ବ୍ୟବସାୟୀଙ୍କୁ ସରକାର କରିଥିବା ଟିକସ ଛାଡ ନିଷ୍ପତିକୁ କଂଗ୍ରେସର ପ୍ରତିବାଦ 

243 0

ରାଜ୍ୟର ମଦ ବ୍ୟବସାୟୀଙ୍କୁ ସରକାର କରିଥିବା ଟିକସ ଛାଡ ନିଷ୍ପତିକୁ କଂଗ୍ରେସର ପ୍ରତିବାଦ ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଯାଜପୁର ଜିଲାପାଳଙ୍କୁ ଏକଦାବୀ ପତ୍ର ପ୍ରଦାନ କରାଯାଇଛି Iଯେଉଁଥିରେ ରାଜ୍ୟସରକାର ମଦ ବ୍ୟବସାୟୀଙ୍କୁ ଟିକସ ଛାଡିଥିବା ବେଳେ ଅନ୍ୟ ଦୋକାନି ବା ବ୍ୟବସାୟୀଙ୍କୁ କାହିଁକି ଟିକସ ଛାଡିନାହିଁନ୍ତି ବୋଲି ପ୍ରଶ୍ନ କରାଯାଇଛି । ରାଜ୍ୟ ସରକାର କଣ କେବଳ ମଦ ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ରହିଛି କି ବୋଲି ପ୍ରଶ୍ନ କରାଯାଇଛି ।

ସେହିପରି ରାଜ୍ୟ ସରକାର ତୁରନ୍ତ ପେଟ୍ରୋଲ,ଡିଜେଲ,ଗ୍ୟାସ ଆଦିରୁ ତୁରନ୍ତ ଭାଟ ହ୍ରାସ କରିବାକୁ ଦାବୀ କରିଥିଲେ । ପଂଳରେ ସାଧାରଣ ଲୋକେ ଏହାର ସୁପଂଳ ପାଇବେ ।ସରକାର ତୁରନ୍ତ ଏହି ସବୁ ଦାବୀ କୁ ପୁରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛIଏହି ଅବସରରେ କଂଗ୍ରେସ ନେତା ସନ୍ତୋଷ ନନ୍ଦ,ବଳଭଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଖପ୍ରାଖୋଲ ରେ ବିଭିନ୍ନ ଯୋଜନା ର ବ୍ଲକ୍ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ

Posted by - November 19, 2022 0
ଖପ୍ରାଖୋଲ: ୧୮/୧୧ ( ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସହ ବିଭିନ୍ନ ଯୋଜନା ର…

କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ମନ୍ଦିରର ଉନ୍ନତି କରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Posted by - December 25, 2021 0
କଳାହାଣ୍ଡି 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ଥୁଆମୂଳ ରାମପୁର ସ୍ଥିତ ମନ୍ଦିର ପୁନଃ ନିର୍ମାଣ…

ମୁଖିଗୁଡ଼ା ରେ ପାନୀୟ ଜଳ ସଙ୍କଟ, ଜଳ ଯୋଗାଣ ଦାବିରେ ମହିଳାଙ୍କ ବ୍ଳକ କାର୍ଯ୍ୟାଳୟ ଘେରାଉ

Posted by - December 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ସରକାର ପ୍ରତି ଗାଁକୁ ପାନୀୟଜଳ ର ନାରା ଦେଉଥିଲେ ହେଁ ପ୍ରକୃତ କ୍ଷେତ୍ରରେ ତାର ବିପରୀତ ପରିଲକ୍ଷିତ ହେଉଛି। କେବଳ ସ୍ଲୋଗାନ ଦେଇ…

ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ରକ୍ତ ଦାନ

Posted by - June 4, 2021 0
ଯାଜପୁର ଅଫିସ :ଓଡ଼ିଶାରେ କରୋନା ମହାମାରୀ ସମୟରେ ପ୍ରତିଟି ଜୀବନ ମୂଲ୍ୟବାନ ଯେଉଁ ବାର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ ।  ତାହାକୁ ଅନୁସରଣ କରି ରକ୍ତ…