍ରସନ୍ନ ପାଟଶାଣୀଙ୍କ ଟିକେଟ୍ ହବ ଆଇଏଏସ୍-ଆଇପିଏସ୍ ଲଢେଇ

Posted by - March 27, 2019 0
ଭୁବନେଶ୍ବର:୨୭/୦୩ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ଅବସରପ୍ରାପ୍ତ ଆଇପିଏସ୍ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଆଇଏଏସ ଅପରାଜିତା ଷଡଙ୍ଗୀଙ୍କ…

ବିରଳ ହଳଦିଆ କଇଁଛ ଉଦ୍ଧାର,ଭିଡିଓ ନ ଦେଖିଲେ ଆପଣ ବିଶ୍ବାସ କରିବେନି !!!

Posted by - July 20, 2020 0
ଭୁବନେଶ୍ବର :ଏକ ବିରଳ ହଳଦିଆ କଇଁଛକୁ ଓଡିଶାର ବାଲାସୋର ଜିଲ୍ଲାର ଗ୍ରାମବାସୀ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ।ସମ୍ବାଦ ଏଜେନ୍ସି ANI ସୁଜାନପୁର ଗ୍ରାମରେ ଉଦ୍ଧାର…

ବିଦ୍ୟାଳୟର ପ୍ରଶ୍ନ ପତ୍ର ଲିକ ଘଟଣା

Posted by - July 14, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ପୁଣି ଚର୍ଚ୍ଚାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ l ଏଥର ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତତିନି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହେବାପରେ ପରୀକ୍ଷା ବାତିଲ…

କ୍ରୋମାଇଟ ପରିବହନ ବିବାଦ ସାମ୍ବାଦିକ ସମ୍ମିଳନୀରେ ଗୁମର ଖୋଲିଲେ ଟ୍ରକ ମାଲିକ

Posted by - September 11, 2019 2
ଯାଜପୁର ଜିଲ୍ଲା ରେ କ୍ରୋମାଇଟ ପରିବହନ ନେଇ ଦିନକୁ ଦିନ ବିବାଦ ବଢୁଥିବା ବେଳେ ଏହା ପଛରେ ଥିବା କାରଣ ନେଇ କେତେକ ଟ୍ରକ ମାଲିକ ଗତକାଲି…