ଯାଜପୁର ରେ ବ୍ୟାଙ୍କ ଓ ଏଟିଏମ ର ସାନିଟାଇଜେସନ

615 0

ଯାଜପୁର ଅଫିସ:କୋରନା ମହାମାରୀ ଆଜି ସାରବିଶ୍ୱକୁ କବଳିତ କରି ରଖିଛି ସେଥିରୁ ଭାରତ ବି ବାଦ ପଡ଼ିନାହିଁ ।ଦୀର୍ଘ ୨ ବର୍ଷ ହେଲା କୋରନା ମହାମାରୀ ବହୁ ଧନ ଜୀବନ ହାନି କରିଚାଲିଛି । କେତେ ଆପଣାର ଲୋକ ଚାଲିଗଲେଣି ତାର ହିସାବ ନାହିଁ ।ଏହି ମହାମାରୀ ରୁ ବଞ୍ଚିବାର କେବଳ ବାଟ ମାସ୍କ ,ସାନିଟାଇଜେସନ ଓ ପରସ୍ପର ଠାରୁ ଦୂରତା ପାଳନ କରିବା ନିହାତି ଆବଶ୍ୟକ ।ଆଜି ଯାଜପୁର ଜିଲ୍ଲାରେ ଓଡିଶା ସେଫ ଆସୋସେସନ ,ମହାପାତ୍ର ଇନଷ୍ଟିଚ୍ୟୁଟ ଅଫ ହୋଟେଲମେନେଜମେଣ୍ଟ ଅଣ୍ଡ ତୁରିଜିମ ଓ ନବଜୀବନ ଫାଉଡେସନ ର ମିଳିତ ସହଯୋଗରେ ଜିଲାପାଳ କଯ୍ୟାଳୟ ,ଭାରତୀୟ ଷ୍ଟେଟ ବ୍ୟାଙ୍କ (ପିବିବି ) ଶାଖା ,ICICI ବ୍ୟାଙ୍କ ,HDFC ବ୍ୟାଙ୍କ, Canara bank, UCO Bank ଓ ସମସ୍ତ ATM ରେ ସାନିଟାଇଜେସନ କରିଥିଲେ ।

ଏଥିରେ ଓଡିଶା ସେଫ ଆସୋସିଆସନ ର ସମ୍ପାଦକ ଅଭିଷେକ ପାଣିଗ୍ରାହୀ ,ମହାପାତ୍ର ଇନଷ୍ଟିଚ୍ୟୁଟ ର ଅଧକ୍ଷ ମଳୟ ବେହେରା ,ନବଜୀବନ ଫାଉଣ୍ଡେସନ ର ଓଡିଶା ମୁଖ୍ୟ ମାନସ ରଞ୍ଜନ ସାହୁ ,ଓଡିଶା ସେଫ ଆସୋସିଆସନ ର ମିଡ଼ିଆ ସେଲ ଅଧକ୍ଷ ସରୋଜ କୁମାର ଦାଶ , ଅଭିକାଲିଙ୍ଗ ଟ୍ରେନିଂ ଆଣ୍ଡ ପୁବ୍ଲିକେସନ ର ଅଧକ୍ଷ ଜଗବନ୍ଧୁ ବେହେରା , ସମାଜ ସେବୀ ଅରୁପ ରଞ୍ଜନ ନନ୍ଦ ,ବିକାଶ ମହାନ୍ତି ,ପ୍ରଦ୍ୟୁମ୍ନ ସାହୁ ଯୋଗ ଦେଇ ସାନିଟାଇଜେସନ କରିଥିଲେ ।

Related Post

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ଦ୍ଵାରା ସାଇପ୍ରିୟା ୱେଲଫର ଷ୍ଟ୍ରଟ ପରିସରରେ ବୃକ୍ଷ ଚାରା ରୋପଣ

Posted by - July 9, 2022 0
ରାୟଗଡା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା। ଆଜିର ଏହି ପବିତ୍ର ଦିନ ଅବସରରେ ଉତ୍କଳ ମିଡ଼ିଆ…

ନବରଙ୍ଗପୁର ରେ କାଳୀକୃଷ୍ଣ ସଙ୍ଗ ତରଫରୁ ଵସ୍ତ୍ର ଓ ଅର୍ନ୍ନ ପ୍ରସାଦ ବଣ୍ଟନ

Posted by - September 13, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ମାଝୀଗୁଡା ସ୍ଥିତ ” ଜରାଶ୍ରମ ” ରେ ପବିତ୍ର ଗୁରୁ ପଞ୍ଚମୀ ଅବସରରେ ଶ୍ରୀ କାଳୀକୃଷ୍ଣ ସଙ୍ଗ ତରଫରୁ କାଳୀକୃଷ୍ଣ…

ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ

Posted by - September 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ।ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ…

ଦମ୍ବରୁଗଡ ଵାବା ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମହନ୍ତ ଗିରିବର୍ ଦାସ ତ୍ୟାଗୀ ମହାରାଜ ଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ

Posted by - November 27, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ସିଦ୍ଧତପୋ ସେବାବନ ଦମ୍ବତୁଗଡ, କଙ୍କଲା ଠାରେ ମହନ୍ତ ସର୍ବେଶ୍ଵର ଦାସ ତ୍ୟାଗୀ ମହାରାଜଙ୍କ ଅଧକ୍ଷତାରେ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମହନ୍ତ ଗୀରିବର ଦାସ ତ୍ୟାଗୀ…