ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତାରଥ ପରିଭ୍ରମଣ

435 0

ଯାଜପୁର ଅଫିସ :ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତାରଥ ପରିଭ୍ରମଣ କରୁଥିବାସହ ରିଲିଫ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ଼୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ସଂଯୋଜିକା ମଧୁସ୍ମିତା ନାୟକ,ସମାଜସେବୀ ଶଶିକାନ୍ତ ନାୟକଙ୍କ ତତ୍ୱାବଧାନରେ ସ୍ଥାନୀୟ ଦଶରଥପୁର ଅଞ୍ଚଳର ବିଭିନ୍ନ ଗ୍ରାମ ମାନଙ୍କରେ ଲୋକମାନଙ୍କୁ ସଚେତନ କରାଇବାସହ ମହାକାଳ ବାତ୍ୟା “ୟସ” ଓ ବନ୍ୟାର ପ୍ରକୋପରୁ ରକ୍ଷା ପାଇବା ପାଇଁ କର୍ମକର୍ତ୍ତା ମାନଙ୍କଦ୍ୱାରା ଉଦ୍ଧାରକାର୍ଯ୍ୟ ସହ ଶୁଖିଲା ଓ ରନ୍ଧାଖାଦ୍ୟ,ମାକ୍ସ ସାବୁନ, ସାନିଟାଇଜର,ଓ.ଆର.ଏସ ଆଦି ରିଲିଫ ସାମଗ୍ରୀ ମାନ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।

Related Post

ସ୍ତ୍ରୀର ମାଡ ଭୟରେ ମା’କୁ ଆହାର କେନ୍ଦ୍ରରେ ଛାଡି ଚାଲିଗଲା ପୁଅ

Posted by - November 7, 2019 367
ଚାନ୍ଦବାଲି ୭।୧୧: ସ୍ତ୍ରୀ ପାଇଁ ଆହାର କେନ୍ଦ୍ରରେ ୮୫ ବର୍ଷର ବୃଦ୍ଧା ମା’କୁ ଛାଡ଼ି ଚାଲିଯାଇଥିଲେ ପୁଅ। ଚାନ୍ଦବାଲି ମହୁଲିଆ ଅଞ୍ଚଳରେ ବୃଦ୍ଧା କୁନ୍ତଳା ପୋଥାଳଙ୍କ ଘର ।…

କୋରନା ମୁକାବିଲା ପାଇଁ ସାହାଯ୍ୟ ର ହାତ ବଢ଼ାଇଲେ ବିଭିନ୍ନ ସଂସ୍ଥା ଓ ଲୋକପ୍ରତିନିଧି

Posted by - March 27, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ବିଭିନ୍ନ ଉଦ୍ୟମ ଜାରି ରହିଛି । ସାମାଜିକ ଦୂରତ୍ୱ ଏବଂ ଲକ ଡାଉନ…

ଜିଲା ବିଜେଡ଼ି ଯୁବ ଉପ ସମ୍ପାଦକ ବଦାନ୍ୟ ରଞ୍ଜିତ ନାଏକଙ୍କ ବାର୍ଦ୍ଧକ୍ୟ,ଅସହାୟ ଏବଂ ଗରିବଙ୍କୁ ସାହାଯ୍ୟ

Posted by - October 22, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ )ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ଅନ୍ତର୍ଗତ ଲଷ୍ମୀ ବଜାର ଛକ (ଡମ୍ବ ସାହି) ଠାରେ କାଶୀପୁର ଗ୍ରାମର କରାକୁପୁଲି ସାହି,…

ବିଶ୍ୱର ସବୁଠୁ ଛୋଟ ଦ୍ୱୀପ; ଯେଉଁଠି ଅଛି ମାତ୍ର ଗୋଟିଏ ଘର, ଗୋଟିଏ ଗଛ

Posted by - March 28, 2020 0
ଦୁନିଆରେ ଅନେକ ଦ୍ୱୀପ ଅଛି ଯାହା ମନଲୋଭା ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ। ଏମିତି ଗୋଟେ ଦ୍ୱୀପ ରହିଛି ଯାହା ବିଷୟରେ ଆପଣ ଜାଣି…