୪୩୭ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ

579 0

ଯାଜପୁର:ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ୪୩୧ତମ ଦିବସରୁ ୪୩୬ତମ ଦିବସ ପର୍ଯ୍ୟନ୍ତ ଦୀର୍ଘ ୭ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତାରଥ ପରିଭ୍ରମଣ କରୁଥିବାର ଦେଖିବାକୁ ମିଳିଛି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ଼୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାରଙ୍କ ପରାମର୍ଶକ୍ରମେ ଉକ୍ତ ରଥ ସ୍ଥାନୀୟ ଦଶରଥପୁର ଅଞ୍ଚଳରୁ ବାହାରି ଜିଲ୍ଲାର ବିଭିନ୍ନ ଗାଁ -ଗାଁ ବୁଲି ଡ଼ାକବାଜି ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଉଥିବାର ଦେଖିବାକୁ ମିଳିଛି।

ଏତଦ୍ଭିନ୍ନ ଫାଉଣ୍ଡେସନର ସଂଯୋଜିକା ଶ୍ରୀମତୀ ମଧୁସ୍ମିତା ନାୟକଙ୍କ ନେତୃତ୍ବରେ ମହାକାଳ ବାତ୍ୟା “ୟସ” ଓ ବନ୍ୟାର ପ୍ରକୋପରୁ ରକ୍ଷା ପାଇବା ପାଇଁ କର୍ମକର୍ତ୍ତା ମାନଙ୍କଦ୍ୱାରା ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାଆଦି ଜିଲ୍ଲା ମାନଙ୍କରେ ଉଦ୍ଧାରକାର୍ଯ୍ୟ ସହ ରିଲିଫ ସାମଗ୍ରୀ ମାନ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।

Related Post

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଟିଟିଲାଗଡ ଡ୍ରାଇଭର ସଙ୍ଘ ଗଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ

Posted by - April 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସ୍ଥାନୀୟ ପିପଲପଦର ସ୍ଥିତ ଆମ୍ବ ବଗିଚା ଠାରେ ଓଡିଶା ଡ୍ରାଇଭର ମହାସଙ୍ଘର ବଲାଙ୍ଗୀର ଜିଲ୍ଲା ସମ୍ପାଦକ ଇସାକ ସାଗରଙ୍କ ଉପସ୍ଥିତିରେ ଟିଟିଲାଗଡ ଡ୍ରାଇଭର ସଙ୍ଘ…

ବେଲଗୁଣ୍ଠା ପ୍ରେସ୍ କ୍ଳବର ସାଙ୍ଗଠନିକ ବୈଠକ,କରୋନା ମହା-ଯୋଦ୍ଧା ଭାବେ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ପାଇଁ ନିଷ୍ପତ୍ତି

Posted by - June 21, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ଏକ ଜରୁରୀ କାଳୀନ ସାଙ୍ଗଠନିକ ବୈଠକ ବେଲଗୁଣ୍ଠା ବ୍ଳକ୍ ମାଧବରିଡାଠାରେ ଅନୁଷ୍ଠିତ ହୋଇଯାଇଅଛି ।କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ…

ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

Posted by - June 14, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମାନ୍ୟବର ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା, ଲୋକ ସଭା ସାଂସଦ ଶ୍ରୀ ବସନ୍ତ କୁମାର…

ମିନି ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଦାବି

Posted by - December 7, 2021 0
ମାଥିଲି::(ଅବଦୁଲ ଗନି)ମାଥିଲି ବ୍ଲକ ଅନ୍ତର୍ଗତ ମୋପ୍ରବଣ କର୍ତ୍ତନପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟେକଗୁଡା ରେ ପ୍ରାୟ ଚାଳିଶ ରୁ ପଚାଶ ପରିବାର ବସବାସ କରିଆସୁଛନ୍ତି।  ଟେକଗୁଡା ଠାରେ ସ୍କୁଲ…

କଳାହାଣ୍ଡି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - June 7, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି…